ମୁଖ୍ୟମନ୍ତ୍ରୀ ଆସନଲାଗି ରାଜସ୍ଥାନ କଂଗ୍ରେସରେ ଛକାପଞ୍ଝା

ଜୟପୁର: କଂଗ୍ରେସ ସଭାପତି ପାଇଁ ଦୌଡ଼ରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ  ଆଗରେ ଥିବା ବେଳେ ତାଙ୍କ ଜାଗାରେ ରାଜ୍ୟରେ କିଏ ହେବେ ମୁଖ୍ୟମନ୍ତ୍ରୀ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ମୁଖ୍ୟମନ୍ତ୍ରୀ ପଦ ପାଇଁ ସଚିନ ପାଇଲଟ ପ୍ରମୁଖ ଦାବିଦାର ଥିବା ବେଳେ ଗେହଲଟଙ୍କ କ୍ୟାମ୍ପ ମାନିବାକୁ ରାଜି ନୁହନ୍ତି। ଆଜି ଏନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବାଷଭବନରେ ବିଧାୟକ ବୈଠକ ବସୁଛି। ଏହି ବୈଠକରେ ରାଜସ୍ଥାନରେ ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ […]

ashok-gehlot and pailot

ashok-gehlot and pailot

Tapas Behera
  • Published: Sunday, 25 September 2022
  • Updated: 25 September 2022, 03:41 PM IST

Sports

Latest News

ଜୟପୁର: କଂଗ୍ରେସ ସଭାପତି ପାଇଁ ଦୌଡ଼ରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ  ଆଗରେ ଥିବା ବେଳେ ତାଙ୍କ ଜାଗାରେ ରାଜ୍ୟରେ କିଏ ହେବେ ମୁଖ୍ୟମନ୍ତ୍ରୀ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ମୁଖ୍ୟମନ୍ତ୍ରୀ ପଦ ପାଇଁ ସଚିନ ପାଇଲଟ ପ୍ରମୁଖ ଦାବିଦାର ଥିବା ବେଳେ ଗେହଲଟଙ୍କ କ୍ୟାମ୍ପ ମାନିବାକୁ ରାଜି ନୁହନ୍ତି। ଆଜି ଏନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବାଷଭବନରେ ବିଧାୟକ ବୈଠକ ବସୁଛି। ଏହି ବୈଠକରେ ରାଜସ୍ଥାନରେ ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ନିଷ୍ପତ୍ତି ହେବ। ଏହି ବୈଠକରେ ପ୍ରାୟ ୨୦ ଜଣ ବିଧାୟକ ନିଜ ଶକ୍ତି ପ୍ରଦର୍ଶନ ଲକ୍ଷ୍ୟରେ ଅଛନ୍ତି। ଅନ୍ୟପଟେ ବାକି କିଛି ବିଧାୟକ ଏହି ବୈଠକରେ ଯୋଗ ଦେଉ ନାହାନ୍ତି। ସେମାନେ ନଗର ଉନ୍ନୟନ ମନ୍ତ୍ରୀ ଶାନ୍ତି ଦରୱାଲଙ୍କ ବାଷଭବନରେ ଏକାଠି ହୋଇଥିବା ଜଣାପଡ଼ିଛି। କଂଗ୍ରେସ ସଭାପତି ଲାଗି ନାମାଙ୍କନପତ୍ର ଦାଖଲ ପୂର୍ବରୁ ଗେହଲଟ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ପାରନ୍ତି। ତାପୂର୍ବରୁ  କ୍ଷମତା ପାଇଁ ରାଜସ୍ଥାନ କଂଗ୍ରେସରେ ଏକାଧିକ ଗୋଷ୍ଠୀ ମୁଣ୍ଡ ଟେକିଲାଣି। ହେଲେ ଏହି ପଦ ପାଇଁ ସଚିନ ପାଇଲଟ ପ୍ରମୁଖ ଦାବିଦାର ଥିଲେ ମଧ୍ୟ ଗେହଲଟ ଗୋଷ୍ଠୀ ତାଙ୍କୁ ସମର୍ଥନ କରୁ ନାହାନ୍ତି।

ଶୁକ୍ରବାର ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଟଲ କୋଚିରୁ ଜୟପୁରରେ ପହଞ୍ଚି ବିଧାନସଭା ପରିସରରେ ବାଚସ୍ପତି ସିପି ଯୋଶୀ, ମୁଖ୍ୟ ସଚେତକ ମହେଶ ଯୋଶୀ ଓ ଦଳୀୟ ବିଧାୟକଙ୍କୁ ଭେଟି ଆଲୋଚନା କରିଥିଲେ।

ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡୋ ଯାତ୍ରାରେ ସାମିଲ ଥିବା ସଚିନ ଅପରାହ୍ଣରେ ଜୟପୁରରେ ପହଞ୍ଚି ସିଧା ବିଧାନସଭା ଯାଇଥିଲେ। ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଦଳୀୟ ବିଧାୟକଙ୍କ ସହ କଂଗ୍ରେସ ହାଇକମାଣ୍ଡ ଆଲୋଚନା କରି ନିଷ୍ପତ୍ତି ନେବେ ବୋଲି କିଛିଦିନ ତଳେ ଗେହଲଟ୍‌ କହିଥିବାରୁ ସଚିନ ଦଳୀୟ ବିଧାୟକଙ୍କ ସହ ଆଲୋଚନାପୂର୍ବକ ସେମାନଙ୍କୁ ନିଜ ସପକ୍ଷରେ ନେବାକୁ ଚେଷ୍ଟା କରୁଥିବା ଚର୍ଚ୍ଚା ହେଉଛି। ବିଧାୟକଙ୍କ ସହ ଆଲୋଚନା କରିବାକୁ ସଚିନଙ୍କୁ ଦଳୀୟ ହାଇକମାଣ୍ଡ କହିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story