ଆତଙ୍କୀ ହମଲା, ୨ ଯବାନ ସହିଦ୍

ଶ୍ରୀନଗର: ଜମ୍ମୁ-କଶ୍ମୀରର ବାନ୍ଦିପୋରାରେ ଥିବା ଗୁଲଶନ ଛକରେ ଆତଙ୍କୀମାନେ ପୁଲିସ୍ ଉପରକୁ ଆକ୍ରମଣ କରିଛନ୍ତି। ଏହି ହମଲାରେ ଦୁଇଜଣ ପୁଲିସକର୍ମୀଙ୍କ ମୃତ୍ୟୁ ହୋଇଛି। ଘଟଣା ପରେ ପୂରା ଅଞ୍ଚଳକୁ ଘେରାବନ୍ଦୀ କରିଦିଆଯାଇଛି। ସହିଦ୍ ହୋଇଥିବା ଦୁଇ ପୁଲିସ୍ କର୍ମୀ ହେଲେ ମହମ୍ମଦ ସୁଲତାନ ଓ ଫୟାଜ ଅହମ୍ମଦ। ଆକ୍ରମଣକୁ ନେଇ ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ କହିଛନ୍ତି ଯେ ଆତଙ୍କୀମାନେ ପୁଲିସ୍ ଫୋର୍ସ ଉପରକୁ ଅତର୍କିତ ଗୁଳି ବିନିମୟ କରିଥିଲେ। ଯେଉଁଥିରେ ଦୁଇଜଣ ଯବାନ ଗୁରୁତର ଭାବେ […]

terror

terror

Ranjit Kumar Jena
  • Published: Friday, 10 December 2021
  • Updated: 10 December 2021, 07:37 PM IST

Sports

Latest News

ଶ୍ରୀନଗର: ଜମ୍ମୁ-କଶ୍ମୀରର ବାନ୍ଦିପୋରାରେ ଥିବା ଗୁଲଶନ ଛକରେ ଆତଙ୍କୀମାନେ ପୁଲିସ୍ ଉପରକୁ ଆକ୍ରମଣ କରିଛନ୍ତି। ଏହି ହମଲାରେ ଦୁଇଜଣ ପୁଲିସକର୍ମୀଙ୍କ ମୃତ୍ୟୁ ହୋଇଛି। ଘଟଣା ପରେ ପୂରା ଅଞ୍ଚଳକୁ ଘେରାବନ୍ଦୀ କରିଦିଆଯାଇଛି। ସହିଦ୍ ହୋଇଥିବା ଦୁଇ ପୁଲିସ୍ କର୍ମୀ ହେଲେ ମହମ୍ମଦ ସୁଲତାନ ଓ ଫୟାଜ ଅହମ୍ମଦ।

ଆକ୍ରମଣକୁ ନେଇ ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ କହିଛନ୍ତି ଯେ ଆତଙ୍କୀମାନେ ପୁଲିସ୍ ଫୋର୍ସ ଉପରକୁ ଅତର୍କିତ ଗୁଳି ବିନିମୟ କରିଥିଲେ। ଯେଉଁଥିରେ ଦୁଇଜଣ ଯବାନ ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଥିଲା। ଦୁଇ ପୁଲିସ୍ କର୍ମୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଦୁହିଁଙ୍କର ମୃତ୍ୟୁ ହୋଇଛି।

ହମଲା ପରେ ସମଗ୍ର ଅଞ୍ଚଳକୁ ପୁଲିସ୍ ଘେରା ବନ୍ଦୀ କରିଛି। ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ପୁଲିସ୍ ତରଫରୁ ଏକ ବଡ଼ ସର୍ଚ୍ଚ ଅପରେସନ କରାଯାଇଛି। ଆତଙ୍କବାଦୀଙ୍କ ବିରୋଧରେ ଭାରତୀୟ ସେନା ଜାମ୍ମୁ କାଶ୍ମୀରରେ ଅଭିଯାନକୁ ଜୋରଦାର କରିଛି। ଏହି କାରଣରୁ ଆତଙ୍କବାଦୀମାନେ ଏବେ ଲଗାତର ସେନା ଓ ପୁଲିସକର୍ମୀଙ୍କୁ ଟାର୍ଗେଟ୍ କରି ଆକ୍ରମଣ କରୁଛନ୍ତି। କିନ୍ତୁ ଭାରତୀୟ ସେନା ମଧ୍ୟ ସେମାନଙ୍କୁ ଉପଯୁକ୍ତ ଜବାବ ଦେଇଛନ୍ତି।

https://twitter.com/ANI/status/1469275265540890626?s=20

ନିକଟରେ କେନ୍ଦ୍ର ସରକାର କହିଥିଲେ ଯେ ଜମ୍ମୁ-କଶ୍ମୀରରେ ଗତ ୩ ବର୍ଷ ମଧ୍ୟରେ ୧୦୩୩ ଆତଙ୍କୀ ହମଲା ହୋଇଛି। ଏଥିରୁ ୨୦୧୯ରେ ସର୍ବାଧିକ ୫୯୪ ହମଲା ହୋଇଛି। ସେହିପରି କେନ୍ଦ୍ର ଶାସିତ ଅଞ୍ଚଳରେ ଗତ ବଷୋ ୨୪୪ ଆତଙ୍କୀ ହମଲା ହୋଇଥିବା ବେଳେ ଚଳିତ ବର୍ଷ ନଭେମ୍ବର ୧୫ ତାରିଖ ସୁଦ୍ଧା ୧୯୬ ଆକ୍ରମଣ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story