୯ ବର୍ଷର ବାଳକଙ୍କୁ ୨୭ ବର୍ଷୀୟା ମହିଳାଙ୍କ ଯୌନ ନିର୍ଯାତନା

ହାଇଦ୍ରାବାଦ: ଜଣେ ୯ ବର୍ଷ ବୟସ୍କ ଛାତ୍ରକୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଜଣେ ୨୭ ବର୍ଷ ବୟସ୍କା ମହିଳାଙ୍କୁ ହାଇଦ୍ରାବାଦର ଏକ ସ୍ୱତନ୍ତ୍ର କୋର୍ଟ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ମହିଳାଙ୍କ ଉପରେ ୧୦ ହଜାର ଟଙ୍କାର ଜୋରିମାନା ମଧ୍ୟ ଧାର୍ଯ୍ୟ ହୋଇଛି। ଘଟଣା ୪ ବର୍ଷ ତଳେ ଏକ ସ୍କୁଲରେ ଘଟିଥିଲା। ୨୦୧୭ ନଭେମ୍ବର ମାସରେ ଏହି ଘଟଣା ଘଟିଥିଲା। ପୁରୁଣା ହାଇଦ୍ରାବାଦର ଚନ୍ଦ୍ରାୟନଗୁଟ୍ଟାରେ ଥିବା ଏକ ସ୍କୁଲରେ […]

Graphics

Graphics

Debendra Prusty
  • Published: Friday, 17 September 2021
  • Updated: 17 September 2021, 01:15 PM IST

Sports

Latest News

ହାଇଦ୍ରାବାଦ: ଜଣେ ୯ ବର୍ଷ ବୟସ୍କ ଛାତ୍ରକୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଜଣେ ୨୭ ବର୍ଷ ବୟସ୍କା ମହିଳାଙ୍କୁ ହାଇଦ୍ରାବାଦର ଏକ ସ୍ୱତନ୍ତ୍ର କୋର୍ଟ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ମହିଳାଙ୍କ ଉପରେ ୧୦ ହଜାର ଟଙ୍କାର ଜୋରିମାନା ମଧ୍ୟ ଧାର୍ଯ୍ୟ ହୋଇଛି। ଘଟଣା ୪ ବର୍ଷ ତଳେ ଏକ ସ୍କୁଲରେ ଘଟିଥିଲା।

୨୦୧୭ ନଭେମ୍ବର ମାସରେ ଏହି ଘଟଣା ଘଟିଥିଲା। ପୁରୁଣା ହାଇଦ୍ରାବାଦର ଚନ୍ଦ୍ରାୟନଗୁଟ୍ଟାରେ ଥିବା ଏକ ସ୍କୁଲରେ ପଢ଼ୁଥିଲା ପୀଡ଼ିତ ଛାତ୍ର। ସେ ୱାଶରୁମ ଯାଇଥିବାବେଳେ କେ. ଜ୍ୟୋତି ଓରଫ ମଞ୍ଜୁଳା ନାମ୍ନୀ ୨୭ ବର୍ଷ ବୟସ୍କା ମହିଳା ଜଣକ ବାଳକକୁ ଯୌନ ନିର୍ଯାତନା ଦେଇଥିଲେ। ଏହା ସହିତ ସେ ଏକ ଜଳନ୍ତା ସିଗାରେଟରେ ତାଙ୍କୁ ଚେଙ୍କ ଦେଇଥିଲେ। ଏଥିରେ ପିଲାଟି ଆହତ ହୋଇଥିଲା। ସିଗାରେଟ ଚେଙ୍କରେ ପିଲାଟିର ହାତରେ ନିଆଁଦାଗ ଲାଗିଯାଇଥିଲା। ମହିଳା ଜଣକ ତାକୁ ଯୌନ ଶୋଷଣ କରୁଥିବାବେଳେ ସେ ପ୍ରତିବାଦ କରିବାରୁ ମହିଳା ଏପରି କରିଥିଲେ। ଏ ସଂପର୍କରେ କାହାକୁ କିଛି ନକହିବାକୁ ମଧ୍ୟ ମହିଳା ଜଣକ ପିଲାଟିକୁ ଧମକ ଦେଇଥିଲେ। ମହିଳା ଜଣକ ସ୍କୁଲର କେୟାର ଟେକର ଭାବେ କାର୍ଯ୍ୟ କରୁଥିଲେ।

ଘରକୁ ଫେରି ପିଲାଟି ନିଜ ବାପାମା’ଙ୍କୁ ଘଟଣା ବିଷୟରେ ଅବଗତ କରିଥିଲେ। ସେମାନେ ଏନେଇ ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତରୁ ସତ କଥା ଜଣାପଡ଼ିଥିଲା। ତେଣୁ ମହିଳାଙ୍କ ବିରୋଧରେ ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା ଆଇନ ବା ପୋକ୍ସୋ ଆଇନର ଦଫା ଲାଗିଥିଲା। ହାଇଦ୍ରାବାଦର ସ୍ୱତନ୍ତ୍ର ପୋକ୍ସୋ ଅଦାଲତରେ ଏହି ମାମଲାର ବିଚାର ଚାଲିଥିଲା।

ଅଦାଲତ ମହିଳାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ତାଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story