ଲୁଣ ଫ୍ୟାକ୍ଟ୍ରିରେ କାନ୍ଥ ଭୁଶୁଡ଼ି ୧୨ ମୃତ

ଅହମ୍ମଦାବାଦ: ଲୁଣ ଫ୍ୟାକ୍ଟ୍ରିରେ ଅଘଟଣ। କାନ୍ଥ ପଡି ଚାଲିଗଲା ୧୨ଜଣ ଶ୍ରମିକଙ୍କ ଜୀବନ। ୨୦ରୁ ଅଧିକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଗୁଜରାଟ ମୋରବି ସ୍ଥିତ ଏକ ଲୁଣ ଫ୍ୟାକ୍ଟ୍ରିରେ ଏହି ଅଘଟଣ ଘଟିଛି। ରିପୋର୍ଟ ଅନୁଯାୟୀ, ଗୁଜରାଟ ହଲବାଡ ଇଣ୍ଡଷ୍ଟ୍ରିଆଲ ଅଞ୍ଚଳ ସ୍ଥିତ ସାଗର ଲୁଣ ଫ୍ୟାକ୍ଟ୍ରିରେ ଆଜି ମଧ୍ୟାହ୍ଣରେ ଏକ କାନ୍ଥ ଭୁଶୁଡି ପଡିଥିଲା। ଏଥିରେ ୧୨ ଜଣଙ୍କ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଭୁଶୁଡି ପଡିଥିବା […]

salt factory wall collapses

salt factory wall collapses

Madhupriya Mistry
  • Published: Wednesday, 18 May 2022
  • Updated: 18 May 2022, 03:23 PM IST

Sports

Latest News

ଅହମ୍ମଦାବାଦ: ଲୁଣ ଫ୍ୟାକ୍ଟ୍ରିରେ ଅଘଟଣ। କାନ୍ଥ ପଡି ଚାଲିଗଲା ୧୨ଜଣ ଶ୍ରମିକଙ୍କ ଜୀବନ। ୨୦ରୁ ଅଧିକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଗୁଜରାଟ ମୋରବି ସ୍ଥିତ ଏକ ଲୁଣ ଫ୍ୟାକ୍ଟ୍ରିରେ ଏହି ଅଘଟଣ ଘଟିଛି।

ରିପୋର୍ଟ ଅନୁଯାୟୀ, ଗୁଜରାଟ ହଲବାଡ ଇଣ୍ଡଷ୍ଟ୍ରିଆଲ ଅଞ୍ଚଳ ସ୍ଥିତ ସାଗର ଲୁଣ ଫ୍ୟାକ୍ଟ୍ରିରେ ଆଜି ମଧ୍ୟାହ୍ଣରେ ଏକ କାନ୍ଥ ଭୁଶୁଡି ପଡିଥିଲା। ଏଥିରେ ୧୨ ଜଣଙ୍କ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଭୁଶୁଡି ପଡିଥିବା କାନ୍ଥ ତଳେ ୩୦ ଶ୍ରମିକ ଦବି ରହିଥିଲେ। ଜେସିବି ସହାୟତାରେ ମୃତକ ଓ ଆହତଙ୍କୁ ଭଗ୍ନାବଶେଷ ତଳୁ ଉଦ୍ଧାର କରାଯାଇଛି। ଏହାପରେ ଗୁରୁତରଙ୍କୁ ସହରର ଭିନ୍ନ ଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ମଧ୍ୟରେ ଅନେକ ଶ୍ରମିକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

https://twitter.com/ANI/status/1526845950693896192?s=20&t=TtAnEtmrHupqQ8jgMvOSZQ

ସ୍ଥାନୀୟ ଜିଲ୍ଲାପାଳଙ୍କ କହିବା ମୁତାବକ, ଫ୍ୟାକ୍ଟ୍ରିରେ ଅଖା ଭିତରେ ଲୁଣ ଭର୍ତ୍ତି କରିବା କାମ ଚାଲିଥିବା ବେଳେ ହଠାତ୍ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ ଭୁଶୁଡି ପଡିଥିବା କାନ୍ଥ ତଳେ ୨୦ ରୁ ୩୦ଜଣ ଶ୍ରମିକ ପୋତି ହୋଇଯାଇଥିବା ଭୟ ଥିଲା। ସେଥିମଧ୍ୟରୁ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି।

ସେପଟେ ଏହି ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏଥିସହ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ରାଜ୍ୟ ଶ୍ରମ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ବ୍ରିଜେଶ ମୋରଜା ଦୁଃଖ ପ୍ରକାଶ କରିଛନ୍ତି। ମୃତକ ଓ ଆହତଙ୍କ ପରିବାରକୁ ସେ ସମବେଦନା ଜଣାଇଛନ୍ତି।

https://twitter.com/narendramodi/status/1526846311051722752?s=20&t=jDeUESKf1lX4kAOnk2vVyQ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story