ଦିନକରେ ପୁଣି ପ୍ରାୟ ୩୫ ହଜାର ପଜିଟିଭ, ୬୭୧ ମୃତ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଭାଇରସ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଟେଷ୍ଟିଂ ବୃଦ୍ଧି ଓ କଣ୍ଟାକ୍ଟ ଟ୍ରେସିଂ ଜୋରଦାର କରାଯାଉଥିଲେ ହେଁ କରୋନା ପ୍ରକୋପ କମିବାର ନାଁ ଧରୁନି। ବର୍ତ୍ତମାନ ଦେଶରେ ୩୦ ହଜାରର ଟ୍ରେଣ୍ଡିଂ ଆରମ୍ଭ ହୋଇଗଲାଣି। ଅର୍ଥାତ କ୍ରମାଗତ ୩ ଦିନ ହେଲାଣି ଗୋଟିଏ ଦିନରେ ୩୦ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହେଉଛନ୍ତି। ଶୁକ୍ରବାର ଦେଶରେ ମହାମାରୀ କରୋନା ଭାଇରସ ଦ୍ୱାରା ରେକର୍ଡ ୩୪,୮୮୪ ଜଣ ସଂକ୍ରମିତ ହୋଇଛନ୍ତି। ଫଳରେ ଦେଶରେ ମୋଟ […]

d

d

Hemant Lenka
  • Published: Saturday, 18 July 2020
  • Updated: 18 July 2020, 03:20 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଭାଇରସ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଟେଷ୍ଟିଂ ବୃଦ୍ଧି ଓ କଣ୍ଟାକ୍ଟ ଟ୍ରେସିଂ ଜୋରଦାର କରାଯାଉଥିଲେ ହେଁ କରୋନା ପ୍ରକୋପ କମିବାର ନାଁ ଧରୁନି। ବର୍ତ୍ତମାନ ଦେଶରେ ୩୦ ହଜାରର ଟ୍ରେଣ୍ଡିଂ ଆରମ୍ଭ ହୋଇଗଲାଣି।

ଅର୍ଥାତ କ୍ରମାଗତ ୩ ଦିନ ହେଲାଣି ଗୋଟିଏ ଦିନରେ ୩୦ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହେଉଛନ୍ତି। ଶୁକ୍ରବାର ଦେଶରେ ମହାମାରୀ କରୋନା ଭାଇରସ ଦ୍ୱାରା ରେକର୍ଡ ୩୪,୮୮୪ ଜଣ ସଂକ୍ରମିତ ହୋଇଛନ୍ତି। ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦,୩୮,୭୧୬ରେ ପହଞ୍ଚି ଯାଇଛି।

ସେହିପରି ୨୪ ଘଣ୍ଟାରେ କରୋନା ୬୭୧ ଜଣଙ୍କ ମୁଣ୍ଡ ନେଇଛନ୍ତି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୬,୨୭୩କୁ ବୃଦ୍ଧି ପାଇଛି। ୧୦.୩୮ ଲକ୍ଷ ସଂକ୍ରମିତଙ୍କ ମଧ୍ୟରୁ ୩,୫୮,୬୯୨ ଆକ୍ଟିଭ କେସ୍‌ ଥିବା ବେଳେ ୬,୫୩,୭୫୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ମହାରାଷ୍ଟ୍ରରେ କରୋନା ସ୍ଥିତି ବେକାବୁ ହେବାରେ ଲାଗିଛି। ଏଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ନିକଟରେ ପହଞ୍ଚି ଯାଇଛି। ଏବେ ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୨,୫୮୯ ରହିଛି। ଏମାନଙ୍କ ମଧ୍ୟରୁ ୧୧,୪୫୨ ଜଣଙ୍କ ମୃତ୍ୟୁ ଘଟିଛି। କରୋନା ପ୍ରଭାବିତ ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ତାମିଲନାଡୁରେ ୧,୬୦,୯୦୭ ଜଣ ସଂକ୍ରମିତ ହୋଇଥିବା ବେଳେ ୨୩୧୫ ଜଣ ପ୍ରାଣ ହରାଇଛନ୍ତି।

ତୃତୀୟ ସ୍ଥାନରେ ଦିଲ୍ଲୀ ରହିଛି। ଏଠାରେ ୧,୨୦,୧୦୭ ଜଣ ସଂକ୍ରମିତଙ୍କ ମଧ୍ୟରୁ ୩୫୭୧ ଜଣ ପ୍ରାଣ ହରାଇଛନ୍ତି। ୯୯,୩୦୧ ଜଣ ସୁସ୍ଥ ହୋଇଥିବା ବେଳେ ୧୭,୨୩୫ ଆକ୍ଟିଭ କେସ୍‌ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story