ମଝି ସମୁଦ୍ରରୁ ୧୨,୦୦ କୋଟିର ହେରୋଇନ ଜବତ

କୋଚି: କେରଳର କୋଚି ସମୁଦ୍ରରେ ଏକ ବୋଟରେ ଚାଲାଣ ହେଉଥିବା ୨୦୦ କେଜି ହେରୋଇନ୍‌ ଜବତ କରାଯାଇଛି। ଆଫଗାନିସ୍ତାନ ପ୍ରଡକ୍ଟ ଏହି ନିଶାଦ୍ରବ୍ୟ ପାକିସ୍ତାନ, ଭାରତ ଓ ଶ୍ରୀଲଙ୍କାରେ ବିକ୍ରି ହେବା ପାଇଁ ଯୋଜନା ହୋଇଥିଲା। ଜବତ ହୋଇଥିବା ହେରୋଇନର ଦାମ ୧୨,୦୦ କୋଟି ହେବା ନେଇ ଆକଳନ କରାଯାଉଛି। ଏକ ଇରାନୀୟ ବୋଟରେ ଏହି ହେରୋଇନ୍ ଚାଳାଣ ହେଉଥିବା ବେଳେ ଭାରତୀୟ ନୌସେନା ଓ ଏନସିବି ରାଡାରରେ ଧରାପଡ଼ିଥିଲା। ଭାରତୀୟ ନୌସେନା ଏବଂ ଏନସିବି ପକ୍ଷରୁ […]

sea

sea

Tapas Behera
  • Published: Saturday, 08 October 2022
  • Updated: 08 October 2022, 08:42 AM IST

Sports

Latest News

କୋଚି: କେରଳର କୋଚି ସମୁଦ୍ରରେ ଏକ ବୋଟରେ ଚାଲାଣ ହେଉଥିବା ୨୦୦ କେଜି ହେରୋଇନ୍‌ ଜବତ କରାଯାଇଛି। ଆଫଗାନିସ୍ତାନ ପ୍ରଡକ୍ଟ ଏହି ନିଶାଦ୍ରବ୍ୟ ପାକିସ୍ତାନ, ଭାରତ ଓ ଶ୍ରୀଲଙ୍କାରେ ବିକ୍ରି ହେବା ପାଇଁ ଯୋଜନା ହୋଇଥିଲା। ଜବତ ହୋଇଥିବା ହେରୋଇନର ଦାମ ୧୨,୦୦ କୋଟି ହେବା ନେଇ ଆକଳନ କରାଯାଉଛି। ଏକ ଇରାନୀୟ ବୋଟରେ ଏହି ହେରୋଇନ୍ ଚାଳାଣ ହେଉଥିବା ବେଳେ ଭାରତୀୟ ନୌସେନା ଓ ଏନସିବି ରାଡାରରେ ଧରାପଡ଼ିଥିଲା। ଭାରତୀୟ ନୌସେନା ଏବଂ ଏନସିବି ପକ୍ଷରୁ ମିଳିତ ଅପରେଶନ କରାଯାଇ ଏହି ବୋଟକୁ ଜବତ କରାଯାଇଥିଲା। ସେଥିରେ ଥିବା ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ପ୍ରଥମେ ଏହି ନିଶାଦ୍ରବ୍ୟ ପାକିସ୍ତାନ ଅସିଥିଲା। ସେଠାରୁ ଭାରତ ଓ ଶ୍ରୀଲଙ୍କାରେ ବିକ୍ରି ପାଇଁ ଯୋଜନା ହୋଇଥିଲା। ଅତି ସତର୍କତା ଓ ଚତୁରତାର ସହ ଏହି ନିଶାଦ୍ରବ୍ୟ ଚାଲାଣ ହେଉଥିଲା। ୱାଟରପ୍ରୁଫ୍‌ ସିଷ୍ଟମରେ ୭ଟି ଲେୟର ଭିତରେ  ଅତି ସାବଧାନତାର ସହ ଏହାକୁ ରଖାଯାଇଥିଲା।  ଖବର ମିଳିବା ପରେ ଗୁରୁବାର ଉଭୟ ଭାରତୀୟ ନୌସେନା ଓ ଏନସିବି ପକ୍ଷରୁ ଅପରେଶନ ଅରମ୍ଭ ହୋଇଥିଲା। ଉକ୍ତ ବୋଟକୁ ଜବତ କରାଯିବା ପରେ ସେଥିରୁ ବ୍ୟାପକ ପରିମାଣରେ ହେରୋଇନ୍ ପ୍ୟାକକେଟ ଯବତ କରାଯିବା ସହ ୬ ଜଣ ଇରାନୀୟ ନାଗରିକଙ୍କୁ ଗିରଫ କରାଯାଇଥିବା ଏନସିବି ଅଧିକାରୀ ସଞ୍ଜୟ କୁମାର ସିଂହ କହିଛନ୍ତି ।

ଚଢ଼ାଉ ବେଳେ ବୋଟରେ ଥିବା ଇରାନୀୟ ତସ୍କରମାନେ ସମୁଦ୍ରକୁ ଡେଇଁବାକୁ ଉଦ୍ୟମ କରିଥିଲେ। ଏଥିସହ ହେରୋଇନ୍‌ ପ୍ୟାକେଟ ଗୁଡ଼ିକୁ ମଧ୍ୟ ପାଣିକୁ ଫିଙ୍ଗିବାକୁ ଉଦ୍ୟମ କରିଥିଲେ। ହେଲେ ସଫଳ ହୋଇ ନଥିଲେ।  ଗତ କିଛି ବର୍ଷ ହେବ  ଆଫଗାନରୁ ଆସୁଥିବା ନିଶାଦ୍ରବ୍ୟ ଆରବ ସାଗର ଓ ଭାରତ ସାଗର ଦେଇ ଏସୀୟ ଦେଶ ଗୁଡ଼ିକୁ ଚାଲାଣ ମାତ୍ରା ବଢ଼ିଛି।  ତେବେ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଏହା ଉପରେ କଡ଼ା ନଜର ରଖାଯାଇଥିବା ସଞ୍ଜୟ ସିଂହ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story