ଅକ୍ଟୋବର ୨ ସୁଦ୍ଧା ଖୋଲା ଶୌଚ ମୁକ୍ତ ହେବ ଭାରତ

ନୂଆଦିଲ୍ଲୀ: ଚଳିତ ବଜେଟ୍‌ରେ ସ୍ୱଚ୍ଛ ଭାରତ ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୧୯ ଅକ୍ଟୋବର ୨ ସୁଦ୍ଧା ଭାରତ ଖୋଲା ଶୌଚ ମୁକ୍ତ ହେବ। ଅର୍ଥାତ ଚଳିତ ଗାନ୍ଧି ଜୟନ୍ତୀ ପରେ ଆଉ କେହି ବି ବାହାରେ ମଳତ୍ୟାଗ କରିବେ ନାହିଁ। ଏହାର କୁପ୍ରଭାବ ପରିବେଶ ଉପରେ ପଡ଼ୁଥିବାରୁ କେନ୍ଦ୍ର ସରକାର ଏହାକୁ ଗୁରୁତ୍ୱ ଦେଇଛନ୍ତି। ୨୦୧୪ରେ ଭାରତ ସରକାର ସ୍ୱଚ୍ଛ ଭାରତ ମିଶନ ଆରମ୍ଭ କରିଥିଲେ। ସେବେଠାରୁ କେନ୍ଦ୍ର ସରକାର ୯.୬ କୋଟି […]

q

q

Hemant Lenka
  • Published: Friday, 05 July 2019
  • Updated: 05 July 2019, 12:42 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ବଜେଟ୍‌ରେ ସ୍ୱଚ୍ଛ ଭାରତ ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୧୯ ଅକ୍ଟୋବର ୨ ସୁଦ୍ଧା ଭାରତ ଖୋଲା ଶୌଚ ମୁକ୍ତ ହେବ। ଅର୍ଥାତ ଚଳିତ ଗାନ୍ଧି ଜୟନ୍ତୀ ପରେ ଆଉ କେହି ବି ବାହାରେ ମଳତ୍ୟାଗ କରିବେ ନାହିଁ। ଏହାର କୁପ୍ରଭାବ ପରିବେଶ ଉପରେ ପଡ଼ୁଥିବାରୁ କେନ୍ଦ୍ର ସରକାର ଏହାକୁ ଗୁରୁତ୍ୱ ଦେଇଛନ୍ତି।

୨୦୧୪ରେ ଭାରତ ସରକାର ସ୍ୱଚ୍ଛ ଭାରତ ମିଶନ ଆରମ୍ଭ କରିଥିଲେ। ସେବେଠାରୁ କେନ୍ଦ୍ର ସରକାର ୯.୬ କୋଟି ଟଏଲେଟ ନିର୍ମାଣ କରିଛନ୍ତି। ସେହିପରି ୫ ବର୍ଷ ମଧ୍ୟରେ ୫.୬ ଲକ୍ଷ ଗାଁ ଖୋଲା ଶୌଚ ମୁକ୍ତ ହୋଇପାରିଛି। ସ୍ୱଚ୍ଛ ଭାରତ ମିଶନକୁ ଅଧିକ ପ୍ରସାର କରିବା ପାଇଁ ଏବେ ପ୍ରତି ଗାଁରେ ୱେଷ୍ଟ ମ୍ୟାନେଜମେଣ୍ଟ କାର୍ଯ୍ୟକ୍ରମ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story