ଆରସିଇପିରୁ ଓହରିଲା ଭାରତ, ମୋଦି ଦର୍ଶାଇଲେ କାରଣ

ନୂଆଦିଲ୍ଲୀ: ରିଜିଅନାଲ କମ୍ପ୍ରେହେନ୍‌ସିଭ୍‌ ଇକୋନୋମିକ୍‌ ପାର୍ଟନରଶିପ୍‌ (ଆରସିଇପିରୁ ଓହରିଯାଇଛି ଭାରତ। ୧୬ଟି ଦେଶ ମଧ୍ୟରେ ହେବାକୁ ଥିବା ଏହି ଚୁକ୍ତି ସବୁଠାରୁ ବଡ଼ ଚୁକ୍ତି ବୋଲି କୁହାଯାଏ। ଏହା ଦେଶର ମାର୍କେଟ୍‌କୁ ମୁକ୍ତ କରିବା ସହ ଟାରିଫ୍‌କୁ ମଧ୍ୟ ପ୍ରଭାବିତ କରିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଏହି ଚୁକ୍ତି ଭାରତ ବିନା ହିଁ ଆଗେଇବ। ଆମେରିକା ଏବଂ ଚାଇନା ମଧ୍ୟରେ ବାଣିଜ୍ୟିକ ଯୁଦ୍ଧ ଚାଲିଥିବା ସମୟରେ ହିଁ ଭାରତ ଏହି ନିଷ୍ପତ୍ତି ନେଇଛି। ଏହି ଚୁକ୍ତି ଚଳିତ […]

rcep

rcep

Subrat Kumar Nayak
  • Published: Tuesday, 05 November 2019
  • Updated: 05 November 2019, 04:58 PM IST

Sports

Latest News

ନୂଆଦିଲ୍ଲୀ: ରିଜିଅନାଲ କମ୍ପ୍ରେହେନ୍‌ସିଭ୍‌ ଇକୋନୋମିକ୍‌ ପାର୍ଟନରଶିପ୍‌ (ଆରସିଇପିରୁ ଓହରିଯାଇଛି ଭାରତ। ୧୬ଟି ଦେଶ ମଧ୍ୟରେ ହେବାକୁ ଥିବା ଏହି ଚୁକ୍ତି ସବୁଠାରୁ ବଡ଼ ଚୁକ୍ତି ବୋଲି କୁହାଯାଏ। ଏହା ଦେଶର ମାର୍କେଟ୍‌କୁ ମୁକ୍ତ କରିବା ସହ ଟାରିଫ୍‌କୁ ମଧ୍ୟ ପ୍ରଭାବିତ କରିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଏହି ଚୁକ୍ତି ଭାରତ ବିନା ହିଁ ଆଗେଇବ। ଆମେରିକା ଏବଂ ଚାଇନା ମଧ୍ୟରେ ବାଣିଜ୍ୟିକ ଯୁଦ୍ଧ ଚାଲିଥିବା ସମୟରେ ହିଁ ଭାରତ ଏହି ନିଷ୍ପତ୍ତି ନେଇଛି। ଏହି ଚୁକ୍ତି ଚଳିତ ବର୍ଷ ଶେଷରେ ସ୍ୱାକ୍ଷରିତ ହୋଇପାରେ।

ତେବେ ଭାରତ ଅରାଜି ହେବା ବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏଥିରେ ମୌଳିକ ଭାବନା ଏବଂ ନିୟମ ପ୍ରତିଫଳିତ ହେଉନି। ଦେଶର ଚାଷୀ, ବ୍ୟବସାୟୀ, ପ୍ରଫେସନାଲ, ଶିଳ୍ପ ଆଦିର ସମସ୍ୟା ଦର୍ଶାଇ ସେ କହିଥିଲେ, ମୁଁ ଯେତେବେଳେ ସବୁ ଭାରତୀୟଙ୍କ ସ୍ୱାର୍ଥକୁ ବିଚାର କରି ଆରସିଇପିକୁ ଆକଳନ କରୁଛି ମୋତେ ସକାରାତ୍ମକ ଉତ୍ତର ମିଳୁନି। ନା ଗାନ୍ଧିଜୀଙ୍କ ଆଦର୍ଶ ନା ମୋ ବିବେକ ମୋତେ ଏଥିପାଇଁ ଅନୁମତି ଦେଉଛି।

ଭାରତ ଲଗାତାର ମୁକ୍ତ ବଜାରକୁ ବିରୋଧ କରିବାର କାରଣ, ଆଶଙ୍କା ରହିଛି ଯେ ଦେଶରେ ଶସ୍ତା ଚାଇନା କୃଷିଜାତ ଓ ଶିଳ୍ପଜାତର ମାତ୍ରା ବଢ଼ିଯିବ। ମିଳିଥିବା ସୂଚନା ଅନୁଯାୟୀ, ବିରୋଧୀ କଂଗ୍ରେସ ଏବଂ ବିଜେପିର ବୈଚାରିକ ଆଦର୍ଶ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପୂର୍ବରୁ ସରକାରକୁ ଏନେଇ ଚେତାବନୀ ଦେଇସାରିଛନ୍ତି।

ଏନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି, ମେକ୍‌ ଇନ୍‌ ଇଣ୍ଡିଆ ବଦଳରେ ବାଇ ଫ୍ରମ୍‌ ଇଣ୍ଡିଆ ଚାଲିଛି। ପ୍ରତିବର୍ଷ ପ୍ରତିଟି ଭାରତୀୟ ୬୦୦୦ ଟଙ୍କାର ପ୍ରଡକ୍ଟ ଚାଇନାରୁ ଆମଦାନୀ କରିଥା’ନ୍ତି। ଏହା ଅନେକ ଲୋକଙ୍କ ନିଯୁକ୍ତି ନେବା ସହ ଅର୍ଥନୀତି ଉପରେ ପ୍ରଭାବ ପକାଇଥାଏ। ସେହିଭଳି ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ଏକ ଟ୍ୱିଟ୍‌ରେ କହିଛନ୍ତି, ଗତ ୬ ବର୍ଷର ବିଜେପି ଶାସନରେ ୯୦ ଲକ୍ଷ ଲୋକ ନିଯୁକ୍ତି ହରାଇଛନ୍ତି। ଆରସିଇପି ଫଳରେ ଏହି ସଂଖ୍ୟା ଆହୁରି ବୃଦ୍ଧିପାଇବ। ସୂଚନାଯୋଗ୍ୟ ଯେ, ଆରଏସ୍‌ଏସ୍‌ ସହ ଜଡ଼ିତ ସ୍ୱଦେଶୀ ଜାଗରଣ ମଞ୍ଚ ମଧ୍ୟ ଏହାକୁ ବିରୋଧ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story