ଗଛ କାଟି ଫସିଗଲେ, ୧.୨୧ କୋଟି ଫାଇନ‌

ଭୋପାଳ: ଏବେ ସାରା ଦେଶରେ କରୋନା ତାର ଆତଙ୍କ ଜାରି ରଖିଛି। ବିଶେଷ କରି ଦ୍ୱିତୀୟ ଲହରରେ କରୋନା ଆକ୍ରାନ୍ତଙ୍କ ଠାରେ ଅମ୍ଳଜାନର ଅଭାବ ପରିଲକ୍ଷିତ ହେଉଛି। ରୋଗୀଙ୍କୁ ଅମ୍ଳଜାନ ଯୋଗାଇ ଦେବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଲଢ଼େଇ ଜାରି ରହିଛି। ଆଉ ଏଭଳି ଏକ ସମୟରେ ଗଛ କାଟିବା ଜଣେ ଚାଷୀଙ୍କୁ ଖୁବ‌୍‍‌ ମହଙ୍ଗା ପଡ଼ିଛି। ହଜାରେ କି ଦଶ ହଜାର ନୁହେଁ ତାଙ୍କ ଉପରେ ପୂରା ଏକ କୋଟି ୨୧ […]

fine-impose-for-tree-cut

fine-impose-for-tree-cut

Jitendra Garnayak
  • Published: Thursday, 29 April 2021
  • Updated: 29 April 2021, 01:56 PM IST

Sports

Latest News

ଭୋପାଳ: ଏବେ ସାରା ଦେଶରେ କରୋନା ତାର ଆତଙ୍କ ଜାରି ରଖିଛି। ବିଶେଷ କରି ଦ୍ୱିତୀୟ ଲହରରେ କରୋନା ଆକ୍ରାନ୍ତଙ୍କ ଠାରେ ଅମ୍ଳଜାନର ଅଭାବ ପରିଲକ୍ଷିତ ହେଉଛି। ରୋଗୀଙ୍କୁ ଅମ୍ଳଜାନ ଯୋଗାଇ ଦେବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଲଢ଼େଇ ଜାରି ରହିଛି। ଆଉ ଏଭଳି ଏକ ସମୟରେ ଗଛ କାଟିବା ଜଣେ ଚାଷୀଙ୍କୁ ଖୁବ‌୍‍‌ ମହଙ୍ଗା ପଡ଼ିଛି। ହଜାରେ କି ଦଶ ହଜାର ନୁହେଁ ତାଙ୍କ ଉପରେ ପୂରା ଏକ କୋଟି ୨୧ ଲକ୍ଷ ଟଙ୍କାର ଫାଇନ‌୍‍ ପଡ଼ିଛି। ଘଟଣାଟି ମଧ୍ୟ ପ୍ରଦେଶର।

ରାଜ୍ୟର ବମହୌରୀ ବନାଂଚଳରେ ଘଟିଛି ଏହି ଘଟଣା। ଗଛ କାଟିଥିବା ଚାଷୀଙ୍କ ନାଁ ଛୋଟେ ଲାଲ। ସେ ଦୁଇଟି ଶାଗୁଆନ ଗଛ କାଟି ଥିବା ଅଭିଯୋଗ ହୋଇଛି। ଦୁଇଟି ଯାକ ଶାଗୁଆନ ଗଛର ବୟସ ୫୦ ବର୍ଷ ଲେଖାଏଁ ହିସାବ କରି ଛୋଟେ ଲାଲଙ୍କ ଉପରେ ବନ ବିଭାଗ ପକ୍ଷରୁ ଏକ କୋଟି ୨୧ ଲକ୍ଷ ୭ ହଜାର ୭ ଶହ ଟଙ୍କା ଜୋରିମାନା ପକାଯାଇଛି।

ବମହୌରୀ ରେଞ୍ଜର କହିଛନ୍ତି, ଗୋଟିଏ ବୃକ୍ଷର ହାରାହାରି ବୟସ ୫୦ ବର୍ଷ ବୋଲି ଧରାଯାଏ। ୫୦ ବର୍ଷରେ ଗୋଟିଏ ଗଛ ଆମକୁ ୫୨ ଲକ୍ଷ ୪୦୦ ଟଙ୍କାର ସୁବିଧା ପ୍ରଦାନ କରିପାରେ। ସେହି ହିସାବରେ ଦୁଇଟି ଗଛ କାଟିଥିବାରୁ ଛୋଟେ ଲାଲଙ୍କ ଉପରେ ଏହି ଜୋରିମାନା ପଡ଼ିଛି। ଲୋକଙ୍କୁ ଗଛର ମହତ୍ତ୍ୱ ସଂପର୍କରେ ସଚେତନ କରିବାକୁ ଛୋଟେ ଲାଲଙ୍କ ଉପରେ ଏକ କୋଟି ୨୧ ଲକ୍ଷ ୭ ହଜାର ୭ ଶହ ଟଙ୍କାର ଜୋରିମାନା ପକାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story