ନାଗାଲାଣ୍ଡ ଗୁଳିକାଣ୍ଡ ଘଟଣା: ୩୦ ଜଣ ଭାରତୀୟ ଯବାନଙ୍କ ବିରୋଧରେ ଚାର୍ଜସିଟ୍‌  

କୋହିମା: ନାଗାଲାଣ୍ଡରେ ବହୁଚର୍ଚ୍ଚିତ ମନ୍‌ ଜିଲ୍ଲା ଗୁଳିକାଣ୍ଡ ଘଟଣାରେ ତଦନ୍ତ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।  ଏହି ଘଟଣାରେ ତଦନ୍ତକାରୀ ସଂସ୍ଥା ପକ୍ଷରୁ ୩୦ ଜଣ  ଭାରତୀୟ ଯବାନଙ୍କ ନାମରେ ଚାର୍ଜସିଟ୍‌ ଫାଇଲ କରାଯାଇଛି। ନାଗାଲାଣ୍ଡର ମନ୍‌ ଜିଲ୍ଲାରେ ୨୦୨୧ ଡିସେମ୍ବର ୪ ତାରିଖରେ ସେନା ପକ୍ଷରୁ ଆତଙ୍କବାଦୀ ସନ୍ଦେହରେ ଗୁଳି କରାଯାଇଥିଲା। ଏଥିରେ ୧୩ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ତେବେ ଭୁଲ ବିସତଃ ଏହି ଗୁଳିକାଣ୍ଡ ଘଟିଥିବା ସେନା ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଥିଲା। ଏହି […]

Nagaland armed-forces

Nagaland armed-forces

Tapas Behera
  • Published: Saturday, 11 June 2022
  • Updated: 11 June 2022, 08:54 PM IST

Sports

Latest News

କୋହିମା: ନାଗାଲାଣ୍ଡରେ ବହୁଚର୍ଚ୍ଚିତ ମନ୍‌ ଜିଲ୍ଲା ଗୁଳିକାଣ୍ଡ ଘଟଣାରେ ତଦନ୍ତ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।  ଏହି ଘଟଣାରେ ତଦନ୍ତକାରୀ ସଂସ୍ଥା ପକ୍ଷରୁ ୩୦ ଜଣ  ଭାରତୀୟ ଯବାନଙ୍କ ନାମରେ ଚାର୍ଜସିଟ୍‌ ଫାଇଲ କରାଯାଇଛି। ନାଗାଲାଣ୍ଡର ମନ୍‌ ଜିଲ୍ଲାରେ ୨୦୨୧ ଡିସେମ୍ବର ୪ ତାରିଖରେ ସେନା ପକ୍ଷରୁ ଆତଙ୍କବାଦୀ ସନ୍ଦେହରେ ଗୁଳି କରାଯାଇଥିଲା। ଏଥିରେ ୧୩ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ତେବେ ଭୁଲ ବିସତଃ ଏହି ଗୁଳିକାଣ୍ଡ ଘଟିଥିବା ସେନା ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଥିଲା। ଏହି ଘଟଣାରେ ତଦନ୍ତ ପାଇଁ ନାଗାଲାଣ୍ଡ ସରକାରଙ୍କ ପକ୍ଷରୁ ଏକ ଏସଆଇଟି ଟିମ୍‌ ଗଠନ କରାଯାଇଥିଲା। ତଦନ୍ତ ପରେ ଏହି ଘଟଣାରେ ୨୯ ଜଣ ସୈନ୍ୟ ଓ ଜଣେ ସେନା ଅଧିକାରୀଙ୍କ ନାମରେ ଚାର୍ଜସିଟ୍‌ ଫାଇଲ ହୋଇଛି। ଏହି ରିପୋର୍ଟ କୋର୍ଟରେ ଉପସ୍ଥାପନ କରାଯାଇଛି।  ସେହିପରି ଆମ୍ବୁସ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାରେ ସେନା ପକ୍ଷରୁ ଏସଓପି ପାଳନ କରାଯାଇନଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି।

ସୂଚନା ଅନୁଯାୟୀ, ଗତ ବର୍ଷ ଡିସେମ୍ବର ୪ତାରିଖରେ  ଟିରୁ ଗ୍ରାମରୁ ୮ ଜଣ ଖଣିଶ୍ରମିକ ନିଜ ଗାଁ ଓଟିଂ ଫେରୁଥିଲେ। ତେବେ ଉଗ୍ରପନ୍ଥୀ କାର୍ଯ୍ୟକଳାପ ସଂପର୍କରେ ଗୁଇନ୍ଦା ସୂଚନା ମିଳିବା ପରେ ସେନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଲାଗି ଯୋଜନା କରାଯାଇଥିଲା। ସୁରକ୍ଷା ବାହିନୀ ଓଟିଂ ଗାଁ ନିକଟରେ ଛପି ରହିଥିଲେ। ଉଗ୍ରବାଦୀଙ୍କ ଗାଡ଼ି ଭାବି ସେମାନେ ଟିରୁ-ଓଟିଂ ରାସ୍ତାରେ ଆସୁଥିବା ଏକ ଟ୍ରକ୍ ଉପରକୁ ଗୁଳି ଚଳାଇଥିଲେ। କିନ୍ତୁ ଏହି ଗାଡ଼ିରେ ଗ୍ରାମବାସୀମାନେ ଆସୁଥିଲେ। ଗୁଳିମାଡ଼ରେ  ୧୩ ଜଣ ସାଧାରଣ ଲୋକଙ୍କ ଜୀବନ ଯାଇ ଥିଳା ।

ନାଗାଲାଣ୍ଡରେ ମୁତୟନ ହୋଇଥିବା ୨୧-ପାରା ସ୍ପେଶାଲ୍ ଫୋର୍ସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।   ଘଟଣାରେ ଉଭୟ ସେନା ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ତଦନ୍ତ ପାଇଁ ଘୋଷଣା କରାଯାଇଥିଲା। ସେହିପରି AFSPA ACT  ହଟେଇବା ପାଇଁ ଦାବି ହୋଇ ଥିଲା । ଏହି ଘଟଣାର ଯାଞ୍ଚ ପାଇଁ ନାଗାଲାଣ୍ଡ ସରକାର ୮ଜଣିଆ  ସଦସ୍ୟ ବିଶିଷ୍ଟ ଏସଆଇଟି ଗଠନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story