ଡାକ୍ତରଙ୍କୁ ବିଧା, ଗୋଇଠା ମାରି ୨୪ ଗିରଫ

ଗୌହାଟି: କରୋନା ବେଳେ ଡାକ୍ତରଙ୍କ ଭରସାରେ ଦେଶ ଏବେ ଆଗକୁ ଯାଉଛି। ହେଲେ ଏହାରି ଭିତରେ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବାର ଖବର ଆସିଛି। ଆସାମର ହୋଜାଇ ଜିଲ୍ଲାରେ କରୋନା ମୃତକଙ୍କ ପରିବାର ଡାକ୍ତରଙ୍କ ଉପରେ ଆକ୍ରମଣ କରିଥିବା ଜଣାପଡ଼ିଛି। କେବଳ ଏତି କି ନୁହେଁ ହସ୍ପିଟାଲର ଆସବାପତ୍ର ମଧ୍ୟ ଭଙ୍ଗାରୁଜା କରାଯାଇଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଅସନ୍ତୋଷ ପ୍ରକାଶ କରିବା ସହିତ ଦୋଷୀଙ୍କ ବିରୋଧରେ ଯଥାଶୀଘ୍ର ଚାର୍ଜଶିଟ୍ ଦାଖଲ କରିବାକୁ ନିର୍ଦ୍ଦେଶ […]

assam-doctor-attacked

assam-doctor-attacked

Subhransu Sekhar
  • Published: Wednesday, 02 June 2021
  • Updated: 02 June 2021, 02:28 PM IST

Sports

Latest News

ଗୌହାଟି: କରୋନା ବେଳେ ଡାକ୍ତରଙ୍କ ଭରସାରେ ଦେଶ ଏବେ ଆଗକୁ ଯାଉଛି। ହେଲେ ଏହାରି ଭିତରେ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବାର ଖବର ଆସିଛି। ଆସାମର ହୋଜାଇ ଜିଲ୍ଲାରେ କରୋନା ମୃତକଙ୍କ ପରିବାର ଡାକ୍ତରଙ୍କ ଉପରେ ଆକ୍ରମଣ କରିଥିବା ଜଣାପଡ଼ିଛି। କେବଳ ଏତି କି ନୁହେଁ ହସ୍ପିଟାଲର ଆସବାପତ୍ର ମଧ୍ୟ ଭଙ୍ଗାରୁଜା କରାଯାଇଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଅସନ୍ତୋଷ ପ୍ରକାଶ କରିବା ସହିତ ଦୋଷୀଙ୍କ ବିରୋଧରେ ଯଥାଶୀଘ୍ର ଚାର୍ଜଶିଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସାମରେ ଡାକ୍ତରଙ୍କ ଉପରେ ଆକ୍ରମଣକୁ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ ପକ୍ଷରୁ ନିନ୍ଦା କରାଯାଇଛି। ଗୌହାଟୀ ମେଡିକାଲ କଲେଜ ପରିସରରେ ଡାକ୍ତରମାନେ ପ୍ରତିବାଦ କରିଛନ୍ତି।

ଚିକିତ୍ସାରେ ଅବହେଳା ଅଭିଯୋଗରେ ଡାକ୍ତରଖାନା ପରିସରରେ ମୃତକଙ୍କ ପରିବାର ଏପରି କରିଥିବା ଜଣାପଡ଼ିଛି। ମୃତକଙ୍କ ସମ୍ପର୍କୀୟମାନେ ଡାକ୍ତରଙ୍କୁ ବିଧା, ଗୋଇଠା ମାରିବା ସହ ଇଟା ମାଡଥିଲେ।  ଏହି ବର୍ବର ଆକ୍ରମଣର ଭିଜୁଆଲ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

https://twitter.com/himantabiswa/status/1399923786598678528?s=20

ଏପରିକି ସେଠାରେ ଉପସ୍ଥିତ ଥିବା କିଛି ସ୍ଥାନୀୟ ଲୋକ ମଧ୍ୟ ଡାକ୍ତରଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। ରୋଗୀଙ୍କ ସଂପର୍କୀୟମାନେ ଡାକ୍ତରଖାନା ପରିସରରେ ଭଙ୍ଗାରୁଜା କରିଥିଲେ। ଡାକ୍ତରଙ୍କୁ ମାଡ ମାରିବା ଅଭିଯୋଗରେ ଏଯାଏ ୨୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।  ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏହି ଘଟଣାକୁ ବ୍ୟକ୍ତିଗତ ଭାବେ ଅନୁଧ୍ୟାନ କରୁଛନ୍ତି। କୋଭିଡ୍ ଯୋଦ୍ଧାଙ୍କୁ ଏଭଳି ବର୍ବର ଆକ୍ରମଣକୁ ସହ୍ୟ କରାଯିବ ନାହିଁ ବୋଲି ସେ ଟ୍ୱିଟ୍ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story