୫୧ ଓଏନଜିସି କର୍ମଚାରୀ ନିଖୋଜ, ୨୨ ମୃତଦେହ ଉଦ୍ଧାର

ମୁମ୍ବାଇ: ବାତ୍ୟା ତଉକତେ ପ୍ରଭାବରେ ବାରଜେ (Barge: ନଦୀ ଏବଂ ବଡ଼ ବଡ଼ କେନାଲରେ ମାଲ ପରିବହନ ଏବଂ ଲୋକଙ୍କୁ ନେବା ଆଣିବାରେ ବ୍ୟବହାର ହେଉଥିବା ବଡ଼ ବଡ଼ ନୌକା) ବୁଡ଼ିଯିବା ପରେ ୫୧ ଓଏନଜିସି କମ୍ପାନୀର (ONGC) କର୍ମଚାରୀ ନିଖୋଜ ରହିଛନ୍ତି। ମୁମ୍ବାଇ ଉପକୂଳରେ ବୁଡ଼ି ଯାଇଥିବା ଏହି ବାରଜେରେ ମୋଟ୍ ୨୬୧ ଜଣ ଥିଲେ। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ନୌସେନା ଏପର୍ଯ୍ୟନ୍ତ ୨୨ ଜଣଙ୍କର ମୃତଦେହ ଉଦ୍ଧାର କରିଛନ୍ତି। ଯେଉଁମାନେ ଉଦ୍ଧାର ହୋଇଛନ୍ତି […]

barge

barge

Subhransu Sekhar
  • Published: Wednesday, 19 May 2021
  • Updated: 19 May 2021, 07:50 PM IST

Sports

Latest News

ମୁମ୍ବାଇ: ବାତ୍ୟା ତଉକତେ ପ୍ରଭାବରେ ବାରଜେ (Barge: ନଦୀ ଏବଂ ବଡ଼ ବଡ଼ କେନାଲରେ ମାଲ ପରିବହନ ଏବଂ ଲୋକଙ୍କୁ ନେବା ଆଣିବାରେ ବ୍ୟବହାର ହେଉଥିବା ବଡ଼ ବଡ଼ ନୌକା) ବୁଡ଼ିଯିବା ପରେ ୫୧ ଓଏନଜିସି କମ୍ପାନୀର (ONGC) କର୍ମଚାରୀ ନିଖୋଜ ରହିଛନ୍ତି। ମୁମ୍ବାଇ ଉପକୂଳରେ ବୁଡ଼ି ଯାଇଥିବା ଏହି ବାରଜେରେ ମୋଟ୍ ୨୬୧ ଜଣ ଥିଲେ। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ନୌସେନା ଏପର୍ଯ୍ୟନ୍ତ ୨୨ ଜଣଙ୍କର ମୃତଦେହ ଉଦ୍ଧାର କରିଛନ୍ତି। ଯେଉଁମାନେ ଉଦ୍ଧାର ହୋଇଛନ୍ତି ସେମାନେ ତାଙ୍କର ସମୁଦ୍ର ମଝିରେ ଅନୁଭୂତି ବାଣ୍ଚିଛନ୍ତି। ଜଣେ ଜୀବନ ବଞ୍ଚାଇବାକୁ ଯାଇ ପାଣିରେ ୭-୮ ଘଣ୍ଟାରେ ପାଣିରେ ପହଁରି ଥିବା କହିଛନ୍ତି। ଆଉ ଶେଷରେ ନୌସେନା ଉଦ୍ଧାର କରିଛି।

ବୁଧବାର ମୁମ୍ୱାଇର ଡିଫେନ୍ସର ପିଆରଓ ଏକ ଭିଡିଓ ଟ୍ୱିଟ୍ କରିଛି, ଯେଉଁଥିରେ ଆଇଏନଏସ କୋଚି ବାରଜେ ପି-୩୦୫ରୁ ୧୮୮ କର୍ମଚାରୀଙ୍କୁ ଉଦ୍ଧାର କରି ମୁମ୍ବାଇ ବନ୍ଦରରେ ପହଞ୍ଚିଛି। ଅନ୍ୟପକ୍ଷରେ, ଆଇଏନଏସ କୋଲକାତା ଆଜି ମୁମ୍ବାଇ ବନ୍ଦରରେ ମଧ୍ୟ ପହଞ୍ଚିଛି। ଏଥିରେ ମଧ୍ୟ ଅନେକ ଉଦ୍ଧାର ହୋଇଥିବା କର୍ମଚାରୀ ରହିଛନ୍ତି। ଏବେ ନୌସେନା ପକ୍ଷରୁ ଜାହାଜ ଏବଂ ବିମାନ ଜରିଆରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଉଦ୍ଧାର ହୋଇଥିବା ଅନେକ ଯାତ୍ରା ନିଜର ଅନୁଭୂତି ବାଣ୍ଟିଛନ୍ତି। ଅନେକ ଘଣ୍ଟା ଘଣ୍ଟା ଧରି ପହଁରି ପହଁରି ନିଜ ଜୀବନ ରକ୍ଷା କରିଥିବା ସୂଚନା ରହିଛି। ୧୯ ବର୍ଷୀୟ ମନୋଜ ଗିତେ ଉଦ୍ଧାର ହେବା ପରେ କହିଛନ୍ତି ସେ ପି-୩୦୫ରେ ବାରଜେରେ ଥିଲେ। ହେଲେ ବାତ୍ୟାରେ ପ୍ରବଳ ବେଗରେ ପବନ ସହିତ ବର୍ଷା ହୋଇଥିଲା। ଏହାର ପ୍ରଭାବରେ ସେ ସମୁଦ୍ର ଭିତରକୁ ପଡ଼ିଯାଇଥିଲେ। ଆଉ ପ୍ରାଣ ବିକଳରେ ସେ ସାତରୁ ଆଠ ଘଣ୍ଟା ପାଣିରେ ପହଁରି ଥିବା କହିଛନ୍ତି। ତେବେ ସେ ବଞ୍ଚିବେ ବୋଲି ବିଶ୍ୱାସ ରଖିନଥିଲେ ବୋଲି କୋହ ଭରା କଣ୍ଠରେ କହିଛନ୍ତି। ତେବେ ଶେଷରେ ସେ ନୌସେନା ଦ୍ୱାରା ଉଦ୍ଧାର ହୋଇଥିବା କହିଛନ୍ତି।

ଇଞ୍ଜିନିୟରିଂ କମ୍ପାନୀ ଆଫକନ୍ସ ଓଏନଜିସି ପାଇଁ ଗାଲ କନଷ୍ଟ୍ରକ୍ଟରରେ ଏହି ବାରଜେ ନିୟୋଜିତ କରିଥିଲା। ମଙ୍ଗଳବାର କୋଷ୍ଟଗାର୍ଡ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି ଯେଉଁଥିରେ ଗାଲ କନଷ୍ଟ୍ରକ୍ଟରରେ ଥିବା ସମସ୍ତ ୧୩୭ ଜଣଙ୍କୁ ଉଦ୍ଧାର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story