ବସ ଷ୍ଟାଣ୍ଡରୁ ଗାର୍ଲ ଫ୍ରେଣ୍ଡକୁ କାରରେ ନେଇ ବନ୍ଧୁକ ମୁନରେ ଦୁଷ୍କର୍ମ

ଲୁଧିଆନା: ବନ୍ଧୁକ ମୁନରେ ବାନ୍ଧବୀଙ୍କୁ ଦୁଷ୍କର୍ମ କଲା ବାନ୍ଧବ। ଏମିତି ଏକ ଲଜ୍ଜାଜନକ ଘଟଣା ପଞ୍ଜାବର ମୋହାଲି ଜିଲ୍ଲାର ଜିରାକପୁରରେ ଘଟିଛି। ଲିପ୍ଟ ଦେବା ବାହାନା କରି ବୟଫ୍ରେଣ୍ଡ ଜଣଙ୍କ ତାଙ୍କ ୨୨ ବର୍ଷୀୟ ବାନ୍ଧବୀଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ  ହୋଇଛି। ଘଟଣାଟି ଅକ୍ଟୋବର ୨୯ରେ ଘଟିଥିବା ପିଡ଼ୀତା ଅଭିଯୋଗ କରିଛନ୍ତି। ଯୁବତୀ ଜଣ ସେହିଦିନ ବରନଲାରୁ ବସ୍‌ରେ ତାଙ୍କ ଘର ମୋହାଳିକୁ ଫେରୁଥିଲେ। ଏହି ସମୟରେ ଯୁବତୀ ଜଣକ ତାଙ୍କ ପୁରୁଷ ବନ୍ଧୁ ଖୁସବିନ୍ଦରଙ୍କୁ  […]

Rape

Rape

Tapas Behera
  • Published: Monday, 01 November 2021
  • Updated: 01 November 2021, 03:19 PM IST

Sports

Latest News

ଲୁଧିଆନା: ବନ୍ଧୁକ ମୁନରେ ବାନ୍ଧବୀଙ୍କୁ ଦୁଷ୍କର୍ମ କଲା ବାନ୍ଧବ। ଏମିତି ଏକ ଲଜ୍ଜାଜନକ ଘଟଣା ପଞ୍ଜାବର ମୋହାଲି ଜିଲ୍ଲାର ଜିରାକପୁରରେ ଘଟିଛି। ଲିପ୍ଟ ଦେବା ବାହାନା କରି ବୟଫ୍ରେଣ୍ଡ ଜଣଙ୍କ ତାଙ୍କ ୨୨ ବର୍ଷୀୟ ବାନ୍ଧବୀଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ  ହୋଇଛି। ଘଟଣାଟି ଅକ୍ଟୋବର ୨୯ରେ ଘଟିଥିବା ପିଡ଼ୀତା ଅଭିଯୋଗ କରିଛନ୍ତି। ଯୁବତୀ ଜଣ ସେହିଦିନ ବରନଲାରୁ ବସ୍‌ରେ ତାଙ୍କ ଘର ମୋହାଳିକୁ ଫେରୁଥିଲେ।

ଏହି ସମୟରେ ଯୁବତୀ ଜଣକ ତାଙ୍କ ପୁରୁଷ ବନ୍ଧୁ ଖୁସବିନ୍ଦରଙ୍କୁ  ବସଷ୍ଟାଣରୁ ପିକକ କରିବା ନାଇୱ ଫୋନ କରିଥିଲେ। ଅଧିକ ଲଗେଜ ଥିବାରୁ ତାଙ୍କୁ ବନ୍ଧୁଙ୍କୁ ସେ ସାହାଯ୍ୟ ଲୋଡ଼ିଥିଲେ।  ଖବର ପାଇଁ ଖୁସବିନ୍ଦର ଏକ ଏସୟୁଭି କାର ନେଇ ଆସିଥିଲେ।  ରାତି ୮ଟା ବେଳେ ଯୁବତୀଙ୍କୁ ସାଙ୍ଗରେ ନେଇ ଯାଥିଲେ।

ତାଙ୍କ ଅଭିଯୋଗରେ ପୀଡିତା ଜଣାଇଛନ୍ତି ଯେ ଅକ୍ଟୋବର 29 ତାରିଖ ରାତିରେ ସେ ଏକ ବସରେ ବାର୍ନାଲାସ୍ଥିତ ଘରୁ ମୋହାଲିକୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା। ସେ ବହୁତ ସାମଗ୍ରୀ ନେଇ ଯାଉଥିବାରୁ ତାଙ୍କୁ ବସଷ୍ଟାଣ୍ଡରୁ ଉଠାଇବାକୁ ସେ ତାଙ୍କ ବନ୍ଧୁ କୁଶୱିନ୍ଦରଙ୍କୁ ଡାକିଥିଲେ। କିନ୍ତୁ ଯୁବତୀଙ୍କୁ ତାଙ୍କ ଗନ୍ତବ୍ୟସ୍ଥଳରେ ଛାଡ଼ିବା ବଦଳରେ ଯୁବକ ଜଣକ ଅନ ଏକ ସ୍ଥାନକୁ ନେଇ ଯାଥିଲେ। ସେଠାରେ ତାଙ୍କୁ ବନ୍ଧୁକ ମୁନରେ ଧମକାଇ ଦୁଷ୍କର୍ମ କରିଥିଲେ। ପରେ ଯୁବତୀ ଜଣଙ୍କୁ ରାସ୍ତାକଡ଼ରେ ଫୋପାଡ଼ି ଦେଇ ପଳାଇ ଯାଇଥିଲେ।  ପର ଦିନ ଯୁବତୀ ଜଣକ ଥାନାରେ ଅଭିଯୋଗ କରି ତାଙ୍କ ଅଭିଯୁକ୍ତ  ବନ୍ଧୁଙ୍କ ଜଣକର ପରିଚୟ ମଧ୍ୟ ଦେଇଥିଲେ। ଏନେଇ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story