ଭୂକମ୍ପରେ ଥରିଲା ଲେହ

ଲେହ : ଭୂକମ୍ପରେ ଥରିଲା ଲେହ।  ଲେହର ଅଲଚୀ ଗାଁରେ ଶୁକ୍ରବାର ସକାଳେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଭୋର ପ୍ରାୟ ୪ଟା ୧୯ରେ ଏହି ଭୂକମ୍ପ ଅନୁଭବ ହୋଇଛି। ଏନସିଏସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ,ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୪.୮ ରେକର୍ଡ କରାଯାଇଛି। ଏ ସମ୍ପର୍କରେ ଏନସିଏସ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି। ଲେହର ଅଲଚୀ ରୁ ୧୮୯ କିମି ଉତ୍ତରରେ ୪.୮ ତିବ୍ରତାର ଭୂକମ୍ପ ଅନୁଭବ ହୋଇଛି। ଏହାର କେନ୍ଦ୍ରସ୍ଥଳ ଭୂମିରୁ […]

Earth Quake

Earth Quake

Tapas Behera
  • Published: Friday, 16 September 2022
  • Updated: 16 September 2022, 04:36 PM IST

Sports

Latest News

ଲେହ : ଭୂକମ୍ପରେ ଥରିଲା ଲେହ।  ଲେହର ଅଲଚୀ ଗାଁରେ ଶୁକ୍ରବାର ସକାଳେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଭୋର ପ୍ରାୟ ୪ଟା ୧୯ରେ ଏହି ଭୂକମ୍ପ ଅନୁଭବ ହୋଇଛି। ଏନସିଏସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ,ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୪.୮ ରେକର୍ଡ କରାଯାଇଛି। ଏ ସମ୍ପର୍କରେ ଏନସିଏସ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି। ଲେହର ଅଲଚୀ ରୁ ୧୮୯ କିମି ଉତ୍ତରରେ ୪.୮ ତିବ୍ରତାର ଭୂକମ୍ପ ଅନୁଭବ ହୋଇଛି। ଏହାର କେନ୍ଦ୍ରସ୍ଥଳ ଭୂମିରୁ ୧୦ କିମି ଗଭୀର ବୋଲି ଜଣାପଡିଛି। ଏହାସହ ଏକ ସପ୍ତାହ ପୂର୍ବରୁ ଜମ୍ମୁ-କଶ୍ମୀରର କଟ୍ରା ରୁ ୬୨ କିମି ପୂର୍ବ-ଉତ୍ତର-ପୂର୍ବରେ ଭୂକମ୍ପ ଅନୁଭୂତ ହୋଇଥିଲା।  ଏହାର ତୀବ୍ରତା ୩.୫ ରେକର୍ଡ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story