ଝୁଲା ପୋଲ ଭୁଶୁଡ଼ି ୪୦ ମୃତ, ଅନେକ ଆହତ

ଅହମ୍ମଦାବାଦ: ଗୁଜରାଟରେ ବଡ଼ଧରଣର ଅଘଟଣ। ମାରୋବିମାରେ ଝୁଲା ପୋଲ ଭୁଶୁଡ଼ିବା ଯୋଗୁ ପ୍ରାୟ ୪୦ ଜଣଙ୍କର ମୃତ୍ୟୁ ଘଟିଛି।  ବହୁ ଳୋକେ ଲୋକେ ଆହତ ହୋଇଛନ୍ତି। ଏଥିସହ ପାଣିରେ ବହୁ ଲୋକ ଫସି ରହିଥିବା ସୂଚନା ମିଳିଛି। ଝୁଲାପୋଲ ଭୁଶୁଡ଼ିବା ବେଳେ ବ୍ରିଜ୍‌ ଉପରେ ପ୍ରାୟ ୫୦୦ ଲୋକେ ଥିଲେ। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମରାମତି ପରେ ଝୁଲାପୋଲଟି ୪ ଦିନ ପୂର୍ବେ ସର୍ବସାଧାରଣ ପାଇଁ ଖୋଲାଯାଇଥିଲା। ରିପୋର୍ଟ ଅନୁଯାୟୀ, ଏହି ପୋଲର ଉନ୍ନତିକରଣ ପାଇଁ ରାଜ୍ୟ […]

yi

yi

Tapas Behera
  • Published: Sunday, 30 October 2022
  • Updated: 30 October 2022, 09:01 PM IST

Sports

Latest News

ଅହମ୍ମଦାବାଦ: ଗୁଜରାଟରେ ବଡ଼ଧରଣର ଅଘଟଣ। ମାରୋବିମାରେ ଝୁଲା ପୋଲ ଭୁଶୁଡ଼ିବା ଯୋଗୁ ପ୍ରାୟ ୪୦ ଜଣଙ୍କର ମୃତ୍ୟୁ ଘଟିଛି।  ବହୁ ଳୋକେ ଲୋକେ ଆହତ ହୋଇଛନ୍ତି। ଏଥିସହ ପାଣିରେ ବହୁ ଲୋକ ଫସି ରହିଥିବା ସୂଚନା ମିଳିଛି। ଝୁଲାପୋଲ ଭୁଶୁଡ଼ିବା ବେଳେ ବ୍ରିଜ୍‌ ଉପରେ ପ୍ରାୟ ୫୦୦ ଲୋକେ ଥିଲେ। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମରାମତି ପରେ ଝୁଲାପୋଲଟି ୪ ଦିନ ପୂର୍ବେ ସର୍ବସାଧାରଣ ପାଇଁ ଖୋଲାଯାଇଥିଲା। ରିପୋର୍ଟ ଅନୁଯାୟୀ, ଏହି ପୋଲର ଉନ୍ନତିକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଠିକା ଡକାଯାଇଥିଲା।

ଏହାକୁ  ଓଢାବଜୀ ପଟେଲ କମ୍ପାନୀ ପକ୍ଷରୁ  ଓରେଭା ଗ୍ରୁପ୍‌ ଠିକା ନେଇଥିଲା। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାର ପାଇଁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠି ରୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରାଯାଇଛି। ସେହିପରି ରାଜ୍ୟ ସରକାର ପ୍ରତ୍ୟେକ ମୃତକଙ୍କ ପରିବାରକୁ ୪ ଲକ୍ଷ ଏବଂ ପ୍ରତ୍ୟେକ ଆହତଙ୍କୁ, ୫୦,୦୦୦ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି।  ଆଜି ଛୁଟିଦିନ ହୋଇଥିବାରୁ ଏଠାରେ ବହୁତ ଭିଡ଼ ଜମିଥିଲା ​​| ଦୁର୍ଘଟଣା ସମୟରେ ବ୍ରିଜ ଉପରେ ଶହ ଶହ ଲୋକ ଉପସ୍ଥିତ ଥିବା କୁହାଯାଉଛି।

ଏହି ସେତୁଟି ବହୁତ ପୁରୁଣା ହୋଇଥିବାବେଳେ କିଛି ଦିନ ପୂର୍ବରୁ ଏହାର ମରାମତି କରାଯାଇଥିଲା | ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଅନ୍ୟପଟେ ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। ଉଦ୍ଧାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ କରିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି |

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story