ଭାରତରେ କରୋନା ଟିକା ବଣ୍ଟନ ପାଇଁ ଯୋଜନା ଶେଷ, କେବଳ ବୈଜ୍ଞାନିକଙ୍କୁ ଅପେକ୍ଷା

ନୂଆଦିଲ୍ଲୀ: ମହମାରୀ କରୋନା ପାଇଁ ଭାରତରେ ବି ଟିକା ପ୍ରସ୍ତୁତ କରାଯାଉଛି। ୩ଟି କମ୍ପାନୀ କରୋନା ଟିକା ବାହାର କରିବା କାର୍ଯ୍ୟରେ ଲାଗିଛନ୍ତି। ଖୁବଶୀଘ୍ର କରୋନା ଟିକା ଭାରତରେ ଉପଲବ୍ଧ ହେବ। କରୋନା ଟିକା ମିଳିବା ପରେ ଏହାକୁ କେମିତି ଦେଶବାସୀଙ୍କୁ ବଣ୍ଟା ଯିବ ସେଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇ ସାରିଥିବା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇଛନ୍ତି। ୭୪ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଐତିହାସିକ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରିବା ବେଳେ […]

d

d

Hemant Lenka
  • Published: Saturday, 15 August 2020
  • Updated: 15 August 2020, 02:41 PM IST

Sports

Latest News

ନୂଆଦିଲ୍ଲୀ: ମହମାରୀ କରୋନା ପାଇଁ ଭାରତରେ ବି ଟିକା ପ୍ରସ୍ତୁତ କରାଯାଉଛି। ୩ଟି କମ୍ପାନୀ କରୋନା ଟିକା ବାହାର କରିବା କାର୍ଯ୍ୟରେ ଲାଗିଛନ୍ତି। ଖୁବଶୀଘ୍ର କରୋନା ଟିକା ଭାରତରେ ଉପଲବ୍ଧ ହେବ। କରୋନା ଟିକା ମିଳିବା ପରେ ଏହାକୁ କେମିତି ଦେଶବାସୀଙ୍କୁ ବଣ୍ଟା ଯିବ ସେଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇ ସାରିଥିବା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇଛନ୍ତି।

୭୪ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଐତିହାସିକ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରିବା ବେଳେ ମୋଦି କହିଛନ୍ତି, ଭାରତରେ ୩ଟି କରୋନା ଟିକାର ପରୀକ୍ଷା ଭିନ୍ନଭିନ୍ନ ପର୍ଯ୍ୟାୟରେ ରହିଛି। ଟିକା ଥରେ ଆସିଗଲେ ଏହାକୁ କେମିତି ଲୋକଙ୍କ ପାଖରେ ପହଞ୍ଚା ଯିବ ତା’ର ବ୍ୟବସ୍ଥା ସରକାର କରି ସାରିଛନ୍ତି। କେବଳ ବୈଜ୍ଞାନିକମାନେ ଟିକାକୁ ଗ୍ରୀନ ସିଗ୍ନାଲ ଦେଲେ ଏହାର ଉତ୍ପାଦନ ଆରମ୍ଭ କରାଯିବ।

ଉତ୍ପାଦନ ଆରମ୍ଭ ହେବା ପରେ ଏହାକୁ ଲୋକଙ୍କ ପାଖରେ ଖୁବ କମ ସମୟ ମଧ୍ୟରେ ପହଞ୍ଚାଇବାକୁ ସମସ୍ତ ବ୍ୟବସ୍ଥା ସରକାର ଏବେ ଠାରୁ କରି ସାରିଛନ୍ତି ବୋଲି ମୋଦି ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story