କରୋନା: ଚାଇନା ନାଗରିକଙ୍କ ଇ-ଭିସା ବାତିଲ କଲା ଭାରତ

ନୂଆଦିଲ୍ଲୀ: ୩୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଇସାରିଥିବା କରୋନା ଭାଇରସ୍‌ ନିଜର ପ୍ରଭାବ ବିସ୍ତାର କରୁଥିବା କାରଣରୁ ଭାରତ ରବିବାର ଚାଇନା ନାଗରିକଙ୍କ ଇ-ଭିସା ବାତିଲ କରିଛି। ବର୍ତ୍ତମାନର ପରିସ୍ଥିତି ଦେଖି ସାମୟିକ ଭାବେ ଏଭଳି ବାତିଲ କରାଯାଇଛି। ଏହି ଭାଇରସ୍‌ ବର୍ତ୍ତମାନ ୧୪,୫୬୨ ଲୋକଙ୍କୁ ଆକ୍ରାନ୍ତ କରିସାରିଲାଣି। ଭାରତ, ଆମେରିକା ଏବଂ ବ୍ରିଟେନ୍‌ ସମେତ ୨୫ଟି ଦେଶରେ ଏହି ଭାଇରସ୍‌ର ଉପସ୍ଥିତି ଠାବ କରାଯାଇଛି। ଭାରତୀୟ ଦୂତାବାସ ପକ୍ଷରୁ ମଧ୍ୟ ଏହି ବିଷୟରେ ସୂଚନା ଦିଆଯାଇଛି। […]

China

China

Subrat Kumar Nayak
  • Published: Sunday, 02 February 2020
  • Updated: 02 February 2020, 03:49 PM IST

Sports

Latest News

ନୂଆଦିଲ୍ଲୀ: ୩୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଇସାରିଥିବା କରୋନା ଭାଇରସ୍‌ ନିଜର ପ୍ରଭାବ ବିସ୍ତାର କରୁଥିବା କାରଣରୁ ଭାରତ ରବିବାର ଚାଇନା ନାଗରିକଙ୍କ ଇ-ଭିସା ବାତିଲ କରିଛି। ବର୍ତ୍ତମାନର ପରିସ୍ଥିତି ଦେଖି ସାମୟିକ ଭାବେ ଏଭଳି ବାତିଲ କରାଯାଇଛି। ଏହି ଭାଇରସ୍‌ ବର୍ତ୍ତମାନ ୧୪,୫୬୨ ଲୋକଙ୍କୁ ଆକ୍ରାନ୍ତ କରିସାରିଲାଣି। ଭାରତ, ଆମେରିକା ଏବଂ ବ୍ରିଟେନ୍‌ ସମେତ ୨୫ଟି ଦେଶରେ ଏହି ଭାଇରସ୍‌ର ଉପସ୍ଥିତି ଠାବ କରାଯାଇଛି।

ଭାରତୀୟ ଦୂତାବାସ ପକ୍ଷରୁ ମଧ୍ୟ ଏହି ବିଷୟରେ ସୂଚନା ଦିଆଯାଇଛି। ଆଡଭାଇଜରୀ ଜାରି କରି କୁହାଯାଇଛି, କିଛି ଘଟଣାକୁ ଆଖି ଆଗରେ ରଖି ଇ-ଭିସା ଜରିଆରେ ଭାରତ ଗସ୍ତ ସାମୟିକ ଭାବେ ବାତିଲ କରାଯାଇଛି। ଏନେଇ ଚାଇନାରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ଟ୍ୱିଟ୍‌ ଜରିଆରେ ଜଣାଇଦିଆଯାଇଛି।

ଏଥିରେ କୁହାଯାଇଛିଳ “କିଛି ଘଟଣାକୁ ଲକ୍ଷ୍ୟ କରି ବର୍ତ୍ତମାନଠାରୁ ଇ-ଭିସାରେ ଚାଇନାରୁ ଭାରତ ଯିବା ବାତିଲ ହେଲା। ଏହା ସମସ୍ତ ଚାଇନା ପାସପୋର୍ଟ ସହ ପିପୁଲ୍ସ ରିପବ୍ଲିକ୍‌ ଚାଇନାରେ ରହୁଥିବା ଅନ୍ୟ ଦେଶର ନାଗରିକଙ୍କ ପାଇଁ ଲାଗୁ ହେଲା।”

ଅନ୍ୟପକ୍ଷରେ ପୂର୍ବରୁ ଜାରି କରାଯାଇଥିବା ଇ-ଭିସା ବର୍ତ୍ତମାନ ଆଉ ବୈଧ ନୁହେଁ ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି। ଏହି ଟ୍ୱିଟ୍‌ରେ ଆହୁରି ମଧ୍ୟ କୁହାଯାଇଛି, “ଯାହାର ମଧ୍ୟ ଭାରତ ଗସ୍ତ କରିବା ଜରୁରୀ ଅଛି, ସେମାନେ ସାଂଘାଇ ଏବଂ ଗୁଆଙ୍ଗଝୋଉ ଭାରତୀୟ ଦୂତାବାସକୁ ଯୋଗାଯୋଗ କରିପାରିବେ। ଏତଦ୍‌ବ୍ୟତୀତ ସେହିସହରସବୁରେ ଥିବା ଭିସା ଆବେଦନ କେନ୍ଦ୍ରରେ ମଧ୍ୟ ଭିସା ଆବେଦନ କରିପାରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story