ବାୟୁସେନା ଦାୟିତ୍ୱ ନେଲେ କାରଗିଲ୍‌ ଯୁଦ୍ଧର ହିରୋ

ନୂଆଦିଲ୍ଲୀ: ଦେଶର ୨୭ତମ ବାୟୁସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଏୟାର ମାର୍ଶାଲ ବିବେକ ରାମ ଚୌଧୁରୀ। ବିଦାୟୀ ବାୟୁସେନା ମୁଖ୍ୟ ଆର୍‌କେଏସ୍ ଭଦୌରିଆଙ୍କ ଠାରୁ ସେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ନେବା ପରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦନ କରାଯାଇଛି। ପୂର୍ବରୁ ଏୟାର ମାର୍ଶଲ ଥିବା ବିବେକ ଚୌଧରୀଙ୍କର ୩ ହଜାର ୮ଶହ ଘଣ୍ଟା ଯୁଦ୍ଧ ବିମାନ ଉଡ଼ାଇବାର ଅଭିଜ୍ଞତା ଅଛି।  ଭାଇସ୍ ଚିଫ୍ ହେବା ଆଗରୁ ସେ ୱେଷ୍ଟର୍ଣ୍ଣ […]

vr-chaudhari

vr-chaudhari

Madhupriya Mistry
  • Published: Thursday, 30 September 2021
  • Updated: 30 September 2021, 01:38 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ୨୭ତମ ବାୟୁସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଏୟାର ମାର୍ଶାଲ ବିବେକ ରାମ ଚୌଧୁରୀ। ବିଦାୟୀ ବାୟୁସେନା ମୁଖ୍ୟ ଆର୍‌କେଏସ୍ ଭଦୌରିଆଙ୍କ ଠାରୁ ସେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ନେବା ପରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦନ କରାଯାଇଛି।

ପୂର୍ବରୁ ଏୟାର ମାର୍ଶଲ ଥିବା ବିବେକ ଚୌଧରୀଙ୍କର ୩ ହଜାର ୮ଶହ ଘଣ୍ଟା ଯୁଦ୍ଧ ବିମାନ ଉଡ଼ାଇବାର ଅଭିଜ୍ଞତା ଅଛି।  ଭାଇସ୍ ଚିଫ୍ ହେବା ଆଗରୁ ସେ ୱେଷ୍ଟର୍ଣ୍ଣ କମାଣ୍ଡ ଦାୟିତ୍ୱରେ ଥିଲେ।  ମିଗ୍ ସିରିଜ୍‌ର ଟ୍ୱେଣ୍ଟି ଓ୍ୱାନ୍, ଟ୍ୱେଣ୍ଟି ନାଇନ୍‌ ଫ୍ଲାଇଟ୍ ଉଡ଼ାଇବା ସହିତ ସୁଖୋଇ ବି ସେ ଉଡ଼ାଇଛନ୍ତି। କାରଗିଲ୍ ଯୁଦ୍ଧରେ ମଧ୍ୟ ଅଂଶଗ୍ରହଣ କରିଥିଲେ ଏୟାର ମାର୍ଶଲ ବିବେକ ଚୌଧରୀ। ସେ ଏହି ଯୁଦ୍ଧର ଥିଲେ ରିଆଲ ହିରୋ। ଏହି ଯୁଦ୍ଧରେ 'ସଫେଦ ସାଗର' ଜରିଆରେ ସେ ପାକିସ୍ତାନର ହାଲତ ଢ଼ିଲା କରିଦେଇଥିଲେ।

ଫ୍ରାନ୍ସରୁ ଅଣାଯାଇଥିବା ରାଫେଲ ପ୍ରୋଗ୍ରାମରେ ମଧ୍ୟ ସେ ଜଡ଼ିତ।  ଜୁନ୍ ୨୦୨୧ରେ ବାୟୁସେନା ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ୱେଷ୍ଟର୍ଣ୍ଣ ଏୟାର୍ କମାଣ୍ଡୋର କମାଣ୍ଡର୍-ଇନ୍-ଚିଫ୍ ଥିଲେ। ସେ ପରମ ବିଶିଷ୍ଟ ସେବା ମେଡାଲ୍, ଅତି ବିଶିଷ୍ଟ ସେବା ମେଡାଲ୍ ଓ ବାୟୁ ସେନା ମେଡାଲ୍ ପ୍ରାପ୍ତ କରିଛନ୍ତି।

ଆସନ୍ତା ୩ ବର୍ଷ ଯାଏଁ ଏବେ ବିବେକ ରାମ ଚୌଧୁରୀ ବାୟୁସେନା ମୁଖ୍ୟ ପଦରେ ରହିବେ। ଭିଆର୍‌ ଚୌଧୁରୀ ନ୍ୟାସନାଲ ଡିଫେନ୍ସ ଏକାଡେମୀ (NDA) ରୁ ପାସଆଉଟ୍। ସେ ପ୍ରତିରକ୍ଷା ସେବା କର୍ମଚାରୀ ମହାବିଦ୍ୟାଳୟରୁ ସ୍ନାତକ କରିଛନ୍ତି। ଏୟାର ମାର୍ଶଲ ହରଜିତ ସିଂ ଆରୋରାଙ୍କ ସ୍ଥାନରେ ଜୁଲାଇ ୧ରେ ଭି.ଆର ଚୌଧୁରୀଙ୍କୁ ୪୫ତମ ବାୟୁସେନା ଉପାଧ୍ୟକ୍ଷ କରାଯାଇଥିଲା। ଭାରତୀୟ ବାୟୁସେନା (IAF) ରେ ଏହା ହେଉଛି ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story