ହିମାଚଳ ପ୍ରଦେଶ: ଶେଷ ପର୍ଯ୍ୟାୟରେ ନିର୍ବାଚନ ପାଇଁ ପ୍ରସ୍ତୁତି

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର ନିର୍ବାଚନ ପାଇଁ ପ୍ରସ୍କୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।  ସମସ୍ତ ୬୮ଟି ଯାକ ବିଧାନସଭା ଆସନରେ ପ୍ରାର୍ଥୀପତ୍ର ଗୁଡ଼ିକର ଯାଞ୍ଚ ଶେଷ ହୋଇଛି। ଯାଞ୍ଚ ପରେ ସ୍ୱାଧୀନ ପ୍ରାର୍ଥୀମାନଙ୍କ ସମେତ ବିଭିନ୍ନ ରାଜନୈତିକ ଦଳରୁ ମୋଟ ୫୬୧ ଜଣଙ୍କ ପ୍ରାର୍ଥୀ ପତ୍ର କାଏମ ରହିଛି । ସର୍ବମୋଟ ୭୭୫ଟି ପ୍ରାର୍ଥୀପତ୍ର ଦାଖଲ ହୋଇଥିଲା। ଆସନ୍ତାକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି ।ଆସନ୍ତାମାସ ୧୨ ତାରିଖରେ ସେଠାରେ ମତଦାନ ହେବ। ନିର୍ବାଚନ ଫଳାଫଳ […]

election-

election-

Tapas Behera
  • Published: Friday, 28 October 2022
  • Updated: 28 October 2022, 03:38 PM IST

Sports

Latest News

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର ନିର୍ବାଚନ ପାଇଁ ପ୍ରସ୍କୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।  ସମସ୍ତ ୬୮ଟି ଯାକ ବିଧାନସଭା ଆସନରେ ପ୍ରାର୍ଥୀପତ୍ର ଗୁଡ଼ିକର ଯାଞ୍ଚ ଶେଷ ହୋଇଛି। ଯାଞ୍ଚ ପରେ ସ୍ୱାଧୀନ ପ୍ରାର୍ଥୀମାନଙ୍କ ସମେତ ବିଭିନ୍ନ ରାଜନୈତିକ ଦଳରୁ ମୋଟ ୫୬୧ ଜଣଙ୍କ ପ୍ରାର୍ଥୀ ପତ୍ର କାଏମ ରହିଛି । ସର୍ବମୋଟ ୭୭୫ଟି ପ୍ରାର୍ଥୀପତ୍ର ଦାଖଲ ହୋଇଥିଲା। ଆସନ୍ତାକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି ।ଆସନ୍ତାମାସ ୧୨ ତାରିଖରେ ସେଠାରେ ମତଦାନ ହେବ। ନିର୍ବାଚନ ଫଳାଫଳ ଡିସେମ୍ବର ୮ ତାରିଖରେ ପ୍ରକାଶ ପାଇବ।

ହିମାଚଳ ପ୍ରଦେଶରେ ସର୍ବମୋଟ ୫୫ ଲକ୍ଷ ୯୨ ହଜାର ୮୨୮ ଜଣ ମତଦାତା ଅଛନ୍ତି।  ସେମାନଙ୍କ ମଧ୍ୟରେ ୨୭ ଲକ୍ଷ ୩୭ ହଜାର ୮୪୫ ମହିଳା, ୨୮ ଲକ୍ଷ ୫୪ ହଜାର ୯୪୫ ଜଣ ପୁରୁଷ ଓ ୩୮ ଜଣ ତୃତୀୟ ଲିଙ୍ଗୀ  ମତଦାତା ଅଛନ୍ତି । ନିର୍ବାଚନ ସମୟରେ ହେବାକୁ ଥିବା ଭ୍ରଷ୍ଟାଚାର ଉପରେ ଗୁରୁତ୍ୱ ଦେଇଛନ୍ତି ନିର୍ବାଚନ କମିଶନ। ଦୁର୍ନୀତି ଯେମିତି ନ ହୁଏ ଏଥିପ୍ରତି ଲୋକଙ୍କୁ ସଚେତନ ରହିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ଦୁର୍ନିତି ବିଷୟରେ ଖବର ମିଳିଲେ ସୂଚନା ଦେବାକୁ କମିଶନ କହିଛନ୍ତି।

ସୂଚନା ଥାଉକି ହିମାଚଳ ପ୍ରଦେଶର ୬୮ଟି ଆସନ ରହିଛି। ବର୍ତ୍ତମାନ ବିଜେପିର ମେଣ୍ଟ ସରକାର ରହିଛି। ଚଳିତ ବର୍ଷ ରାଜ୍ୟରେ ଦୁଇ ବିରୋଧୀଙ୍କ ମଧ୍ୟରେ ନିର୍ବାଚନ ହେବ। ବିଜେପି କଂଗ୍ରେସ୍ ମଧ୍ୟରେ ମୁଖ୍ୟ ଲଢ଼େଇ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story