ମହାଳୟାରେ ମହା ଅଘଟଣ , ଡଙ୍ଗା ବୁଡ଼ି ୨୪ ମୃତ

ଢାକା: ମହାଳୟାରେ ମହା ଅଘଟଣ। ମହାଳୟା ଲାଗି ନଦୀ ପାର ହୋଇ ମନ୍ଦିର ଯାଉଥିବା ବେଳେ ଓଲଟିଲା ଡଙ୍ଗା। ରବିବାର ବାଂଲାଦେଶର ପଞ୍ଚାଗର ଜିଲ୍ଲାର କରାଟୋୟା ନଦୀରେ ଡଙ୍ଗା ବୁଡ଼ିଯିବାରୁ  ପ୍ରାୟ ୨୪ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ଏଥିସହ ଅନେକ ନିଖୋଜ ଅଛନ୍ତି। ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ଅଛନ୍ତି।  ମାରିଆ କେନ୍ଦ୍ର ପରିଷଦ ଅନ୍ତର୍ଗତ ଅଲିୟାର ଘାଟ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ମହାଳୟା ଉପଲକ୍ଷେ ଲୋକେ ବୋଦେଶରୀ ମନ୍ଦିର ଯାଉଥିବା ବେଳେ ଏହି […]

boat

boat

Tapas Behera
  • Published: Sunday, 25 September 2022
  • Updated: 25 September 2022, 09:11 PM IST

Sports

Latest News

ଢାକା: ମହାଳୟାରେ ମହା ଅଘଟଣ। ମହାଳୟା ଲାଗି ନଦୀ ପାର ହୋଇ ମନ୍ଦିର ଯାଉଥିବା ବେଳେ ଓଲଟିଲା ଡଙ୍ଗା। ରବିବାର ବାଂଲାଦେଶର ପଞ୍ଚାଗର ଜିଲ୍ଲାର କରାଟୋୟା ନଦୀରେ ଡଙ୍ଗା ବୁଡ଼ିଯିବାରୁ  ପ୍ରାୟ ୨୪ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ଏଥିସହ ଅନେକ ନିଖୋଜ ଅଛନ୍ତି। ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ଅଛନ୍ତି।  ମାରିଆ କେନ୍ଦ୍ର ପରିଷଦ ଅନ୍ତର୍ଗତ ଅଲିୟାର ଘାଟ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ମହାଳୟା ଉପଲକ୍ଷେ ଲୋକେ ବୋଦେଶରୀ ମନ୍ଦିର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ରବିବାର ଅପରାହ୍ନରେ ମହାଳୟା ଅବସରରେ ଆୟୁଲିଆ ଘାଟରୁ ବଢ଼େଶ୍ୱର ମନ୍ଦିର ଆଡ଼କୁ ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ନଦୀର ମଧ୍ୟଭାଗରେ ବୁଡ଼ିଯାଇଥିଲା।

ଡଙ୍ଗା ବୁଡ଼ିବା ପରେ ଅନେକ ଯାତ୍ରୀ ପହଁରି କୂଳକୁ ଆସିଥିବା ବେଳେ ଡଙ୍ଗାରେ ଥିବା ମହିଳା ଓ ଶିଶୁ ବୁଡ଼ିଯାଇଥିଲେ।  ସୂଚନା ପାଇବା ପରେ ପଞ୍ଚାଗଡ଼ର ଡେପୁଟି କମିଶନର ମହମ୍ମଦ ଜହୁରୁଲ ଇସଲାମ ଓ ପୁଲିସ ଅଧୀକ୍ଷକ ଏସ ଏମ ସିରାଜୁଲ ହୁଡା ଘଟଣାସ୍ଥଳରେ ପହଞ୍ଚିଥିଲେ।

ନୌକାଟି ଇଞ୍ଜିନରେ ଚାଲୁଥିଲା ଓ ଏଥିରେ ଯାତ୍ରା କରୁଥିବା ଆହୁରି ୨୦-୩୦ ଜଣ ଯାତ୍ରୀଙ୍କ ସନ୍ଧାନ ମିଳୁନଥିବା ମହମ୍ମଦ ଜହୁରୁଲ କହିଛନ୍ତି।  ଡେପୁଟି କମିଶନର କହିଛନ୍ତି ଯେ, ଡଙ୍ଗାରେ ଦରକାରଠାରୁ ଅଧିକ ଯାତ୍ରୀ ଥିବାରୁ ଡଙ୍ଗାଟି ବୁଡ଼ିଯାଇଥିଲା। ଏହା ଫଳରେ ୨୪ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ଉଦ୍ଧାର ହୋଇଥିବା ମୃତଦେହଗୁଡ଼ିକରେ ମହିଳା ଏବଂ ଶିଶୁ ରହିଛନ୍ତି। ଏବେ ବି ନିଖୋଜ ଥିବା ଲୋକଙ୍କୁ ଖୋଜିବା ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story