କରୋନା ତଦନ୍ତ, ଚୀନକୁ ବଞ୍ଚାଇବ କି ଭାରତ

ନୂଆଦିଲ୍ଲୀ: ଜୁନରେ ବିଶ୍ୱସ୍ୱାସ୍ଥ୍ୟ ସଂଗଠନର କାର୍ଯ୍ୟନିର୍ବାହୀ ପରିଷଦର ବୈଠକ ରହିଛି। ଏହି ବୈଠକରେ ଭାରତ ଅଧ୍ୟକ୍ଷ ପଦବୀରେ ବସିବାକୁ ଯାଉଛି। ତେଣୁ କରୋନାର ଉତ୍ପତ୍ତିକୁ ନେଇ ଭାରତ ଚୀନ୍ ବାବଦରେ କିଭଳି ମତ ରଖୁଛି ସେ ନେଇ ଭାରତ ଉପରେ ସାରା ବିଶ୍ୱର ନଜର। ଏବେ ଏହାକୁ ନେଇ ଅନ୍ତର୍ଜାତୀୟ ରାଜନୀତି ମଧ୍ୟ ଜୋର ଧରିଛି। ସମସ୍ତ ଦେଶର କୂଟନୀତିଜ୍ଞ ଏବେ ଭାରତ ଉପରେ ଚାପ ପ୍ରୟୋଗ କରି ଚୀନ୍ ବିରୋଧରେ ତଦନ୍ତ ଦାବିକୁ ଶାଣିତ କରିବା […]

modi_and_xi PING

modi_and_xi PING

Subhransu Sekhar
  • Published: Sunday, 17 May 2020
  • Updated: 17 May 2020, 06:29 PM IST

Sports

Latest News

ନୂଆଦିଲ୍ଲୀ: ଜୁନରେ ବିଶ୍ୱସ୍ୱାସ୍ଥ୍ୟ ସଂଗଠନର କାର୍ଯ୍ୟନିର୍ବାହୀ ପରିଷଦର ବୈଠକ ରହିଛି। ଏହି ବୈଠକରେ ଭାରତ ଅଧ୍ୟକ୍ଷ ପଦବୀରେ ବସିବାକୁ ଯାଉଛି। ତେଣୁ କରୋନାର ଉତ୍ପତ୍ତିକୁ ନେଇ ଭାରତ ଚୀନ୍ ବାବଦରେ କିଭଳି ମତ ରଖୁଛି ସେ ନେଇ ଭାରତ ଉପରେ ସାରା ବିଶ୍ୱର ନଜର। ଏବେ ଏହାକୁ ନେଇ ଅନ୍ତର୍ଜାତୀୟ ରାଜନୀତି ମଧ୍ୟ ଜୋର ଧରିଛି। ସମସ୍ତ ଦେଶର କୂଟନୀତିଜ୍ଞ ଏବେ ଭାରତ ଉପରେ ଚାପ ପ୍ରୟୋଗ କରି ଚୀନ୍ ବିରୋଧରେ ତଦନ୍ତ ଦାବିକୁ ଶାଣିତ କରିବା ପାଇଁ ଚେଷ୍ଟା କରୁଥିବା ଚର୍ଚ୍ଚା ହେଉଛି।

ଆମେରିକା, ବ୍ରିଟେନ ଭଳି ଦେଶ ଏହି ମହାମାରୀର ଉତ୍ପତ୍ତି ପାଇଁ ସିଧାସିଧା ଚୀନକୁ ନିଶାନା କରିଛନ୍ତି। ଭାରତ ସରକାର ଏ ନେଇ ନିରବ ରହିଛନ୍ତି। ହେଲେ ଅଷ୍ଟ୍ରେଲିଆ, ୟୁରୋପୀୟ ଦେଶ କରୋନାର ଉତ୍ପତ୍ତି ବାବଦରେ ତଦନ୍ତ ଦାବି କରିବା ପରେ ଭାରତ ମଧ୍ୟ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ (WHO) ପାଖରେ ସମାନ ଦାବି କରିଛି। ଏଯାବତ ୨୧୦ଟି ଦେଶକୁ ଏହି ମହାମାରୀ ବ୍ୟାପିଛି। ଏଥିରେ ୩ ଲକ୍ଷରୁ ଅଧିକ ପ୍ରାଣ ହରାଇଛନ୍ତି।

ଭାରତ ଏବେ WHOରେ ଜାପାନର ସ୍ଥାନ ନେବ। ସାଉଥ-ଏସିଆ ଦେଶର ସର୍ବସମ୍ମତିକ୍ରମେ ଭାରତକୁ WHOର କାର୍ଯ୍ୟନିର୍ବାହୀ ପରିଷଦର ବୈଠକରେ ଚେୟାରମ୍ୟାନ ପଦବୀ ମିଳିବାକୁ ଯାଉଛି। ଏହି ବୈଠକରେ WHOର ୧୯୪ ଦେଶ ସାମିଲ୍ ହେବେ। କରୋନା ଭଳି ଭାଇରସକୁ ନେଇ ଚୀନ ବିରୋଧରେ ଯେତେବେଳେ ଅଧିକାଂଶ ଦେଶ ଅସନ୍ତୋଷ ପ୍ରକାଶ କରିଛନ୍ତି ସେତେବେଳେ ଭାରତ WHOର ଏହି ବଡ଼ ପଦବୀରେ ବସିବାକୁ ଯାଉଛି। ଆମେରିକା ଭାରତର ମିତ୍ର ଦେଶ ହୋଇଥିବା ବେଳେ ଚୀନ୍ ସହିତ ମଧ୍ୟ ଭାରତର ସମ୍ପର୍କ ଭଲ ରହିଛି। ହେଲେ ଆମେରିକା ଓ ଚୀନ୍ ଏବେ ପରସ୍ପରର ଶତ୍ରୁ ପାଲଟିଥିବାରୁ ଭାରତ ଆଗାମୀ ଦିନରେ କରୋନା ପ୍ରସଙ୍ଗରେ ଚୀନ ବାବଦରେ ମତ ରଖିବା ତାହା ସମୟ କହିବ।

ଅନ୍ୟପଟେ ଆମେରିକା କରୋନା ପ୍ରସଙ୍ଗରେ WHOର ଭୂମିକାକୁ ଦାୟୀ କରିଛି। ଚୀନକୁ ଦୁନିଆ ଆଖିରୁ ରକ୍ଷା କରିବା ପାଇଁ WHO ସମସ୍ତ ପ୍ରକାର ଚେଷ୍ଟା କରୁଛି। ସେଥିପାଇଁ କରୋନା ପ୍ରସଙ୍ଗରେ WHO ବିଶ୍ୱକୁ ବିଳମ୍ୱରେ ଅବଗତ କରାଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଭିଯୋଗ ଆଣିଛନ୍ତି।

ଚୀନର ଉତ୍ପତ୍ତିକୁ ନେଇ ଭାରତ ଏଯାବତ ଚୀନ ବିରୋଧରେ କୌଣସି ମତ ରଖିନି। ହେଲେ ନିକଟରେ ମୋଦି ସରକାରଙ୍କ କୋର ମନ୍ତ୍ରୀ ତଥା ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଥିଲେ, କରୋ ଭାଇରସ ପ୍ରାକୃତିକ ନୁହେଁ, ଏହା ପରୀକ୍ଷାଗାରରୁ ଉତ୍ପତ୍ତି ହୋଇଛି।

ଗତବର୍ଷ ଡିସେମ୍ୱର ଶେଷରେ ଚୀନର ହୁବେଇ ପ୍ରାନ୍ତରେ ଥିବା ଉହାନ ସହରରୁ ଏହି ମହାମାରୀ ଦେଖିବାକୁ ମିଳିଥିଲା। ଏହାପରେ ଭାରତ ମାର୍ଚ୍ଚ ୨୪ରେ ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ୍ ଘୋଷଣା କରିଛି। ଲକଡାଉନ୍ ଆରମ୍ଭ ହେବା ପରେ ଜି -୨୦ ଶିଖର ସମ୍ମିଳନୀ ହୋଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି WHO ସଂସ୍କାରକୁ ସମର୍ଥନ କରିଥିଲେ ଏବଂ କରୋନା ବାବଦରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱର ଆବଶ୍ୟକତା ରହିଛି ବୋଲି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story