ନାବାଳିକାଙ୍କୁ ଗଣଦୁଷ୍କର୍ମ, ୨ ନାବାଳକଙ୍କ ସମେତ ୩୩ ଅଭିଯୁକ୍ତ ଗିରଫ

ଥାନେ: ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ ମହାରାଷ୍ଟ୍ରର ଥାନେ ପୁଲିସ୍ ୩୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ନାବାଳିକାଙ୍କୁ ପ୍ରାୟ ୯ ମାସ ଧରି ମୁମ୍ବାଇ ନିକଟସ୍ଥ ଏକାଧିକ ସ୍ଥାନରେ ଦୁଷ୍କର୍ମ କରାଯାଇଥିଲା। ପୁଲିସ୍ ପକ୍ଷରୁ କୁହାଯାଇଛି ଯେ ଆଉ ଜଣେ ଗିରଫ ହେବା ସହିତ ଏହି ମାମଲାର ସମସ୍ତ ୩୩ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଅଛନ୍ତି। ଦୁଇ ନାବାଳକଙ୍କୁ ସୁଧାର ଗୃହକୁ ପଠାଇ […]

Stop Rape

Stop Rape

Jitendra Garnayak
  • Published: Monday, 27 September 2021
  • Updated: 27 September 2021, 07:49 PM IST

Sports

Latest News

ଥାନେ: ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ ମହାରାଷ୍ଟ୍ରର ଥାନେ ପୁଲିସ୍ ୩୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ନାବାଳିକାଙ୍କୁ ପ୍ରାୟ ୯ ମାସ ଧରି ମୁମ୍ବାଇ ନିକଟସ୍ଥ ଏକାଧିକ ସ୍ଥାନରେ ଦୁଷ୍କର୍ମ କରାଯାଇଥିଲା।

ପୁଲିସ୍ ପକ୍ଷରୁ କୁହାଯାଇଛି ଯେ ଆଉ ଜଣେ ଗିରଫ ହେବା ସହିତ ଏହି ମାମଲାର ସମସ୍ତ ୩୩ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଅଛନ୍ତି। ଦୁଇ ନାବାଳକଙ୍କୁ ସୁଧାର ଗୃହକୁ ପଠାଇ ଦିଆଯାଇଛି।

ଅନ୍ୟ ପକ୍ଷରେ ଗଣଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାଙ୍କୁ ଗତ ୨୫ ତାରିଖରେ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇଛି। ୨୩ ତାରିଖରେ ସେ ପୁଲିସ୍ ନିକଟରେ ଏନେଇ ଅଭିଯୋଗ କରିଥିଲେ। ଏହା ପରେ ଥାନେ ପୁଲିସ୍ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍‌କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିଲା।

ଏହି ନାବାଳିକାଙ୍କ ସହିତ ଏଭଳି ଘୃଣ୍ୟ କାର୍ଯ୍ୟ ଆରମ୍ଭ ହୋଇଥିଲା ଜାନୁଆରୀ ମାସରେ। ପ୍ରଥମେ ତାଙ୍କର ଜଣେ ସାଙ୍ଗ ତାଙ୍କୁ ଦୁଷ୍କର୍ମ କରିଥିଲା। ସେ ଉକ୍ତ ସମୟରେ ଭିଡିଓ ଉତ୍ତୋଳନ କରି ତାଙ୍କୁ ବ୍ଲାକ୍‌ମେଲିଂ କରିଥିଲା ଓ ପୁଣି ଥରେ ଦୁଷ୍କର୍ମ କରିଥିଲା। ଅଭିଯୋଗ ହୋଇଛି ଯେ ସେ ଉକ୍ତ ଭିଡିଓକୁ ଅନ୍ୟ ଅଭିଯୁକ୍ତମାନଙ୍କ ସହିତ ଶେଆର କରିଥିଲା। ସେମାନେ ସବୁ ତା’ର ଜଣାଶୁଣା ବା ଆଖପାଖରେ ରହୁଥିବା ଲୋକ। ସେମାନେ ବି ଉକ୍ତ ଭିଡିଓ ଦେଖାଇ ନାବାଳିକାଙ୍କୁ ବ୍ଲାକ୍‌ମେଲିଂ କରିଥିଲେ ଓ ଦୁଷ୍କର୍ମ କରିଥିଲେ।

ଶେଷରେ ଝିଅ ଜଣଙ୍କ ଘଟଣା ସଂପର୍କରେ ତାଙ୍କ ମାଉସୀଙ୍କୁ କହିଥିଲେ। ତା’ପରେ ଏନେଇ ପୁଲିସ୍‌ରେ ଅଭିଯୋଗ କରାଯାଇଥିଲା। ପୁଲିସ୍ କହିଛି ଯେ ସମସ୍ତ ଅଭିଯୁକ୍ତଙ୍କୁ ନାବାଳିକା ଜଣଙ୍କ ଜାଣିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story