ଇଦ୍‌ ପୂର୍ବରୁ ପୁଲିସ ଉପରକୁ ପଥର ମାଡ, ଇଣ୍ଟରନେଟ୍‌ ସେବା ବନ୍ଦ

ନୂଆଦିଲ୍ଲୀ: ଆଜି ସାରା ଦେଶରେ ବେଶ୍‌  ଧୁମ୍‌ଧାମରେ ପାଳନ ହେଉଛି ଇଦ୍‌। ତେବେ ଇଦ୍‌ ପୂର୍ବରୁ ଅଶାନ୍ତ ହୋଇପଡିଛି ରାଜସ୍ଥାନର ଯୋଧପୁର। ଗତକାଲି ବିଳମ୍ବିତ ରାତିରେ ପତାକା ଓ ଲାଉଡସ୍ପିକରକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏଯାଏଁ ଶାନ୍ତ ପଡିନାହିଁ। ଏଠାରେ ସ୍ଥାନୀୟ ଲୋକ ପୁଲିସ ଉପରକୁ ପଥରମାଡ କରିଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି। ସମ୍ବେଦନଶୀଳ ସ୍ଥାନରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। […]

rajasthans-jodhpur-internet-suspended

rajasthans-jodhpur-internet-suspended

Madhupriya Mistry
  • Published: Tuesday, 03 May 2022
  • Updated: 03 May 2022, 11:38 AM IST

Sports

Latest News

ନୂଆଦିଲ୍ଲୀ: ଆଜି ସାରା ଦେଶରେ ବେଶ୍‌  ଧୁମ୍‌ଧାମରେ ପାଳନ ହେଉଛି ଇଦ୍‌। ତେବେ ଇଦ୍‌ ପୂର୍ବରୁ ଅଶାନ୍ତ ହୋଇପଡିଛି ରାଜସ୍ଥାନର ଯୋଧପୁର। ଗତକାଲି ବିଳମ୍ବିତ ରାତିରେ ପତାକା ଓ ଲାଉଡସ୍ପିକରକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏଯାଏଁ ଶାନ୍ତ ପଡିନାହିଁ। ଏଠାରେ ସ୍ଥାନୀୟ ଲୋକ ପୁଲିସ ଉପରକୁ ପଥରମାଡ କରିଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି। ସମ୍ବେଦନଶୀଳ ସ୍ଥାନରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ସୂଚନା ଅନୁଯାୟୀ, ଯୋଧପୁରରେ ସୋମବାର ସନ୍ଧ୍ୟାରେ ଇଦ୍ ପୂର୍ବରୁ ଜାଲୌରୀ ଗେଟ୍ ଅଞ୍ଚଳରେ ପତାକା ଉତ୍ତୋଳନକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଏହା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହା ପରେ ଯୋଧପୁରରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିଲା ଏବଂ ପୁଲିସ ଫୋର୍ସ ଉପସ୍ଥିତିରେ ଇଦ୍‌ର ନମାଜ ପାଠ କରାଯାଇଥିଲା।

ସେପଟେ ଯୋଧପୁରରେ ତିନି ଦିନିଆ ପର୍ଶୁରାମ ଜୟନ୍ତୀ ମଧ୍ୟ ପାଳନ କରାଯାଉଛି। ଦୁଇ ସମ୍ପ୍ରଦାୟ ଦ୍ୱାରା ଧାର୍ମିକ ପତାକା ଲଗାଇବାକୁ ନେଇ ବିବାଦ ଉପୁଜିଛି। ଏପରିକି ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍‌ ମଧ୍ୟ ହୋଇଛନ୍ତି। ପୁଲିସ ପରିସ୍ଥିତି ଆୟତ କରିବାକୁ ଯାଇ ଲାଠି ଚାର୍ଜ କରିଛି। ଏପରିକି ଲୁହବୁହା ଗ୍ୟାସ୍‌ ମଧ୍ୟ ପ୍ରୟୋଗ କରିଛି ପୁଲିସ। ଏବେ ପୁଣି ସକାଳୁ ଆଉ ଥରେ ଅଶାନ୍ତ ହୋଇପଡିଛି ଯୋଧପୁର। ପୁଲିସ ଉପରକୁ ପୁଣି ପଥର ମାଡ ହେବା ପରେ ପୁଲିସ ମଧ୍ୟ ପୁଣି ଲାଠିଚାର୍ଜ କରିଛି। ଏଥିରେ ୪ରୁ ୫ ପୁଲିସ ଅଧିକାରୀ ଆହତ ହୋଇଛନ୍ତି।

ସେପଟେ ଏହି ଘଟଣାକୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟ୍ୱିଟ୍‌ କରି ଉଭୟ ପକ୍ଷକୁ ଶାନ୍ତି ବଜାୟ ରଖିବା ପାଇଁ ଅପିଲ କରିଛନ୍ତି।

ବାସ୍ତବରେ, ସହରର ଜାଲୌରୀ ଗେଟ୍ ଛକଠାରେ ସ୍ୱାଧୀନତା ସଂଗ୍ରାମୀ ବାଲ ମୁକୁନ୍ଦ ବିସ୍ସାଙ୍କ ପ୍ରତିମୂର୍ତ୍ତିରେ ପତାକା ଲଗାଇବା ଏବଂ ସର୍କଲରେ ଇଦ୍ ସହ ଜଡିତ ବ୍ୟାନର ଲଗାଇବାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଏହା ବ୍ୟତୀତ ଇଦ୍ ପ୍ରାର୍ଥନା ପାଇଁ ଛକ ପର୍ଯ୍ୟନ୍ତ ଲାଉଡ ସ୍ପିକର ଲଗାଇବାକୁ ନେଇ କିଛି ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।  ଏହି ସମୟରେ କିଛି ହିନ୍ଦୁ ଲୋକମାନେ ସ୍ଲୋଗାନ ଦେଇଥିଲେ ଏବଂ ପତାକା ଓ ବ୍ୟାନର ହଟାଇ ଦେଇଥିଲେ। ପ୍ରବଳ ବିରୋଧ ମଧ୍ୟ କରାଯାଇଥିଲା।

ଏହାଦେଖି, ମୁସଲିମ ସମ୍ପ୍ରସାୟର କିଛି ଲୋକେ ମଧ୍ୟ ସକ୍ରିୟ ହୋଇଗଲେ।  ରାସ୍ତା ଉପରେ ଥିବା ଅନେକ ଗାଡି ଭଙ୍ଗାରୁଜା କରିଥିଲେ।  ତା’ପରେ ସେଠାରେ ପଥର ଫିଙ୍ଗିବା ଆରମ୍ଭ ହୋଇଥିଲା। ପୁଲିସ ମଧ୍ୟ ବିକ୍ଷୋଭକାରୀଙ୍କୁ କାବୁ କରିବା ପାଇଁ  ସାମାନ୍ୟ ବଳ ପ୍ରୟୋଗ କରିଥିଲା।

https://twitter.com/ashokgehlot51/status/1521311961061130240?s=20&t=RpXfZJ7KFEhwHWZv31dAHg

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story