ୟୁକେରେ ହିନ୍ଦୁ ମନ୍ଦିର ସମ୍ମୁଖରେ ହଙ୍ଗାମା

ଲଣ୍ଡନ: ହିନ୍ଦୁ ମନ୍ଦିର ସମ୍ମୁଖରେ ହଙ୍ଗାମା। ୟୁକେର ସ୍ମେଥଉଇକ୍‌ରେ ଥିବା ହିନ୍ଦୁ ମନ୍ଦିର ସମ୍ମୁଖରେ ମଙ୍ଗଳବାର କିଛି ମୁସଲମାନ ଗୋଷ୍ଠୀ ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାପଡ଼ିଛି। ପାଖାପାଖି ୨୦୦ ମୁସଲମାନାନ ଏକାଠି ହୋଇ ମନ୍ଦିର ଆଗରେ ନାରାବାଜି କରିଛନ୍ତି। ଏହାର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ସ୍ମେଥଉଇକ୍‌ରେ ଥିବା ଦୁର୍ଗାଭବନ ହିନ୍ଦୁ ସେଣ୍ଟର ଆଗରେ ଏକ ବିରାଟ ଶୋଭାଯାତ୍ରା ଦେଖିବାକୁ ମିଳିଛି। ଏହି ସମୟରେ ‘ଆହ୍ଲା ହୋ ଆକବର’ ନାରା ପଡ଼ିଥିଲା। ତେବେ ସେଠାରେ […]

london

london

Tapas Behera
  • Published: Wednesday, 21 September 2022
  • Updated: 21 September 2022, 08:23 AM IST

Sports

Latest News

ଲଣ୍ଡନ: ହିନ୍ଦୁ ମନ୍ଦିର ସମ୍ମୁଖରେ ହଙ୍ଗାମା। ୟୁକେର ସ୍ମେଥଉଇକ୍‌ରେ ଥିବା ହିନ୍ଦୁ ମନ୍ଦିର ସମ୍ମୁଖରେ ମଙ୍ଗଳବାର କିଛି ମୁସଲମାନ ଗୋଷ୍ଠୀ ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାପଡ଼ିଛି। ପାଖାପାଖି ୨୦୦ ମୁସଲମାନାନ ଏକାଠି ହୋଇ ମନ୍ଦିର ଆଗରେ ନାରାବାଜି କରିଛନ୍ତି। ଏହାର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ସ୍ମେଥଉଇକ୍‌ରେ ଥିବା ଦୁର୍ଗାଭବନ ହିନ୍ଦୁ ସେଣ୍ଟର ଆଗରେ ଏକ ବିରାଟ ଶୋଭାଯାତ୍ରା ଦେଖିବାକୁ ମିଳିଛି। ଏହି ସମୟରେ ‘ଆହ୍ଲା ହୋ ଆକବର’ ନାରା ପଡ଼ିଥିଲା। ତେବେ ସେଠାରେ ମୁତୟନ ହୋଇଥିବା ସୁରକ୍ଷା କର୍ମୀ ବିକ୍ଷୋଭକାରୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ବିକ୍ଷୋଭକାରୀମାନେ ଜବରଦସ୍ତ ମନ୍ଦିର ପାଚେରୀ ଉପରେ ଚଢ଼ି ଭିତରୁ ପ୍ରବେଶ ପାଇଁ ଉଦ୍ୟମ କରିଥିବା ଦେଖାଯାଇଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ‘ଆପନା ମୁସଲିମ’ ନାମକ ଏକ  ସୋଶାଲ ମିଡିଆ  ଆକାଉଣ୍ଟରୁ ଦୁର୍ଗାଭବନ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପାଇଁ ଡାକରା ଦିଆଯାଇଥିଲା। ଗତ ଅଗଷ୍ଟରେ ଭାରତ-ପାକିସ୍ତାନ ମ୍ୟାଚ୍‌ ପରେ ଇଂଲଣ୍ଡ ଲେସିଷ୍ଟେରରେ ହିନ୍ଦୁ-ମୁସଲିମ କ୍ରିକେଟ ଫ୍ୟାନ୍‌ମାନେ ମୁହାଁମୁହିଁ ହୋଇଥିଲେ।  ଉଭୟ ଗୋଷ୍ଠୀ ପରସ୍ପପରକୁ ଆକ୍ଷେପ-ପ୍ରତି ଆକ୍ଷେପ କରିଥିଲେ।  ଏହା ପରେ ସହରରେ ଥିବା କିଛି ହିନ୍ଦୁ ମନ୍ଦିରକୁ ମଧ୍ୟ ଭଙ୍ଗାଯାଇ ଥିବ ସୂଚନା ମିଳିଛି।  ସେହିପରି ମନ୍ଦିରେ ଲାଗିଥିବା ପତାକାକୁ କାଢ଼ି ନିଆଯାଇଛି।  ସ୍ଥାନୀୟ ପୁଲିସ ଏହି ଘଟଣାକୁ ଗୁରୁତର ସହ ନେଇଛି।  ସୂଚନା ଅନୁଯାୟୀ ଗତ ଅଗଷ୍ଟ ଶେଷରେ ଦୁବାଇରେ ଭାରତ-ପାକିସ୍ତାନ ମଧ୍ୟରେ  ଏସିଆ କପ୍‌ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ହାର-ଜିତକୁ ନେଇ ଉଭୟ ହିନ୍ଦୁ ଏବଂ ମୁସଲମାନ ଗୋଷ୍ଠୀଙ୍କ ମଧ୍ୟରେ କମେଣ୍ଟ ମରାମରି ହୋଇଥିଲେ।

ପରବର୍ତ୍ତୀ ସମୟରେ ଏହା ତୀବ୍ର ରୂପ ଧାରଣ କରଥିଲା। ଲଣ୍ଡନରେ ହିନ୍ଦୁ ମନ୍ଦିର ଭଙ୍ଗାଯିବା ନେଇ ବ୍ରିଟେନରେ ଥିବା ଭାରତୀୟ ହାଇକମିଶନର ତୀବ୍ର ନିନ୍ଦା କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ହିଂସାରେ ଜଡ଼ିତଥିବା ୪୭ ଜଣଙ୍କକୁ ଗିରଫ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story