ଠାକୁର ଦର୍ଶନ ସାରି ଫେରିବା ବେଳେ ଦୁର୍ଘଟଣା, ୯ ଶ୍ରଦ୍ଧାଳୁ ମୃତ

ବେଙ୍ଗାଲୁରୁ: ଠାକୁର ଦର୍ଶନ ସାରି ଫେରିବା ବେଳେ ଅଘଟଣ। ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ଟ୍ରାଭେଲର୍ ଓ କ୍ଷୀର ବୋଝେଇ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଛି । ଆଜି ସକାଳୁ କର୍ଣ୍ଣାଟକର ହସନ ଜିଲ୍ଲାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ହସନ ଜିଲ୍ଲା ଅର୍ସିକେରା ତାଲୁକା ଗାନ୍ଧୀନଗର ନିକଟ ଜାତୀୟ ରାଜପଥ ୬୯ରେ ଏହି ଦୁର୍ଘଟଣା ଘଟିଛି। ଶ୍ରଦ୍ଧାଳୁମାନେ ସୁବ୍ରମଣନ୍ୟମ ହସନମ୍ବା ମନ୍ଦିର ଦର୍ଶନ ସାରି […]

Accident

Accident

Madhupriya Mistry
  • Published: Sunday, 16 October 2022
  • Updated: 16 October 2022, 11:25 AM IST

Sports

Latest News

ବେଙ୍ଗାଲୁରୁ: ଠାକୁର ଦର୍ଶନ ସାରି ଫେରିବା ବେଳେ ଅଘଟଣ। ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ଟ୍ରାଭେଲର୍ ଓ କ୍ଷୀର ବୋଝେଇ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଛି । ଆଜି ସକାଳୁ କର୍ଣ୍ଣାଟକର ହସନ ଜିଲ୍ଲାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ, ହସନ ଜିଲ୍ଲା ଅର୍ସିକେରା ତାଲୁକା ଗାନ୍ଧୀନଗର ନିକଟ ଜାତୀୟ ରାଜପଥ ୬୯ରେ ଏହି ଦୁର୍ଘଟଣା ଘଟିଛି। ଶ୍ରଦ୍ଧାଳୁମାନେ ସୁବ୍ରମଣନ୍ୟମ ହସନମ୍ବା ମନ୍ଦିର ଦର୍ଶନ ସାରି ଏକ ଟ୍ରାଭେଲରରେ ଘରକୁ ଫେରୁଥିଲେ। ଏତିକିବେଳେ ସାମ୍ନା ପଟୁ ଆସୁଥିବା ଏକ ମିଲ୍‌କ ଭ୍ୟାନ୍ ଯାତ୍ରୀବାହୀ ଟ୍ରାଭେଲର୍‌କୁ ଧକ୍କା ଦେଇଥିଲା।

ମୁହାଁମୁହିଁ ଧକ୍କା ହେବା ପରେ ଘଟଣାସ୍ଥଳରେ ହିଁ ୬ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ତିନି ଜଣଙ୍କ ଚିକିତ୍ସତ ଅବସ୍ଥାରେ ମୃତ୍ୟୁ ହୋଇଛି । ଟ୍ରାଭେଲର୍‌ରେ ମୋଟ ୧୪ଜଣ ଶ୍ରଦ୍ଧାଳୁ ଥିଲେ। ମୃତକଙ୍କ ମଧ୍ୟରେ ୪ଜଣ ଶିଶୁ ମଧ୍ୟ ଅଛନ୍ତି । ଆହତଙ୍କୁ ପୁଲିସ ଉଦ୍ଧାର କରି ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଛି । ଦ୍ରୁତ ଗତିରେ ଉଭୟ ଗାଡି ଆସୁଥିବା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ପୁଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story