ବିଶ୍ୱସ୍ତରୀୟ ସହଯୋଗୀଙ୍କ ସହ ମିଶି ଭ୍ୟାକ୍ସିନ୍‌ ବିକଶିତ କରୁଛି ଭାରତ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି କରୋନା ବିରୋଧୀ ପ୍ରତିଷେଧକ ବାବଦରେ ସୂଚନା ଦିଆଯାଇଛି। ଏହି ଅବସରେ କୁହାଯାଇଛି କୋଭିଡ୍‌-୧୯ର ମୁକାବିଲା ପାଇଁ ପ୍ରଭାବୀ ପ୍ରତିଷେଧକ ବା ଭ୍ୟାକ୍‌ସିନ୍‌ ପ୍ରସ୍ତୁତି ପାଇଁ ବିଶ୍ୱସ୍ତରର ସହଯୋଗୀଙ୍କ ସହ ଭାରତ କାମ କରୁଛି। ଆଜି ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍‌ ଅଗ୍ରୱାଲ କହିଛନ୍ତି, ଆମେ ଆହୁରି ମଧ୍ୟ ଭାଇରାଲ ସକ୍ୱେନ୍ସିଂ ଏବଂ ଭ୍ୟାକ୍ସିନ୍‌ ଡେଭଳପମେଣ୍ଟ ଆଦି ଉପରେ କାମ କରୁଛୁ। ଆମେ ପ୍ରକ୍ରିୟା ତ୍ୱରିତ […]

Luv

Luv

Subrat Kumar Nayak
  • Published: Friday, 17 April 2020
  • Updated: 17 April 2020, 07:11 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି କରୋନା ବିରୋଧୀ ପ୍ରତିଷେଧକ ବାବଦରେ ସୂଚନା ଦିଆଯାଇଛି। ଏହି ଅବସରେ କୁହାଯାଇଛି କୋଭିଡ୍‌-୧୯ର ମୁକାବିଲା ପାଇଁ ପ୍ରଭାବୀ ପ୍ରତିଷେଧକ ବା ଭ୍ୟାକ୍‌ସିନ୍‌ ପ୍ରସ୍ତୁତି ପାଇଁ ବିଶ୍ୱସ୍ତରର ସହଯୋଗୀଙ୍କ ସହ ଭାରତ କାମ କରୁଛି।

ଆଜି ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍‌ ଅଗ୍ରୱାଲ କହିଛନ୍ତି, ଆମେ ଆହୁରି ମଧ୍ୟ ଭାଇରାଲ ସକ୍ୱେନ୍ସିଂ ଏବଂ ଭ୍ୟାକ୍ସିନ୍‌ ଡେଭଳପମେଣ୍ଟ ଆଦି ଉପରେ କାମ କରୁଛୁ। ଆମେ ପ୍ରକ୍ରିୟା ତ୍ୱରିତ କରିବାକୁ ପ୍ରୟାସ କରୁଛୁ। ସେ କହିଛନ୍ତି ଅନ୍ୟ ଦେଶ ତୁଳନାରେ ଆମେ ଭଲ କାମ କରୁଛୁ, ଏବେ ଏହି ପ୍ରୟାସକୁ ଆହୁରି ବ୍ୟାପକ କରିବାର ଅଛି।

ସେ କହିଥିଲେ, କାଉନସିଲ୍‌ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚଗୁଡ଼ିକ ପିପିଇ କିଟ୍‌ ପାଇଁ ସ୍ୱଦେଶୀ ଟେକ୍ନୋଲୋଜିରେ କାମ କରୁଛନ୍ତି। ଏତଦ୍‌ବ୍ୟତୀତ ଅକ୍ସିଜେନ୍‌ କନ୍‌ସେଣ୍ଟ୍ରେଟରର୍ସ, ଭେଣ୍ଟିଲଷଟର ଏବଂ ଅନ୍ୟ ସପୋର୍ଟ ଡିଭାଇସ୍‌ ପାଇଁ କାମ କରୁଛନ୍ତି।

ଏତଦ୍‌ବ୍ୟତୀତ ସିଏସ୍‌ଆଇଆର ବର୍ତ୍ତମାନ ରାପିଡ୍‌ ଟେଷ୍ଟିଂ କିଟ୍‌ସ ଏବଂ ରାପିଡ୍‌ ଆଣ୍ଟିବଡି କିଟ୍ସ ଉପରେ କାମ କରୁଛି। ମେ’ ସୁଦ୍ଧା ଭାରତ ମାସକୁ ଉଭୟ ପ୍ରକାରର କିଟ୍‌ ୧୦ ଲକ୍ଷ ଲେଖାଏ ପ୍ରସ୍ତୁତ କରିବ। ଗୋଟିଏ ଦିନ ତୁଳନାରେ ଅନ୍ୟ ଏକ ଦିନର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ତୁଳନା କଲେ ଏତିରେ ୪୦% ହ୍ରାସ ପରିଲକ୍ଷିତ ହେଉଛି।

ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୮୩୫ରେ ପହଞ୍ଚିଛି। ଅନ୍ୟପକ୍ଷରେ ଭୟଙ୍କର ଭାଇରସ୍‌ କରୋନା କାରଣରୁ ଏଯାଏ ମୋଟ ୪୫୨ ଜଣଙ୍କର ମୃତ୍ୟୁ ହେଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story