କୋଭିଡ୍‌: ୧୪ ଜଣ ପିଲା ହସ୍‌ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି ଆତଙ୍କ ସୃଷ୍ଟି କରିଛି ମହାମାରୀ କରୋନା। କୋଭିଡ୍‌ ଭାଇରସ୍‌ରେ ସଂକ୍ରମିତ ହୋଇ  ଶନିବାର ସକାଳେ ୧୪ ଜଣ ପିଲାଙ୍କ ଦିଲ୍ଲୀ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ଅଧିକାଂଶ ପିଲାଙ୍କଠାରେ କୋଭିଡ୍‌ ଲକ୍ଷଣ ରହିଛି। ସେମାନଙ୍କ ମଧ୍ୟରେ ୧୨ ଜଣ  ଦିଲ୍ଲୀର କାଲାୱାଟି ସରଣ ହସପିଟାଲାରେ ଭର୍ତ୍ତି ହୋଇଛନ୍ତି। କୋଭିଡ୍‌ ଯୋଗୁ  ଶନିବାର  ୫୩ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଶୁକ୍ରବାର ଦିଲ୍ଲୀରେ ୩୩୬ଟି କେସ୍‌ ରେକର୍ଡ଼ କରାଯାଛି। ସେହିପରି ପଜିଟିଭିଟି ହାର  ୩.୯୫ […]

covid19

Tapas Behera
  • Published: Saturday, 16 April 2022
  • , Updated: 16 April 2022, 08:10 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି ଆତଙ୍କ ସୃଷ୍ଟି କରିଛି ମହାମାରୀ କରୋନା। କୋଭିଡ୍‌ ଭାଇରସ୍‌ରେ ସଂକ୍ରମିତ ହୋଇ  ଶନିବାର ସକାଳେ ୧୪ ଜଣ ପିଲାଙ୍କ ଦିଲ୍ଲୀ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ଅଧିକାଂଶ ପିଲାଙ୍କଠାରେ କୋଭିଡ୍‌ ଲକ୍ଷଣ ରହିଛି। ସେମାନଙ୍କ ମଧ୍ୟରେ ୧୨ ଜଣ  ଦିଲ୍ଲୀର କାଲାୱାଟି ସରଣ ହସପିଟାଲାରେ ଭର୍ତ୍ତି ହୋଇଛନ୍ତି। କୋଭିଡ୍‌ ଯୋଗୁ  ଶନିବାର  ୫୩ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ଶୁକ୍ରବାର ଦିଲ୍ଲୀରେ ୩୩୬ଟି କେସ୍‌ ରେକର୍ଡ଼ କରାଯାଛି। ସେହିପରି ପଜିଟିଭିଟି ହାର  ୩.୯୫ ପ୍ରତିଶତ ବଢ଼ିଛି। ଗତ କିଛି ଦିନ ହେବ ଦିଲ୍ଲୀରେ କରୋନା ଇରସ ମାମଲା ବଢ଼ିଚାଲୁଛି। ତେବେଏଥିରେ ଆତଙ୍କିତ ହେବାର କିଛି କାରଣ ନାହିଁ ବୋଲି ଦିଲ୍ଲୀ ସରକାର କହିଛନ୍ତି ।

ରାଜଧାନୀ ଦିଲ୍ଲୀ ଓ ଗୁରୁଗ୍ରାମର ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସାରା ଦେଶର ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ନେଲେ କେବଳ ଏହି ଦୁଇଟି ସ୍ଥାନରୁ ୪୧ ପ୍ରତିଶତ ମାମଲା ରହିଛି ।

Related story