ପର୍ଣ୍ଣ ରାକେଟ ଚଳାଇଥିବା ଅଭିଯୋଗରେ ଅଭିନେତ୍ରୀ ଗିରଫ

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଥିବା ପର୍ଣ୍ଣ ରାକେଟର ପର୍ଦ୍ଦାଫାସ କରିଛି ପୁଲିସ୍‌। ଏହି ଘଟଣାରେ ପୁଲିସ୍‌ ୮ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଜଣେ ଅଭିନେତ୍ରୀ ମଧ୍ୟ ରହିଛନ୍ତି। ଏହାବାଦ ଜଣେ ପ୍ରଫେସନାଲ ଫଟୋଗ୍ରାଫର ଓ ବିଦେଶୀ ପ୍ରଡକ୍ସନ କମ୍ପାନୀର କର୍ମଚାରୀଙ୍କୁ ବି ପୁଲିସ୍‌ ଗିରଫ କରିଛି। ପୁଲିସ୍‌ କହିଛି ଯେ ଲକଡାଉନ ବେଳେ ପର୍ଣ୍ଣ ଫିଲ୍ମର ଚାହିଦା ବଢ଼ିଥିଲା। ଏହାର ଫାଇଦା ହାସଲ କରି ଅଭିଯୁକ୍ତମାନେ ମୁମ୍ବାଇ ଭିତରେ ଓ ବାହାରେ ଥିବା ବଙ୍ଗଳାରେ ଏକାଧିକ […]

ghena

ghena

Ordigital Desk
  • Published: Tuesday, 09 February 2021
  • Updated: 09 February 2021, 11:03 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଥିବା ପର୍ଣ୍ଣ ରାକେଟର ପର୍ଦ୍ଦାଫାସ କରିଛି ପୁଲିସ୍‌। ଏହି ଘଟଣାରେ ପୁଲିସ୍‌ ୮ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଜଣେ ଅଭିନେତ୍ରୀ ମଧ୍ୟ ରହିଛନ୍ତି। ଏହାବାଦ ଜଣେ ପ୍ରଫେସନାଲ ଫଟୋଗ୍ରାଫର ଓ ବିଦେଶୀ ପ୍ରଡକ୍ସନ କମ୍ପାନୀର କର୍ମଚାରୀଙ୍କୁ ବି ପୁଲିସ୍‌ ଗିରଫ କରିଛି।

ପୁଲିସ୍‌ କହିଛି ଯେ ଲକଡାଉନ ବେଳେ ପର୍ଣ୍ଣ ଫିଲ୍ମର ଚାହିଦା ବଢ଼ିଥିଲା। ଏହାର ଫାଇଦା ହାସଲ କରି ଅଭିଯୁକ୍ତମାନେ ମୁମ୍ବାଇ ଭିତରେ ଓ ବାହାରେ ଥିବା ବଙ୍ଗଳାରେ ଏକାଧିକ ଆଡଲ୍ଟ ଫିଲ୍ମ ତିଆରି କରିଥିଲେ। ଅଭିଯୁକ୍ତ ଅଭିନେତ୍ରୀ ଗେହାନା ବୈଶିଷ୍ଟ ଗୋଟିଏ ପ୍ରଡକ୍ସନ ହାଉସ ଖୋଲିଥିଲେ ଓ ଶର୍ଟ ଫିଲ୍ମ ପାଇଁ ପର୍ଣ୍ଣ କ୍ଲିପ ତିଆରି କରିଥିଲେ।

ସୋମବାର ପୁଲିସ୍‌ ଉମେଶ କାମତ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଓଟିଟି ପ୍ଲାଟଫର୍ମରେ ପର୍ଣ୍ଣ କ୍ଲିପ ଅପଲୋଡ କରିବା ପାଇଁ ଉମେଶ ବିଦେଶୀ ପ୍ରଡକ୍ସନ ହାଉସ ସହ ସମନ୍ୱୟ ରକ୍ଷା କରୁଥିଲେ। ଏଥିପାଇଁ କେତେ ଟଙ୍କା ମିଳିବ, ତା’ର ଡିଲ୍‌ ମଧ୍ୟ ସେ କରୁଥିଲେ। ଏହି ଗ୍ରୁପ୍‌ର ସଦସ୍ୟମାନେ ମୁମ୍ବାଇରେ ଶୁଟିଂ କରୁଥିଲେ ହେଁ ପର୍ଣ୍ଣ କ୍ଲିପ୍‌କୁ ବିଦେଶୀ ପ୍ରଡକ୍ସନ ହାଉସ ଜରିଆରେ ସେଠାକାର ସର୍ଭର ବ୍ୟବହାର କରି ଓଟିଟି ପ୍ଲାଟଫର୍ମରେ ଅପଲୋଡ କରୁଥିଲେ।

ଫଳରେ ଭାରତର ଯେ ଏହି ସବୁ କାର୍ଯ୍ୟ ଚାଲିଛି, ତାହା ଜଣାପଡ଼ୁ ନଥିଲା। ଗ୍ରୁପ୍‌ ପକ୍ଷରୁ ଅଭିନୟ କରିବାକୁ ନୂଆ କରି ଆସୁଥିବା ଯୁବକ ଯୁବତୀଙ୍କୁ ଟାର୍ଗେଟ କରାଯାଉଥିଲା। ସେମାନଙ୍କୁ ଶର୍ଟ ଫିଲ୍ମରେ କାମ ଦେବାକୁ କହି ପର୍ଣ୍ଣ କ୍ଲିପ‌ ଶୁଟିଂ କରାଯାଉଥିଲା। ଏବେ ପୁଲିସ୍‌ ବଲିଉଡର କେହି ସଦସ୍ୟ ଏହି ରାକେଟରେ ସମ୍ପୃକ୍ତ ଅଛନ୍ତି କି ନାହିଁ, ସେକଥା ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି।

ଅନ୍ୟପକ୍ଷରେ ଆଉ ଏକ ରିପୋର୍ଟରୁ ମିଳିଥିବା ତଥ୍ୟ ଅନୁଯାୟୀ ଗିରଫ ଅଭିନେତ୍ରୀ ଗେହାନା ବୈଶିଷ୍ଟ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିବା ଏରୋଟିକ ୱେବ ସିରିଜ୍‌ ଗନ୍ଦିବାତରେ ଅଭିନୟ କରିଥିଲେ। ତାଙ୍କ ନାଁରେ ପ୍ରଡକ୍ସନ ହାଉସ ମଧ୍ୟ ରହିଛି। ପୁଲିସ୍‌ ତାଙ୍କୁ ଗିରଫ କରିଛି। ହେଲେ ଗେହାନାଙ୍କ ଟିମ୍‌ ସେ ପୂରା ନିର୍ଦ୍ଦୋଷ ବୋଲି ଯୁକ୍ତି ଉପସ୍ଥାପନ କରିଛି।

ଟିମ୍‌ ପକ୍ଷରୁ ଜାରି ଅଫିସିଆଲ ବିବୃତିରେ କୁହାଯାଇଛି ଯେ ଗେହାନା ବୈଶିଷ୍ଟ ଓରଫ ବନ୍ଦନା ତିୱାରୀ ସଂପୂର୍ଣ୍ଣ ନିର୍ଦ୍ଦୋଷ। ସେ କୌଣସି ପ୍ରକାରର ପର୍ଣ୍ଣ ରାକେଟରେ ସାମିଲ ନାହାନ୍ତି। ଜିଭି ଷ୍ଟୁଡିଓର ପ୍ରଯୋଜକ ଓ ନିର୍ଦ୍ଦେଶକ ହିସାବରେ ସେ ଆଇନ ଦ୍ୱାରା ଅନୁମୋଦିତ ଫିଲ୍ମ ନିର୍ମାଣ କରୁଥିଲେ। ଏଥିସହ ଫିଲ୍ମ ଗୁଡ଼ିକର ଦୃଶ୍ୟ ଆଧାରରେ ଏହାକ ଏରୋଟିକ୍‌ର ନାଁ ମଧ୍ୟ ଦିଆଯାଉଥିଲା। ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱିମାନେ ତାଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରିଥିବା ଟିମ୍‌ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story