କଶ୍ମୀର ସ୍ଥିତି ‘ଉଦ୍‌ବେଗଜନକ’ ବୋଲି ଦେଖାଇବାକୁ ଚାହୁଁଛି ପାକିସ୍ତାନ

ନୂଆଦିଲ୍ଲୀ: ଜମ୍ମୁକଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିଲେ ମଧ୍ୟ ଏ ସମ୍ବନ୍ଧିତ ଧାରା ୩୭୦ ଉଚ୍ଛେଦ କରିବାକୁ ଭାରତର ନିଷ୍ପତ୍ତି ପରେ ପାକିସ୍ତାନର ତୀବ୍ର ପ୍ରତିକ୍ରିୟା ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛି ଭାରତ। ଭାରତ ପକ୍ଷରୁ କୁହାଯାଇଛି, ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନ ଦେଖାଇବାକୁ ଚାହୁଁଛି ଯେ କଶ୍ମୀରର ସ୍ଥିତି ବର୍ତ୍ତମାନ ‘ଉଦ୍‌ବେଗଜନକ’ ରହିଛି। ଦ୍ୱିପାକ୍ଷିକ ସମ୍ପର୍କ ବିଚ୍ଛିନ୍ନ କରିବା ପାଇଁ ଇସ୍‌ଲମାବାଦ ନେଇଥିବା ନିଷ୍ପତ୍ତିର ପୁର୍ନବିଚାର କରିବା ଉଚିତ ବୋଲି ଭାରତ ପକ୍ଷରୁ ପରାମର୍ଶ ଦିଆଯାଇଛି। ବୁଧବାର […]

india-pakistan

india-pakistan

Subrat Kumar Nayak
  • Published: Thursday, 08 August 2019
  • Updated: 08 August 2019, 04:21 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁକଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିଲେ ମଧ୍ୟ ଏ ସମ୍ବନ୍ଧିତ ଧାରା ୩୭୦ ଉଚ୍ଛେଦ କରିବାକୁ ଭାରତର ନିଷ୍ପତ୍ତି ପରେ ପାକିସ୍ତାନର ତୀବ୍ର ପ୍ରତିକ୍ରିୟା ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛି ଭାରତ। ଭାରତ ପକ୍ଷରୁ କୁହାଯାଇଛି, ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନ ଦେଖାଇବାକୁ ଚାହୁଁଛି ଯେ କଶ୍ମୀରର ସ୍ଥିତି ବର୍ତ୍ତମାନ ‘ଉଦ୍‌ବେଗଜନକ’ ରହିଛି। ଦ୍ୱିପାକ୍ଷିକ ସମ୍ପର୍କ ବିଚ୍ଛିନ୍ନ କରିବା ପାଇଁ ଇସ୍‌ଲମାବାଦ ନେଇଥିବା ନିଷ୍ପତ୍ତିର ପୁର୍ନବିଚାର କରିବା ଉଚିତ ବୋଲି ଭାରତ ପକ୍ଷରୁ ପରାମର୍ଶ ଦିଆଯାଇଛି।

ବୁଧବାର କୂଟନୀତିକ ସମ୍ପର୍କ ଛିନ୍ନ କରିବାକୁ ପାକିସ୍ତାନ ନେଇଥିବା ନିଷ୍ପତ୍ତି ଦୁର୍ଭାଗ୍ୟଜନକ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ନିଜର ଆଭ୍ୟନ୍ତରୀଣ ମାମଲାରେ ଭାରତ ନେଇଥିବା ପଦକ୍ଷେପକୁ ପାକିସ୍ତାନ ଜାଣିଶୁଣି ନକାରାତ୍ମକ ଭାବେ ଉପସ୍ଥାପନ କରୁଛି, କାରଣ ଏହା ସୀମାପାର ଆତଙ୍କବାଦକୁ ସୁହାଉଥିଲା।

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆହୁରି କୁହାଯାଇଛି, ଭାରତର ସମ୍ବିଧାନ ସବୁ ସମୟରେ ରାଷ୍ଟ୍ରୀୟ ସାର୍ବଭୌମତ୍ୱକୁ ଗୁରୁତ୍ୱ ଦେଇଛି ଏବଂ ଆଗକୁ ମଧ୍ୟ ସେହି ସମାନ ଦୃଷ୍ଟିଭଙ୍ଗୀ ରହିବ। ଭାରତର କୌଣସି ଅଞ୍ଚଳରେ ସ୍ଥିତି ଉଦ୍‌ବେଗଜନକ ରହିଛି ବୋଲି ଅପପ୍ରଚାର କଲେ ମଧ୍ୟ ତାହା ସଫଳ ହେବ ନାହିଁ।

ସୋମବାର ଭାରତ ଜମ୍ମୁକଶ୍ମୀର ପାଇଁ ଲାଗୁ ହେଉଥିବା ୩୭୦ ଧାରା ଉଚ୍ଛେଦ କରିବା ସହ ଏହି ରାଜ୍ୟକୁ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭାଜିତ କରିଛି। ତେବେ ଏଥିରେ ମାତ୍ରାଧିକ ଭାବେ ପ୍ରତିକ୍ରିୟାଶୀଳ ହୋଇ ପାକିସ୍ତାନ ଦ୍ୱିପାକ୍ଷିକ ସମ୍ପର୍କ ଛିନ୍ନ କରିବା ସହ ଭାରତର ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିଛି। ଉଲ୍ଲେଖଯୋଗ୍ୟ,ଗତକାଲି ଜମ୍ମୁକଶ୍ମୀର ସଂକ୍ରାନ୍ତ ଭାରତର ପଦକ୍ଷେପକୁ ପାକିସ୍ତାନ ‘ବେଆଇନ ଏବଂ ଏକତରଫା’ କହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story