ମହଙ୍ଗା ପଡ଼ିଲା ଧର୍ମାନ୍ତୀକରଣ, ୯ ଜଣଙ୍କ ନାମରେ ମାମଲା

ମିରଟ: ମହଙ୍ଗା ପଡ଼ିଲା ଧର୍ମାନ୍ତୀକରଣ। ୪୦୦ ଲୋକଙ୍କୁ ଖ୍ରୀଷ୍ଟିୟାନ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିବା ଅଭିଯୋଗରେ ଉତ୍ତରପ୍ରଦେଶର ମିରଟରେ ପ୍ରାୟ ନଅ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ସେମାନଙ୍କୁ ଧର୍ମାନ୍ତୀକରଣ ପାଇଁ ପ୍ରଲୋଭିତ କରାଯାଇଥିବା ସ୍ଥାନୀୟ ଏସପି ନିକଟରେ ଅଭିଯୋଗ କରିଛନ୍ତି। ମଙ୍ଗତପୁରମରେ ମଲିନ୍‌ ଗ୍ରାମରେ ଏହି ଘଟଣା ଘଟିଛି। ନିଜର ହିନ୍ଦୁ ଦେବାଦେବୀଙ୍କୁ ଛାଡ଼ିବାକୁ ବାଧ୍ୟ କରାଯାଇଥିଲା। ଧର୍ମପରିବର୍ତ୍ତନ ପାଇଁ ପ୍ରବର୍ତ୍ତାଉଥିବା ଅଭିଯୁକ୍ତମାନେ  କୋଭିଡ୍ ସମୟରେ ଉକ୍ତ ଗାଁର ଲୋକଙ୍କ ସଂସ୍ପର୍ଷରେ ଆସିଥିଲେ। […]

Police

Police

Tapas Behera
  • Published: Saturday, 29 October 2022
  • Updated: 29 October 2022, 04:30 PM IST

Sports

Latest News

ମିରଟ: ମହଙ୍ଗା ପଡ଼ିଲା ଧର୍ମାନ୍ତୀକରଣ। ୪୦୦ ଲୋକଙ୍କୁ ଖ୍ରୀଷ୍ଟିୟାନ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିବା ଅଭିଯୋଗରେ ଉତ୍ତରପ୍ରଦେଶର ମିରଟରେ ପ୍ରାୟ ନଅ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ସେମାନଙ୍କୁ ଧର୍ମାନ୍ତୀକରଣ ପାଇଁ ପ୍ରଲୋଭିତ କରାଯାଇଥିବା ସ୍ଥାନୀୟ ଏସପି ନିକଟରେ ଅଭିଯୋଗ କରିଛନ୍ତି। ମଙ୍ଗତପୁରମରେ ମଲିନ୍‌ ଗ୍ରାମରେ ଏହି ଘଟଣା ଘଟିଛି। ନିଜର ହିନ୍ଦୁ ଦେବାଦେବୀଙ୍କୁ ଛାଡ଼ିବାକୁ ବାଧ୍ୟ କରାଯାଇଥିଲା। ଧର୍ମପରିବର୍ତ୍ତନ ପାଇଁ ପ୍ରବର୍ତ୍ତାଉଥିବା ଅଭିଯୁକ୍ତମାନେ  କୋଭିଡ୍ ସମୟରେ ଉକ୍ତ ଗାଁର ଲୋକଙ୍କ ସଂସ୍ପର୍ଷରେ ଆସିଥିଲେ। ସ୍ଥାନୀୟ ବିଜେପି ନେତାଙ୍କ ସହ ଗାଁ ଲୋକମାନେ ବ୍ରହ୍ମପୁତ୍ରୀ ପୁଲିସ ଷ୍ଟେସନରେ ପହଞ୍ଚିଥିଲେ।

ପୁଲିସ ନିକଟରେ ଅଭିଯୋଗ ଅନୁଯାୟୀ, ସେମାନଙ୍କୁ ଖ୍ରୀଷ୍ଟିୟାନ ଧର୍ମ ପରିବର୍ତ୍ତନ ପାଇଁ ଟଙ୍କା ଓ ବିଭିନ୍ନ ପ୍ରକାର ଉପହାର ଯଚାଯାଇଥିଲା। ସେମାନଙ୍କ ଘରେ ଥିବା ହିନ୍ଦୁ ଦେବାଦେବୀଙ୍କର ମୂର୍ତ୍ତି ଏବଂ ଚିତ୍ର ହଟାଇବାକୁ ବାଧ୍ୟ କରାଯାଇଥିଲା। ସେମାନଙ୍କୁ ବିଭିନ୍ନ ପ୍ରକାର ଉପାୟରେ ଚାପ ପ୍ରୟୋଗ କରାଯାଇଥିଲା। ଆଧାର କାର୍ଡରେ ନାମ ପରିବର୍ତ୍ତନ କରିବାକୁ କୁହାଯାଇଥିଲା। ଦୀପାବଳିଦିନ ଗାଁ ଲୋକେ ଘରେ ପୂଜା କରୁଥିବା ବେଳେ କିଛି ଲୋକେ ପଶି ସେମାନଙ୍କ ମୂର୍ତ୍ତିକୁ ଫିଙ୍ଗାଫୋପଡ଼ା କରିଥିଲେ।

ପ୍ରତିବାଦ କରିବାକୁ ଧମକଚମକ ଦେଇଥିଲା। କହିଥିଲେ ତୁମେ ଧର୍ମ ପରିବର୍ତ୍ତନ କରିସାରିଥିବା ବେଳେ କାହିଁକି ନିଜ ଦେବୀ ଦେବତାଙ୍କ ପୂଜା କରୁଛ ? ଏସପି ପିୟୁସ୍‌ ସିଂହ କହିଛନ୍ତି ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story