ଗୁଜରାଟରେ ନିର୍ମାଣ ହେବ ସାମରିକ ଟ୍ରାନ୍ସପୋର୍ଟ ବିମାନ, ହାତ ଖୋଲିଦେଲେ ମୋଦି

ଅହମ୍ମଦାବାଦ: ଗୁରାଟରେ ମେଗା ପ୍ରଳଳ୍ପ ଲାଗି  ହାତ ଖୋଲି ଦେଇଛନ୍ତି କେନ୍ଦ୍ର ସରକାର। ଏଠାରେ ଟାଟା ଏବଂ ଏୟାରବସ୍‌ ପକ୍ଷରୁ ସେନା ପାଇଁ  ପରିବହନ ବିମାନ ନିର୍ମାଣ ହେବ। ଏଥିପାଇଁ ବିଶାଳ ପରିମାଣ ଅର୍ଥ ତଥା ୨୨,୦୦୦ କୋଟି ଟଙ୍କା ବିନିମୟ ହେବ। ଯାହା ହେଉଛି ୨.୬୬୬ ବିଲିୟନ୍‌ ଡଲାର।  ଭାରତରେ ପ୍ରଥମଥର ପାଇଁ ଘରୋଇ କମ୍ପାନୀ ପକ୍ଷରୁ ଏହି ସାମରିକ ଏୟାରକ୍ରାଫ୍ଟ ନିର୍ମାଣ ହେବାକୁ ଯାଉଛି।  ଏହି ପ୍ରକଳ୍ପର ସମ୍ପୂର୍ଣ୍ଣ  ଅଟକଳ ୨୧,୯୩୫ କୋଟି ଟଙ୍କା […]

air

air

Tapas Behera
  • Published: Thursday, 27 October 2022
  • Updated: 27 October 2022, 08:59 PM IST

Sports

Latest News

ଅହମ୍ମଦାବାଦ: ଗୁରାଟରେ ମେଗା ପ୍ରଳଳ୍ପ ଲାଗି  ହାତ ଖୋଲି ଦେଇଛନ୍ତି କେନ୍ଦ୍ର ସରକାର। ଏଠାରେ ଟାଟା ଏବଂ ଏୟାରବସ୍‌ ପକ୍ଷରୁ ସେନା ପାଇଁ  ପରିବହନ ବିମାନ ନିର୍ମାଣ ହେବ। ଏଥିପାଇଁ ବିଶାଳ ପରିମାଣ ଅର୍ଥ ତଥା ୨୨,୦୦୦ କୋଟି ଟଙ୍କା ବିନିମୟ ହେବ। ଯାହା ହେଉଛି ୨.୬୬୬ ବିଲିୟନ୍‌ ଡଲାର।  ଭାରତରେ ପ୍ରଥମଥର ପାଇଁ ଘରୋଇ କମ୍ପାନୀ ପକ୍ଷରୁ ଏହି ସାମରିକ ଏୟାରକ୍ରାଫ୍ଟ ନିର୍ମାଣ ହେବାକୁ ଯାଉଛି।  ଏହି ପ୍ରକଳ୍ପର ସମ୍ପୂର୍ଣ୍ଣ  ଅଟକଳ ୨୧,୯୩୫ କୋଟି ଟଙ୍କା ଆକଳନ କରାଯାଇଛି।  କେବଳ ସାମରିକ ନୁହଁ ବେସାମରିକ ପାଇଁ ମଧ୍ୟ ଏହି ଏୟାର କ୍ରାଫ୍ଟର ବ୍ୟବହୃତ ହେବ। ପ୍ରତିରକ୍ଷା ସଚିବ ଅଜୟ କୁମାର ଏହା କହିଛନ୍ତି। ଏହି ମେଗା ଉତ୍ପାଦନ ପ୍ଲାଣ୍ଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଉଦ୍‌ଘାଟନ କରିଛନ୍ତି। ଏହି ପ୍ରକଳ୍ପ ହଜାର ହଜାର ନଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ ବୋଲି ସେ କହିଛନ୍ତି । ସଂପର୍କରେ ସୂଚନା ଦେଇ କେନ୍ଦ୍ର ପ୍ରତିରକ୍ଷା ସଚିବ ଅଜୟ କୁମାର କହିଛନ୍ତି ଯେ, ଭାରତରେ ପ୍ରଥମ ଥର ପାଇଁ କୌଣସି ଘରୋଇ କମ୍ପାନୀ ପକ୍ଷରୁ ମିଲିଟାରି ବିମାନ ନିର୍ମାଣ କରାଯିବ

ଏହି ପ୍ରକଳ୍ପରେ ମୋଟ ୨୧,୯୩୫ କୋଟି ଟଙ୍କା ବିନିଯୋଗ କରାଯିବ ଏସବୁ ବିମାନ କେବଳ ସାମରିକ ବାହିନୀ ନୁହେଁ, ବେସାମରିକ କାମ ପାଇଁ ବି ବ୍ୟବହାର କରାଯାଇପାରିବ ବିମାନ ନିର୍ମାଣ କମ୍ପାନୀ ଏୟାରବସ୍‌ଠାରୁ ୫୬ଟି ଟ୍ରାନ୍ସପୋର୍ଟ ବିମାନ କ୍ରୟ ପାଇଁ ଗତ ମାସ କେନ୍ଦ୍ର ସରକାର ମଞ୍ଜୁର କରିଥିଲେ।  ଚୁକ୍ତି ଅନୁସାରେ ୧୬ଟି ଏୟାରକ୍ରାପ୍ଟ ଫ୍ଲାଏ ମୁଡ୍‌ରେ କିଣାଯିବା ସହ  ୧୬ଟି ଏୟାରକ୍ରାଫ୍ଟ ଭାରତରେ ନିର୍ମାଣ ହେବ।  ଦେଶରେ ପ୍ରଥମଥର ପାଇଁ ଏକ ଘରୋଇ କମ୍ପାନୀ ପକ୍ଷରୁ ସାମରିକ ଏୟାରକ୍ରାଫ୍ଟ ନିର୍ମାଣ କରାଯାଉଥିବା ପ୍ରତିରକ୍ଷା ସଚିବ କହିଛନ୍ତି। ଯାହା ଦେଶର ବିକାଶ ଅଭିଯାନରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ୧୬ଟି ଏୟାର କ୍ରାଫ୍ଟ ଫ୍ଲାଏ ମୁଡରେ ଭାରତକୁ ଆମଦାନୀ ପ୍ରକ୍ରିୟାରେ ରହିଛି।  ଆସନ୍ତା ୨୦୨୩ ସେପ୍ଟେମ୍ବରରୁ ଅଗଷ୍ଟ ୨୦୨୫ ମଧ୍ୟରେ ସୁଦ୍ଧା ଏହି ବିମାନ ଭାରତରେ ପହଞ୍ଚିବ।  ତେବେ ୨୦୨୬ ସୁଦ୍ଧାର ଗୁଜରାଟରେ ପ୍ରଥମ ଏୟାରକ୍ରାଫ୍ଟ ନିମାର୍ଣ ହେବା ନେଇ ଆଶା କରାଯାଛି।  ଏହି ପ୍ରକଳ୍ପ ଦ୍ବାରା ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି ଏହା ମଧ୍ୟ ମୋଦୀଙ୍କ ମେକ ଇନ ଇଣ୍ଡିଆକୁ ପ୍ରେତ୍ସାହିତ କରିବ ଗତ ସେପ୍ଟେମ୍ବର ମାସରେ ବେଦାନ୍ତ ଫକ୍ସକନ ଦ୍ୱାରା ହେବାକୁ ଥିବା ମେଗା ସେମିକଣ୍ଡକ୍ଟର ପ୍ରକଳ୍ପ ମଧ୍ୟ ଗୁଜୁରାଟ ହାତେଇ ଥିଲା ଏହି ପ୍ରକଳ୍ପଟି ଅହମଦାବାଦ ନିକଟରେ ସ୍ଥାପନ ହେବ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story