ECଙ୍କ ନ୍ୟାସନାଲ ଆଇକନ୍‌ ହେବେ ପଙ୍କଜ ତ୍ରିପାଠୀ

ନୂଆଦିଲ୍ଲୀ: ବଲିଉଡର ଜଣାଶୁଣା ଅଭିନେତା ପଙ୍କଜ ତ୍ରିପାଠୀ। ଏବେ ସେ ନିର୍ବାଚନ ଆୟୋଗଙ୍କ ହେବେ ନ୍ୟାସନାଲ ଆଇକନ୍‌ ବା ବ୍ରାଣ୍ଡ ଆମ୍ବାସାଡର୍‌। ଓଟିଟିରେ ଅନେକ ୱେବ ସିରିଜ ଓ ବଲିଉଡ ଫିଲ୍ମ ଜରିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତା ପଙ୍କଜ ତ୍ରିପାଠୀଙ୍କୁ ନିର୍ବାଚନ ଆୟୋଗ ତଥା ଇସି ନିଜର ନ୍ୟାସନାଲ ଆଇକନ୍‌ ବନାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଆଜି ନିର୍ବାଚନ ଆୟୋଗର ମୁଖ୍ୟ ନିର୍ବାଚନ ଅଧିକାରୀ ରାଜୀବ କୁମାର ଘୋଷଣା କରିଛନ୍ତି। ଭୋଟ୍ […]

Punkaj Tripathi

Punkaj Tripathi

Madhupriya Mistry
  • Published: Monday, 03 October 2022
  • Updated: 03 October 2022, 04:49 PM IST

Sports

Latest News

ନୂଆଦିଲ୍ଲୀ: ବଲିଉଡର ଜଣାଶୁଣା ଅଭିନେତା ପଙ୍କଜ ତ୍ରିପାଠୀ। ଏବେ ସେ ନିର୍ବାଚନ ଆୟୋଗଙ୍କ ହେବେ ନ୍ୟାସନାଲ ଆଇକନ୍‌ ବା ବ୍ରାଣ୍ଡ ଆମ୍ବାସାଡର୍‌। ଓଟିଟିରେ ଅନେକ ୱେବ ସିରିଜ ଓ ବଲିଉଡ ଫିଲ୍ମ ଜରିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତା ପଙ୍କଜ ତ୍ରିପାଠୀଙ୍କୁ ନିର୍ବାଚନ ଆୟୋଗ ତଥା ଇସି ନିଜର ନ୍ୟାସନାଲ ଆଇକନ୍‌ ବନାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଆଜି ନିର୍ବାଚନ ଆୟୋଗର ମୁଖ୍ୟ ନିର୍ବାଚନ ଅଧିକାରୀ ରାଜୀବ କୁମାର ଘୋଷଣା କରିଛନ୍ତି।

ଭୋଟ୍ ପ୍ରତିଶତ ବୃଦ୍ଧି ଏବଂ ଶତପ୍ରତିଶତ ଭୋଟ୍ ପାଇଁ ପ୍ରଚାର କରିବାକୁ ନିର୍ବାଚନ ଆୟୋଗ ଜାତୀୟ ଆଇକନ୍ କିମ୍ବା ବ୍ରାଣ୍ଡ ଆମ୍ବାସାଡର ଭାବରେ ପ୍ରସିଦ୍ଧ ବ୍ୟକ୍ତିତ୍ୱମାନଙ୍କୁ ବାଛିଥାନ୍ତି। ୨୦୧୪ରେ, ଗୁଜରାଟରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରାଙ୍କୁ ବ୍ରାଣ୍ଡ ଆମ୍ବାସାଡର କରିଥିଲେ।

ସେହିପରି ମହେନ୍ଦ୍ର ସିଂହ ଧୋନିଙ୍କୁ ମଧ୍ୟ ବ୍ରାଣ୍ଡ ଆମ୍ବାସାଡର ବନାଇଥିଲେ ନିର୍ବାଚନ ଆୟୋଗ। ତେବେ ମ୍ୟାଚ୍‌ରେ ବ୍ୟସ୍ତ ରହିବା ଯୋଗୁ ସେ ନିଜେ ଲୋକସଭା ନିର୍ବାଚନରେ ଭୋଟ ଦେଇପାରିନଥିଲେ।

ଆଜି ୬ଟି ରାଜ୍ୟର ୭ଟି ବିଧାନସଭା ପାଇଁ ନଭେମ୍ବର ୩ ତାରିଖରେ ଉପ-ନିର୍ବାଚନ ହେବ ବୋଲି ଘୋଷଣା ହୋଇଛି। ଏହାର ୩ ଦିନ ପରେ ଭୋଟ୍‌ ଗଣନା କରାଯିବ ବୋଲି ମଧ୍ୟ ନିର୍ବାଚନ କମିସନ୍‌ ସୂଚନା ଦେଇଛି। ଉପ-ନିର୍ବାଚନ ହେବାକୁ ଥିବା ୭ଟି ଆସନଗୁଡ଼ିକ ମଧ୍ୟରେ ରହିଛି ବିହାରର ମୋକମା ଓ ଗୋପାଳଗଞ୍ଜ, ମହାରାଷ୍ଟ୍ରର ଅନ୍ଧେରୀ ଇଷ୍ଟ୍‌, ହରିୟାଣାର ଆଦମପୁର, ତେଲେଙ୍ଗାନାର ମୁନୁଗୋଡ଼, ଉତ୍ତର ପ୍ରଦେଶର ଗୋଲା ଗୋକ୍ରନ୍ନାଥ ଏବଂ ଓଡ଼ିଶାର ଧାମନଗର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story