ଗାଧୋଇବା ବେଳେ ଗୋଟିଏ ପରିବାରର ୧୨ ସଦସ୍ୟ ବୁଡିଗଲେ

ଅଯୋଧ୍ୟା: ଶୁକ୍ରବାର ବଡ଼ ଧରଣର ଏକ ଅଘଟଣ ଘଟିଛି। ଅଯୋଧ୍ୟାରେ ଗୋଟିଏ ପରିବାରର ୧୨ ଜଣ ସଦସ୍ୟ ସରୟୁ ନଦୀରେ ଗାଧୋଇବା ବେଳେ ବୁଡ଼ି ଯାଇଛନ୍ତି। ଏବେ ସମସ୍ତଙ୍କୁ ଖୋଜା ଚାଲିଛି। ଉଦ୍ଧାର କରିବା ପାଇଁ ସ୍ୱତନ୍ତ୍ର ଉଦ୍ଧାରକାରୀ ଟିମ୍ ନିୟୋଜିତ ହୋଇଛନ୍ତି। ନିଜେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ମଧ୍ୟ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଘଟଣାସ୍ଥଳରେ ଅଧିକାରୀଙ୍କୁ ପହଞ୍ଚିବାକୁ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣା ଅଯୋଧ୍ୟାର ଗୁପତର ଘାଟରେ ଘଟିଛି। ଦୁର୍ଘଟଣାର […]

ayodhya-sarayu

ayodhya-sarayu

Subhransu Sekhar
  • Published: Friday, 09 July 2021
  • Updated: 09 July 2021, 04:03 PM IST

Sports

Latest News

ଅଯୋଧ୍ୟା: ଶୁକ୍ରବାର ବଡ଼ ଧରଣର ଏକ ଅଘଟଣ ଘଟିଛି। ଅଯୋଧ୍ୟାରେ ଗୋଟିଏ ପରିବାରର ୧୨ ଜଣ ସଦସ୍ୟ ସରୟୁ ନଦୀରେ ଗାଧୋଇବା ବେଳେ ବୁଡ଼ି ଯାଇଛନ୍ତି। ଏବେ ସମସ୍ତଙ୍କୁ ଖୋଜା ଚାଲିଛି। ଉଦ୍ଧାର କରିବା ପାଇଁ ସ୍ୱତନ୍ତ୍ର ଉଦ୍ଧାରକାରୀ ଟିମ୍ ନିୟୋଜିତ ହୋଇଛନ୍ତି। ନିଜେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ମଧ୍ୟ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଘଟଣାସ୍ଥଳରେ ଅଧିକାରୀଙ୍କୁ ପହଞ୍ଚିବାକୁ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଘଟଣା ଅଯୋଧ୍ୟାର ଗୁପତର ଘାଟରେ ଘଟିଛି। ଦୁର୍ଘଟଣାର ଶିକାର ପରିବାର ଆଗ୍ରାର ସିକନ୍ଦରାବାଦ ବାସିନ୍ଦ ଅଯୋଧ୍ୟା ବୁଲିବାକୁ ଆସିଥିଲେ। ସରୟୁରେ ବୁଡ଼ି ଯାଇଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏକ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଗାଧୋଇବା ବେଳେ ପ୍ରବଳ ସ୍ରୋତ ବୋହିବା ଯୋଗୁଁ ପ୍ରଥମ ଦୁଇ ଜଣ ଲୋକ ନିୟନ୍ତ୍ରଣ ହରାଇ ଭାସି ଯାଇଥିଲେ। ଏହାପରେ ଜଣେ ଅନ୍ୟ ଜଣଙ୍କୁ ଉଦ୍ଧାର କରିବାକୁ ଯାଇ ଭାସି ଯାଇଛନ୍ତି। ଭାସି ଯାଇଥିବା ଲୋକଙ୍କ ଚିତ୍କାର ଶୁଣିବା ପରେ ଆଖପାଖର ଲୋକମାନେ ଏ ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଏବେ ଏକ ଉଦ୍ଧରକାରୀ ଟିମ୍ ନିଖୋଜ ୧୨ ଜଣଙ୍କୁ ଖୋଜୁଛନ୍ତି। ଉଦ୍ଧାର ପାଇଁ ଏନଡିଆରପିଏଫ ଟିମକୁ ଡକାଯିବ ବୋଲି ସୂଚନା ରହିଛି। ଏବେ ବୁଡି ଯାଇଥିବା ଲୋକଙ୍କର କୌଣସି ଖୋଜ ଖବର ମିଳିନାହିଁ। କୁହାଯାଉଛି ଯେ ପରିବାରର ୧୫ ଜଣ ଲୋକ ଗାଧୋଉଥିଲେ। ସେମାନଙ୍କ ମଧ୍ୟରୁ ତିନିଜଣ ପହଁରା ଜାଣିଛନ୍ତି। ବର୍ତ୍ତମାନ ସେହି ସ୍ଥାନରେ ଡଙ୍ଗା ସହିତ ପ୍ରଶିକ୍ଷଣ ପାଇଥିବା ବୁଡାଳିଙ୍କୁ ନିୟୋଜିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story