ତିନି ମହଲା କୋଠାରେ ଅଗ୍ନିକାଣ୍ଡ, ୪ ମୃତ

ନୂଆଦିଲ୍ଲୀ: ଏକ ତିନି ମହଲା କୋଠାରେ ନିଆଁ ଲାଗି ଯିବାରୁ ୪ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଦିଲ୍ଲୀର ପୁରୁଣା ସୀମାପୁରୀ ଅଞ୍ଚଳରେ ଆଜି ଭୋରରେ ଘଟିଛି ଏହି ଘଟଣା। ଭୋର୍ ପ୍ରାୟ ୪ଟା ବେଳେ ଏହି ଘରେ ନିଆଁ ଲାଗିଥିବା ନେଇ ଅଗ୍ନିଶମ ବାହିନୀ କାର୍ଯ୍ୟାଳୟକୁ ଫୋନ୍ ଆସିଥିଲା। ଏହା ପରେ ସେଠାକୁ ୪ଟି ଟିମ୍‌କୁ ପଠା ଯାଇଥିଲା। ସେମାନେ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ ୪ ଜଣଙ୍କର ମୃତ୍ୟୁ ଘଟି […]

House

House

Jitendra Garnayak
  • Published: Tuesday, 26 October 2021
  • Updated: 26 October 2021, 08:26 AM IST

Sports

Latest News

ନୂଆଦିଲ୍ଲୀ: ଏକ ତିନି ମହଲା କୋଠାରେ ନିଆଁ ଲାଗି ଯିବାରୁ ୪ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଦିଲ୍ଲୀର ପୁରୁଣା ସୀମାପୁରୀ ଅଞ୍ଚଳରେ ଆଜି ଭୋରରେ ଘଟିଛି ଏହି ଘଟଣା।

ଭୋର୍ ପ୍ରାୟ ୪ଟା ବେଳେ ଏହି ଘରେ ନିଆଁ ଲାଗିଥିବା ନେଇ ଅଗ୍ନିଶମ ବାହିନୀ କାର୍ଯ୍ୟାଳୟକୁ ଫୋନ୍ ଆସିଥିଲା। ଏହା ପରେ ସେଠାକୁ ୪ଟି ଟିମ୍‌କୁ ପଠା ଯାଇଥିଲା। ସେମାନେ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ ୪ ଜଣଙ୍କର ମୃତ୍ୟୁ ଘଟି ସାରିଥିଲା।

କୋଠାର ତୃତୀୟ ମହଲାରେ ନିଆଁ ଲାଗିଥିଲା। ଉକ୍ତ ମହଲାର ଏକ କଠୋରୀରୁ ୪ ଜଣଙ୍କ ମୃତଦେହକୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲେ। ତେବେ ନିଆଁ କେମିତି ଲାଗିଲା, ତାହା ସ୍ପଷ୍ଟ ହୋଇପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story