ମିଳିଲା ମହିଳା ଡାକ୍ତରଙ୍କ ମୃତଦେହ, ବାହା ହେବାକୁ ଚାପ ପକାଉଥିଲେ ସିନିୟର

ନୂଆଦିଲ୍ଲୀ: ଆଗ୍ରାର ସରୋଜିନୀ ନାଇଡୁ ମେଡିକାଲ୍ କଲେଜରୁ ଏମ୍‌ଏସ୍‌ (ମାଷ୍ଟର ଅଫ୍ ସର୍ଜରୀ) ପାସ୍ କରିଥିବା ଜଣେ ଯୁବତୀଙ୍କୁ ହତ୍ୟା କରାଯାଇଛି। ବୁଧବାର ସକାଳେ ତାଙ୍କ ମୃତଦେହକୁ ଆଗ୍ରାର ବମରୋଲି ଅହିର ଅଞ୍ଚଳରୁ ଏକ ଖାଲି ଫ୍ଲାଟ୍‌ରୁ ଉଦ୍ଧାର କରାଯାଇଥିଲା। ତାଙ୍କ ମୁଣ୍ଡରେ ଏକାଧିକା ଥର ଆଘାତ କରାଯାଇଥିବା ପୁଲିସ୍ କହିଛି। ମୃତ ଡାକ୍ତରଙ୍କ ନାଁ ଯୋଗୀତା ଗୌତମ। ତାଙ୍କ ଘର ଦିଲ୍ଲୀର ଶିବପୁରୀ ଅଞ୍ଚଳରେ। ତାଙ୍କ ବାପା ଓ ଭାଇ ମଧ୍ୟ ଡାକ୍ତର। ମଙ୍ଗଳବାର ରାତିରୁ […]

dead

dead

Jitendra Garnayak
  • Published: Thursday, 20 August 2020
  • Updated: 20 August 2020, 09:46 AM IST

Sports

Latest News

ନୂଆଦିଲ୍ଲୀ: ଆଗ୍ରାର ସରୋଜିନୀ ନାଇଡୁ ମେଡିକାଲ୍ କଲେଜରୁ ଏମ୍‌ଏସ୍‌ (ମାଷ୍ଟର ଅଫ୍ ସର୍ଜରୀ) ପାସ୍ କରିଥିବା ଜଣେ ଯୁବତୀଙ୍କୁ ହତ୍ୟା କରାଯାଇଛି। ବୁଧବାର ସକାଳେ ତାଙ୍କ ମୃତଦେହକୁ ଆଗ୍ରାର ବମରୋଲି ଅହିର ଅଞ୍ଚଳରୁ ଏକ ଖାଲି ଫ୍ଲାଟ୍‌ରୁ ଉଦ୍ଧାର କରାଯାଇଥିଲା। ତାଙ୍କ ମୁଣ୍ଡରେ ଏକାଧିକା ଥର ଆଘାତ କରାଯାଇଥିବା ପୁଲିସ୍ କହିଛି।

ମୃତ ଡାକ୍ତରଙ୍କ ନାଁ ଯୋଗୀତା ଗୌତମ। ତାଙ୍କ ଘର ଦିଲ୍ଲୀର ଶିବପୁରୀ ଅଞ୍ଚଳରେ। ତାଙ୍କ ବାପା ଓ ଭାଇ ମଧ୍ୟ ଡାକ୍ତର। ମଙ୍ଗଳବାର ରାତିରୁ ଯୋଗୀତାଙ୍କ ସହିତ ସେମାନଙ୍କର ଯୋଗାଯୋଗ ହୋଇପାରୁ ନଥିଲା। ତାଙ୍କ ଫୋନ୍ ସୁଇଚ୍ ଅଫ୍ ଥିଲା। ଶେଷଥର ପାଇଁ ମଙ୍ଗଳବାର ଅପରାହ୍ନ ୩ଟାରେ ତାଙ୍କୁ କଲେଜରେ ଦେଖିବାକୁ ମିଳିଥିଲା। ମଙ୍ଗଳବାର ତାଙ୍କର ଫାଇନାଲ୍ ଇୟର ରେଜଲ୍ଟ ପ୍ରକାଶ ପାଇଥିଲା ଓ ସେ ଏଥିରେ କୃତକାର୍ଯ୍ୟ ହୋଇଥିଲେ।

ଯୋଗୀତାଙ୍କ ଘର ଲୋକେ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଅପହରଣ କରି ହତ୍ୟା କରାଯାଇଛି। ସେମାନେ ଏନେଇ ଆଗ୍ରାର ଏମ୍‌ଏମ୍ ଗେଟ୍ ପୋଲିସ୍ ଷ୍ଟେସନ୍‌ରେ ଡାକ୍ତର ବିବେକ ତିୱାରୀଙ୍କ ନାଁରେ ଏତଲା ଦେଇଥିଲେ ଓ ଏହା ପରେ ପୁଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଯୋଗୀତାଙ୍କ ଘର ଲୋକଙ୍କ କହିବା ଅନୁଯାୟୀ ସେ ମୋରାଦାବାଦର ଏକ ମେଡିକାଲ୍‌ କଲେଜରୁ ଏମ୍‌ବିବିଏସ୍ ପାସ୍ କରିଥିଲେ। ସେଠାରେ ବିବେକ ତିୱାରୀ ତାଙ୍କ ସିନିୟର ଥିଲେ। ସେ କାନପୁରର ବାସିନ୍ଦା। ସେ ଯୋଗୀତାଙ୍କୁ ବାହା ହେବାକୁ ଚାହୁଁଥିଲେ ଓ ଏଥିପାଇଁ ସବୁବେଳେ ଚାପ ପକାଉଥିଲେ। ଏପରିକି ବିକେବ ତିୱାରୀ ଫୋନ୍ କରି ଯୋଗୀତାଙ୍କୁ ରାଜି କରାଇବାକୁ ସେମାନଙ୍କୁ ବି ଧମକ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story