କୋର୍ଟରେ ରାଜି ହେଲା ଅଫତାବ: ୫ ଦିନ ଭିତରେ ହେବ ନାର୍କୋ ଟେଷ୍ଟ

ନୂଆଦିଲ୍ଲୀ: ନିଜର ଲିଭ ଇନ ପାର୍ଟନର ଶ୍ରଦ୍ଧା ୱାଲକରଙ୍କୁ ନିର୍ମମ ଭାବେ ହତ୍ୟା କରିବା ଅଭିଯୋଗରେ ଗିରଫ ଅଫତାବ ପୁନାୱାଲର ହେବ ନାର୍କୋ ଟେଷ୍ଟ। ଆସନ୍ତା ୫ ଦିନ ଭିତରେ ଅଫତାବର ନାର୍କୋ ଆନାଲିସିସ୍‌ ଟେଷ୍ଟ ସାରିବାକୁ ଆଜି ଦିଲ୍ଲୀର ଗୋଟିଏ କୋର୍ଟ କହିଛନ୍ତି। ଗତକାଲି ସମାନ କୋର୍ଟ ଦିଲ୍ଲୀ ପୁଲିସ୍‌କୁ ଅଫତାବର ନାର୍କୋ ଟେଷ୍ଟ କରିବାକୁ ଅନୁମତି ଦେବା ସହ ତା’ ରିମାଣ୍ଡ ଅବଧିକୁ ଆଉ ୫ ଦିନ ବୃଦ୍ଧି କରିଥିଲେ। ୨୮ ବର୍ଷୀୟ ଅଫତାବ […]

aftab

aftab

Hemant Lenka
  • Published: Friday, 18 November 2022
  • Updated: 18 November 2022, 09:04 PM IST

Sports

Latest News

ନୂଆଦିଲ୍ଲୀ: ନିଜର ଲିଭ ଇନ ପାର୍ଟନର ଶ୍ରଦ୍ଧା ୱାଲକରଙ୍କୁ ନିର୍ମମ ଭାବେ ହତ୍ୟା କରିବା ଅଭିଯୋଗରେ ଗିରଫ ଅଫତାବ ପୁନାୱାଲର ହେବ ନାର୍କୋ ଟେଷ୍ଟ। ଆସନ୍ତା ୫ ଦିନ ଭିତରେ ଅଫତାବର ନାର୍କୋ ଆନାଲିସିସ୍‌ ଟେଷ୍ଟ ସାରିବାକୁ ଆଜି ଦିଲ୍ଲୀର ଗୋଟିଏ କୋର୍ଟ କହିଛନ୍ତି।

ଗତକାଲି ସମାନ କୋର୍ଟ ଦିଲ୍ଲୀ ପୁଲିସ୍‌କୁ ଅଫତାବର ନାର୍କୋ ଟେଷ୍ଟ କରିବାକୁ ଅନୁମତି ଦେବା ସହ ତା’ ରିମାଣ୍ଡ ଅବଧିକୁ ଆଉ ୫ ଦିନ ବୃଦ୍ଧି କରିଥିଲେ। ୨୮ ବର୍ଷୀୟ ଅଫତାବ ମେ’ ୧୮ରେ ଶ୍ରଦ୍ଧାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା। ଏହାପରେ ତାଙ୍କ ମୃତଦେହକୁ ୩୫ ଖଣ୍ଡ କରି କାଟି ଦେଇ ପର୍ଯ୍ୟାୟକ୍ରମେ ଦିଲ୍ଲୀର ଗୋଟିଏ ଜଙ୍ଗଲରେ ଫିଙ୍ଗିଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ପୂରା ଦେଶ ସ୍ତବ୍ଧ ହୋଇଯାଇଛି।

ତଦନ୍ତ ବେଳେ ପୁଲିସ୍‌ ଆଗରେ ଅଫତାବ ହତ୍ୟକାଣ୍ତକୁ ସ୍ୱୀକାର କରିଛି। ହେଲେ ସେ ବାରମ୍ବାର ବୟାନ ବଦଳାଉଛି ଓ ତଦନ୍ତରେ ସହଯୋଗ କରୁ ନଥିବାରୁ ପୁଲିସ୍‌ ନାର୍କୋ ଟେଷ୍ଟ କରିବାକୁ ଆବେଦନ କରିଥିଲା। କୋର୍ଟ ଏଥିପାଇଁ ଅନୁମତି ମଧ୍ୟ ଦେଇଛନ୍ତି।

ଅଫତାବର ଓକିଲ ଅବିନାଶ କୁମାର କହିଛନ୍ତି, ମେଟ୍ରୋପଲଟାଣ୍ଟ ମାଜିଷ୍ଟ୍ରେଟ ବିଜୟଶ୍ରୀ ରାଠୋର ପୁଲିସ୍‌କୁ ନାର୍କୋ ଟେଷ୍ଟ ବା ସତ୍ୟ ସେରମ ପରୀକ୍ଷା ପାଇଁ ଅନୁମତି ଦେଇଛନ୍ତି। ଏଥିପାଇଁ ଅଫତାବ କୋର୍ଟରେ ନିଜର ସହମତ ପ୍ରକାଶ କରିଛି। ସେ ରାଜି ହେବା ପରେ କୋର୍ଟ ୫ ଦିନ ଭିତରେ ନାର୍କୋ ଟେଷ୍ଟ ସାରିବାକୁ ଅନୁମତି ଦେଇଥିବା ସେ କହିଛନ୍ତି।

ନାର୍କୋ ଟେଷ୍ଟ ବ୍ୟତୀତ ଏହି ୫ ଦିନିଆ ରିମାଣ୍ଡ ଅବଧି ସମୟରେ ପୁଲିସ ଅଫତାବକୁ ହିମାଚଳ ପ୍ରଦେଶର ପାର୍ବତୀ ଉପତ୍ୟାକା ନେଇ ଘଟଣାର ତଦନ୍ତ କରିବ। କାରଣ ଶ୍ରଦ୍ଧା ଓ ଅଫତାବ ମେ’ ମାସରେ ହିମାଚଳ ପ୍ରଦେଶକୁ ବୁଲିବାକୁ ଯାଇଥିଲେ। ସେଠାରୁ ଫେରିବା ପରେ ଅଫତାବ ମେ’ ୧୮ରେ ଶ୍ରଦ୍ଧାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା।

ଏହାପରେ ତାଙ୍କ ମୃତଦେହକୁ ଦୀର୍ଘ ୧୦ ଘଣ୍ଟାର ପରିଶ୍ରମ କରି ୩୫ ଖଣ୍ଡରେ ପରିଣିତ କରିଥିଲା। ଶେଷରେ ଏହାକୁ ନେଇ ଦିଲ୍ଲୀର ମେହରୁଲ ଜଙ୍ଗଲରେ ପର୍ଯ୍ୟାୟକ୍ରମେ ଫିଙ୍ଗି ଦେଇଥିଲା। ଖାଲି ସେତିକି ନୁହେଁ, ସେ ଶ୍ରଦ୍ଧାଙ୍କ ମୁଣ୍ଡକୁ ମଧ୍ୟ ପୋଡ଼ି ଦେଇଥିବା ଜଣାପଡ଼ିଛି। ପୁଲିସ୍‌ ଗତ ଶୁକ୍ରବାର ଅଫତାବକୁ ଶ୍ରଦ୍ଧାଙ୍କ ହତ୍ୟା ଘଟଣାରେ ଗିରଫ କରିଥିଲା।

ଏହାର ଦିନକ ପରେ ଅର୍ଥାତ ଶନିବାର ଠାରୁ ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ଜେରା କରୁଥିଲା।ଶ୍ରଦ୍ଧାଙ୍କ ମୋବାଇଲ ଫୋନ ଓ ମୃତଦେକୁ ଖଣ୍ଡଖଣ୍ଡ କରିବା ପାଇଁ ବ୍ୟବହାର ହୋଇଥିବା ଛୁରୀକୁ ପୁଲିସ ଏଯାଏ ପାଇନି। ତେଣୁ ଅଫତାବକୁ ରିମାଣ୍ଡରେ ନେବା ଜରୁରୀ ବୋଲି ପୁଲିସ୍‌ କୋର୍ଟରେ ଯୁକ୍ତି ରଖିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story