ପ୍ରତିଦିନ ସଂସଦ ଅଭିମୁଖେ ୫୦୦ ଟ୍ରାକ୍ଟର ରାଲି ଚାଲିବ  

ନୂଆଦିଲ୍ଲୀ: ୩ କୃଷି ଆଇନକୁ ବିରୋଧରି ବର୍ଷେ ହେଲାଣି ଜାରି ରହିଛି ଆନ୍ଦୋଳନ। ତେବେ ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ସମ୍ୟୁକ୍ତା କିଷାନ ମୋର୍ଚ୍ଚା ପକ୍ଷରୁ ଚେତାବନୀ ଦିଆଯାଇଛି। ପ୍ରତିଦିନ ସଂସଦ ଅଭିମୁଖେ ଟ୍ରାକ୍ଟର ରାଲି ବାହାରିବ। ଏଥିରେ ୫୦୦ ଚାଷୀ ଅଂଶ ଗ୍ରହଣ କରି ଶାନ୍ତିପୂର୍ଣ୍ଣଭାବେ ଆନ୍ଦୋଳନ କରିବେ। ଶୀତ ଅଧିବେଶନ ତଥା ନଭେମ୍ବର ୨୯ରୁ  ଏହି ଆନ୍ଦୋଳନ କରାଯିବ ବୋଲି ସମ୍ୟୁକ୍ତା କିଷାନ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି।  ବିବାଦୀୟ କୃଷି ଆଇନ୍ […]

klk

klk

Tapas Behera
  • Published: Thursday, 11 November 2021
  • Updated: 11 November 2021, 10:06 AM IST

Sports

Latest News

ନୂଆଦିଲ୍ଲୀ: ୩ କୃଷି ଆଇନକୁ ବିରୋଧରି ବର୍ଷେ ହେଲାଣି ଜାରି ରହିଛି ଆନ୍ଦୋଳନ। ତେବେ ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ସମ୍ୟୁକ୍ତା କିଷାନ ମୋର୍ଚ୍ଚା ପକ୍ଷରୁ ଚେତାବନୀ ଦିଆଯାଇଛି। ପ୍ରତିଦିନ ସଂସଦ ଅଭିମୁଖେ ଟ୍ରାକ୍ଟର ରାଲି ବାହାରିବ। ଏଥିରେ ୫୦୦ ଚାଷୀ ଅଂଶ ଗ୍ରହଣ କରି ଶାନ୍ତିପୂର୍ଣ୍ଣଭାବେ ଆନ୍ଦୋଳନ କରିବେ। ଶୀତ ଅଧିବେଶନ ତଥା ନଭେମ୍ବର ୨୯ରୁ  ଏହି ଆନ୍ଦୋଳନ କରାଯିବ ବୋଲି ସମ୍ୟୁକ୍ତା କିଷାନ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି।  ବିବାଦୀୟ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଅଟଳ ରହିଛି। ସଂସଦର ଶୀତକାଳୀନ ଅଧିବେଶନ କାଳରେ ପ୍ରତିଦିନ ଚାଷୀମାନେ ସଂସଦ ଭବନ ଅଭିମୁଖେ ଟ୍ରାକ୍ଟର ରାଲି କରିବେ।

ଆସନ୍ତା ୨୯ ତାରିଖରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଥିବା ବେଳେ, ଚାଷୀଙ୍କ ଏହି ଘୋଷଣା ଦିଲ୍ଲୀ ପୁଲିସ ଓ ପ୍ରଶାସନ ଲାଗି ଚିନ୍ତାର କାରଣ ହୋଇଛି ।  ସେହିପରି ନଭେମ୍ବର ୨୬ରେ ଦିଲ୍ଲୀ ସୀମାରେ ଚାଷୀମାନଙ୍କୁ ଏକାଠି ହେବାକୁ ଆହ୍ୱାନ ଦିଆଯାଛି। ବିଶେଷ କରି ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡର ଚାଷୀମାନଙ୍କୁ ସମାଗମ ହେବାକୁ ନିବେଦନ କରାଯାଇଛି। ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନକୁ ନଭେମ୍ବର ୨୬ରେ ବର୍ଷ ପୂର୍ତ୍ତି ହେଉଥିବାରୁ ପୁଣି ଥରେ ସେଠାରେ ଏକାଠି ହେବାକୁ ଆହ୍ୱାନ ଦିଆଯାଛି।  ଅନ୍ୟପଟେ ୨୯ ତାରିଖରେ ଚାଷୀମାନେ ଟ୍ରାକ୍ଟର ରାଲି କରି ଶାନ୍ତିପୂର୍ଣ୍ଣ ଭାବେ ଗାଜିପୁର ସୀମା ଓ ଟିକ୍ରି ସୀମାରୁ ସଂସଦ ଅଭିମୁଖେ ଯାତ୍ରା କରିବେ ।

ଯେଉଁଠି ପୁଲିସ ସେମାନଙ୍କୁ ଅଟକାଇବ ସେହିଠାରେ ଧାରଣା ଦିଆଯିବ ବୋଲି ଚାଷୀ ନେତା ଧମକ ଦେଇଛନ୍ତି। ସମଗ୍ର ଶୀତକାଳୀନ ଅଧିବେଶନ କାଳରେ ଏହି ଅଭିଯାନ ଜାରି ରହିବ। ଦୈନିକ ୫୦୦ ଚାଷୀ ଟ୍ରାକ୍ଟର ରାଲିରେ ସାମିଲ ହେବେ । ରାଲି ସମୟରେ କୌଣସି ପ୍ରକାର ହିଂସାତ୍ମକ କାର୍ଯ୍ୟକଳାପ କରାଯିବ ନାହିଁ । ଆସନ୍ତା ୨୬ ତାରିଖ ସୁଦ୍ଧା ଯଦି ସରକାର ଏହି ବିବାଦୀୟ ଆଇନ ପ୍ରତ୍ୟାହାର ନ କରନ୍ତି, ତେବେ ଏହି ଟ୍ରାକ୍ଟର ରାଲି ପୁଣି ଆୟୋଜନକରାଯଯିବାକୁ ଚେତାବନୀ ଦିଆଯାଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story