ଭୟଙ୍କର ବିସ୍ଫୋରଣ ସହ ହେଲିକପ୍ଟର କ୍ରାସ୍‌, ୨ ପାଇଲଟ୍‌ ମୃତ

ହାଇଦ୍ରାବାଦ: ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲାରେ ଶନିବାର ବଡ ଧରଣର ହେଲିକପ୍ଟର କ୍ରାସ୍‌ ହୋଇଛି। ଏହି ଦୁର୍ଘଟଣାରେ ୨ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ଟ୍ରେନି ପାଇଲଟ ଅଛନ୍ତି। କୃଷ୍ଣା ନଦୀର ନାଗାର୍ଜୁନସାଗର ଡ୍ୟାମ ନିକଟ ପେଡାଭୁରା ବ୍ଲକର ତୁଙ୍ଗତୁର୍ଥୀ ଗ୍ରାମରେ ଏହି ଦୁର୍ଘଟଣା ଘଟିଛି। ସୂଚନା ମୁତାବକ, ଆଜି ସକାଳେ ହେଲିକପ୍ଟରଟି କ୍ରାସ ହେବା ପରେ ପ୍ରବଳ ବିସ୍ଫୋରଣ ହୋଇଥିଲା। ଏହାଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ଏକାଠି ହୋଇଥିଲେ। ଏହାପରେ ପୁଲିସ ଏବଂ […]

chopper crash

chopper crash

Madhupriya Mistry
  • Published: Saturday, 26 February 2022
  • Updated: 26 February 2022, 02:26 PM IST

Sports

Latest News

ହାଇଦ୍ରାବାଦ: ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲାରେ ଶନିବାର ବଡ ଧରଣର ହେଲିକପ୍ଟର କ୍ରାସ୍‌ ହୋଇଛି। ଏହି ଦୁର୍ଘଟଣାରେ ୨ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ଟ୍ରେନି ପାଇଲଟ ଅଛନ୍ତି। କୃଷ୍ଣା ନଦୀର ନାଗାର୍ଜୁନସାଗର ଡ୍ୟାମ ନିକଟ ପେଡାଭୁରା ବ୍ଲକର ତୁଙ୍ଗତୁର୍ଥୀ ଗ୍ରାମରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ମୁତାବକ, ଆଜି ସକାଳେ ହେଲିକପ୍ଟରଟି କ୍ରାସ ହେବା ପରେ ପ୍ରବଳ ବିସ୍ଫୋରଣ ହୋଇଥିଲା। ଏହାଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ଏକାଠି ହୋଇଥିଲେ। ଏହାପରେ ପୁଲିସ ଏବଂ ମେଡିକାଲ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। କୁହାଯାଉଛି ଯେ କ୍ରାସ ହୋଇଥିବା ହେଲିକପ୍ଟରଟିକୁ ଟ୍ରେନି ପାଇଲଟ ଉଡାଉଥିଲେ। ତେବେ ମୃତ ଦୁଇ ପାଇଲଟଙ୍କ ନାଁ ଏପର୍ଯ୍ୟନ୍ତ ଜଣାପଡିନାହିଁ। ସେପଟେ ଏହି ଦୁର୍ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସାମ୍ନାକୁ ଆସିଥିବା ଭିଡିଓରେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ଭିତରୁ ମୃତକ ପାଇଲଟଙ୍କୁ କିଛି ଗାଁ ଲୋକେ ବାହାର କରିବାକୁ ଚେଷ୍ଟା ଦେଖିବାକୁ ମିଳିଛି। ଏହି ହେଲିକପ୍ଟରଟି ଫ୍ଲାଏଟେକ୍ ଆଭିଏସନ୍‌ର ସେସନା ୧୫୨ ମଡେଲ୍ ଥିଲା।

ପ୍ରାଥମିକ ଅନୁସନ୍ଧାନ ପରେ ନାଲଗୋଣ୍ଡା ପୁଲିସ କହିଛି ଯେ ପେଡାଭୁରା ମଣ୍ଡଳର ତୁଙ୍ଗାତୁର୍ଥୀ ଗ୍ରାମରେ ଚାଷ ଜମିରେ କାମ କରୁଥିବା କିଛି କୃଷକଙ୍କ ଠାରୁ ସେମାନେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରବଳ ଧୂଆଁ ବାହାରୁଥିବାର ସୂଚନା ପାଇଥିଲେ। ସୂଚନା ଆଧାରରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ଦୁର୍ଘଟଣାସ୍ଥଳରେ ଜଣେ ମହିଳା ପାଇଲଟଙ୍କର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା।

ବିଦ୍ୟୁତ ତା'ର ସଂସ୍ପର୍ଶରେ ଆସି ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥାଇ ପାରେ ବୋଲି ପୁଲିସ ସନ୍ଦେହ କରୁଛି। ଏହି ବିମାନଟି ହାଇଦ୍ରାବାଦର ଏକ ଘରୋଇ ବିମାନ ଚଳାଚଳ ଏକାଡେମୀ ଫ୍ଲାଏଟେକ୍ ଆଭିଏସନର ଥିଲା ବୋଲି ଜଣାପଡିଛି। ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲା ନାଗାର୍ଜୁନ ସାଗରରେ ଥିବା ସଂସ୍ଥାର ଏକ ଏକାଡେମୀରୁ ବିମାନଟି ଉଡାଣ ଭରିଥିଲା।

https://twitter.com/ABCHearthrob/status/1497460377403023361?s=20&t=rCbLiMotQTD-AtH0NWEScA

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story