ନିର୍ବାଚନ ପ୍ରଚାର ମଞ୍ଚରେ ଭାଷଣ ଦେଉଥିବା ବେଳେ ଚାଲିଗଲା ଯୁବ ନେତାଙ୍କ ଜୀବନ

ଜୟପୁର: ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିବା ଜଣେ ଯୁବ କଂଗ୍ରେସ ନେତା ମଞ୍ଚରେ ଭାଷଣ ଦେଉଥିବା ବେଳେ ପ୍ରାଣ ହରାଇଛନ୍ତି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ରାଜସ୍ଥାନରେ। ମୃତ ଯୁବ ନେତାଙ୍କ ନାଁ ମୋହବତ ସିଂହ ନିମ୍ବୋଲ। ରାଜସ୍ଥାନରେ ଧରିଆବାଦ ସମେତ ଦୁଇଟି ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ସେଥିପାଇଁ ଜୋରସୋର ପ୍ରଚାର ହେଉଛି। ମଙ୍ଗଳବାର ଧରିଆବାଦର ଲସାଡ଼ିୟାରେ କଂଗ୍ରେସ ପକ୍ଷରୁ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଏଠାରେ […]

Mohabbat Singh nimbol

Mohabbat Singh nimbol

Jitendra Garnayak
  • Published: Wednesday, 27 October 2021
  • Updated: 27 October 2021, 09:20 AM IST

Sports

Latest News

ଜୟପୁର: ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିବା ଜଣେ ଯୁବ କଂଗ୍ରେସ ନେତା ମଞ୍ଚରେ ଭାଷଣ ଦେଉଥିବା ବେଳେ ପ୍ରାଣ ହରାଇଛନ୍ତି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ରାଜସ୍ଥାନରେ। ମୃତ ଯୁବ ନେତାଙ୍କ ନାଁ ମୋହବତ ସିଂହ ନିମ୍ବୋଲ।

ରାଜସ୍ଥାନରେ ଧରିଆବାଦ ସମେତ ଦୁଇଟି ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ସେଥିପାଇଁ ଜୋରସୋର ପ୍ରଚାର ହେଉଛି। ମଙ୍ଗଳବାର ଧରିଆବାଦର ଲସାଡ଼ିୟାରେ କଂଗ୍ରେସ ପକ୍ଷରୁ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଏଠାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା। ଆଉ ମଞ୍ଚ ସଞ୍ଚାଳନର ଦାୟିତ୍ୱ ଥିଲା ମୋହବ୍ବତ ସିଂହ ନିମ୍ବୋଲଙ୍କ ଉପରେ।

ମୁଖ୍ୟମନ୍ତ୍ରୀ ଆସିବା ପୂର୍ବରୁ ରାଜସ୍ଥାନ ଯୁବ କଂଗ୍ରେସର ପୂର୍ବତନ ମୁଖପାତ୍ର ମୋହବତ ସିଂହ ନିମ୍ବୋଲ ମଞ୍ଚ ଉପରେ ମାଇକ୍‌ ଧରି ଭାଷଇ ଦେଉଥିଲେ। ତେବେ ଭାଷଣ ଦେଉଥିବା ବେଳେ ସେ ମଞ୍ଚରେ ପଡ଼ି ଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଲସାଡ଼ିୟା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ଉଦୟପୁର ସ୍ଥାନାନ୍ତର କରାଯାଇଥିଲା। ତେବେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।

ମୋହବତ ସିଂହ ନିମ୍ବୋଲଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦୁଃଖ ପ୍ରକାଶ କରିଛନ୍ତି। ନିମ୍ବୋଲଙ୍କ ଅକାଳ ବିୟୋଗ ତାଙ୍କୁ ମର୍ମାହତ କରିଛି ବୋଲି ସେ ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହିତ ଧୈର୍ଯ୍ୟ ଧରିବାକୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story