ଆତଙ୍କୀ ହମ୍‌ଲା, ୨ ଯବାନଙ୍କ ସମେତ ୬ ଆହତ

ଶ୍ରୀନଗର: ସିଆର୍‌ପିଏଫ୍‌ ଟିମ୍‌ ଉପରକୁ ଗ୍ରେନେଡ୍‌ ହମ୍‌ଲା। ଜମ୍ମୁ-କଶ୍ମୀର ବାରାମୁଲ୍ଲାର ପଲ୍ହାଲନ ପଟ୍ଟନରେ ଆତଙ୍କବାଦୀମାନେ ସିଆର୍‌ପିଏଫ୍‌ ଯବାନଙ୍କ ଉପରକୁ ଗ୍ରେନେଡ୍‌ ଆକ୍ରମଣ କରିଛନ୍ତି। ଏହି ଦୁଇ ଯବାନଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି। ୟ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ମୁତାବକ, ଆତଙ୍କବାଦୀମାନେ ବୁଧବାର ଦିନ ବାରାମୁଲ୍ଲାର ପଲ୍ହାଲନ ଅଞ୍ଚଳରେ ସିଆର୍‌ପିଏଫ୍‌ ଟିମ୍‌ ଉପରକୁ ଆକ୍ରମଣ କରିଥିଲେ। ଏଥିରେ ୨ ସିଆର୍‌ପିଏଫ୍‌ ଯବାନ ଓ ୪ ଜଣ ସାଧାରଣ ନାଗରିକ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ […]

grenade attack

grenade attack

Madhupriya Mistry
  • Published: Wednesday, 17 November 2021
  • Updated: 17 November 2021, 01:32 PM IST

Sports

Latest News

ଶ୍ରୀନଗର: ସିଆର୍‌ପିଏଫ୍‌ ଟିମ୍‌ ଉପରକୁ ଗ୍ରେନେଡ୍‌ ହମ୍‌ଲା। ଜମ୍ମୁ-କଶ୍ମୀର ବାରାମୁଲ୍ଲାର ପଲ୍ହାଲନ ପଟ୍ଟନରେ ଆତଙ୍କବାଦୀମାନେ ସିଆର୍‌ପିଏଫ୍‌ ଯବାନଙ୍କ ଉପରକୁ ଗ୍ରେନେଡ୍‌ ଆକ୍ରମଣ କରିଛନ୍ତି। ଏହି ଦୁଇ ଯବାନଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି। ୟ

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ମୁତାବକ, ଆତଙ୍କବାଦୀମାନେ ବୁଧବାର ଦିନ ବାରାମୁଲ୍ଲାର ପଲ୍ହାଲନ ଅଞ୍ଚଳରେ ସିଆର୍‌ପିଏଫ୍‌ ଟିମ୍‌ ଉପରକୁ ଆକ୍ରମଣ କରିଥିଲେ। ଏଥିରେ ୨ ସିଆର୍‌ପିଏଫ୍‌ ଯବାନ ଓ ୪ ଜଣ ସାଧାରଣ ନାଗରିକ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ଆତଙ୍କବାଦୀଙ୍କୁ କାବୁ କରିବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପୂରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି।

ଏହାପୂର୍ବରୁ ଜମ୍ମୁ କଶ୍ମୀରର ଉରି ସେକ୍ଟରରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷାବାହିନୀ ବିଫଳ କରିଥିଲା। ସୈନିକମାନେ ଏହି ଅଞ୍ଚଳରେ ସନ୍ଦେହଜନକ କାର୍ଯ୍ୟକଳାପର ଦେଖିଥିଲେ। ଏହା ପରେ ସୁରକ୍ଷା ବାହିନୀ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ଉକ୍ତ ଅଞ୍ଚଳରେ ମଧ୍ୟ ସର୍ଚ୍ଚ ଅପରେସନ୍‌ ଜାରି ରହିଛି।

ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ମୂଳପୋଛ କରିବା ଅଭିଯାନ ଜାରି ରହିଛି। ନିକଟରେ ଶ୍ରୀନଗରର ହାଇଦରପୋରା ଅଞ୍ଚଳଳରେ ସୁରକ୍ଷା ବାହିନୀ ସହିତ ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ଖବର ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story