ଓପିନିଅନ ପୋଲ ନୁହେଁ, ଅଫିମ ସର୍ଭେ: ଅଖିଳେଶ ଯାଦବ   

ଲକ୍ଷ୍ନୌ: ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓପିନିଅନ ପୋଲ ନିଷେଧାଦେଶକୁ ନେଇ ନିଜର ମତ ରଖିଛନ୍ତି। ବିଭିନ୍ନ ପ୍ରସଙ୍ଗରେ ଏନଡିଟିଭିକୁ ସକ୍ଷାତକାର ଦେଇ ସେ କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ଏହା ଓପିନିଅନ ପୋଲ ନୁହେଁ। ଏହା ଏକ ଅଫିମ ସର୍ଭେ। ଅଖିଳେଶ କହିଛନ୍ତି ଯେ, ଜନସାଧାରଣ ବିଜେପି ବିରୋଧରେ ଏକାଠି ହୋଇଛନ୍ତି । ଏହି ଦଳର ବିଧାୟକମାନଙ୍କୁ ମାଡ ମରାଯାଉଛି। ନେତାମାନଙ୍କୁ ଗାଁକୁ ତଡ଼ି ଦିଆଯାଉଛି । ଏଠିକାର […]

akhilesh

akhilesh

Tapas Behera
  • Published: Monday, 24 January 2022
  • Updated: 24 January 2022, 09:04 PM IST

Sports

Latest News

ଲକ୍ଷ୍ନୌ: ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓପିନିଅନ ପୋଲ ନିଷେଧାଦେଶକୁ ନେଇ ନିଜର ମତ ରଖିଛନ୍ତି। ବିଭିନ୍ନ ପ୍ରସଙ୍ଗରେ ଏନଡିଟିଭିକୁ ସକ୍ଷାତକାର ଦେଇ ସେ କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ଏହା ଓପିନିଅନ ପୋଲ ନୁହେଁ। ଏହା ଏକ ଅଫିମ ସର୍ଭେ। ଅଖିଳେଶ କହିଛନ୍ତି ଯେ, ଜନସାଧାରଣ ବିଜେପି ବିରୋଧରେ ଏକାଠି ହୋଇଛନ୍ତି । ଏହି ଦଳର ବିଧାୟକମାନଙ୍କୁ ମାଡ ମରାଯାଉଛି। ନେତାମାନଙ୍କୁ ଗାଁକୁ ତଡ଼ି ଦିଆଯାଉଛି । ଏଠିକାର ଉପମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ ନିର୍ବାଚନମଣ୍ଡଳୀରେ ବିରୋଧର ସମ୍ମୁଖୀନ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମାବେଶରେ ସରକାରୀ କଳକୁ  ଅପବ୍ୟବହାର କରାଯାଇଥିଲା। ଏଭଳି ସ୍ଥିତିରେ ଓପିନିଅନ ପୋଲକୁ କିପରି ସତ୍ୟ ବୋଲି ବିବେଚନା କରାଯାଇପାରିବ?

ଏହାକୁ ବାରଣ କରାଯାଉ ବୋଲି ଆମେ ଦାବି କରୁଛୁ। ମହଙ୍ଗା ମାଡ଼ ଉପରେ  ବିଜେପି ଆଲୋଚନା କରିବାକୁ ଚାହୁଁନାହିଁ। ଖାଇବା ତେଲ, ଘରୋଇ ଗ୍ୟାସ, ପେଟ୍ରୋଲ ଏବଂ ଡିଜେଲ ଉପରେ ଆଲୋଚନା କରାଯାଉ ନାହିଁ। ସେମାନେ ବେକାରୀ ଓ ଦରଦାମକୁ ନେଇ କଥାବାର୍ତ୍ତା କରୁ ନାହାନ୍ତି। ସେମାନେ ଦଙ୍ଗା ବିଷୟରେ କଥାବାର୍ତ୍ତା କରନ୍ତି। ତାଙ୍କ ଦଳର ବିଧାୟକମାନଙ୍କୁ  କାହିଁକି ମାଡ଼ ମରାଯାଉଛି ତାର କାରଣ କହୁନାହାନ୍ତି। ବିଜେପି ଲୋକ ପ୍ରଚାର କରିପାରୁ ନାହାନ୍ତି। ରାଜନୈତିକ ସମାବେଶ ଉପରେ ରୋକକୁ ନେଇ ଅଖିଳେଶ କହିଛନ୍ତି ଯେ, ବିଜେପି ପୂର୍ବରୁ ହିଁ ଭର୍ଚ୍ଚୁଆଲ ରାଲି ପାଇଁ ପ୍ରସ୍ତୁତ ହୋଇ ସାରିଥିଲା।

ବିଜେପିର ସବୁ  ଷ୍ଟୁଡିଓ ପ୍ରସ୍ତୁତ ଥିଲା। ଏ ବିଷୟରେ  ବିଜେପି ଆଗରୁ ଜାଣିଥିଲା ​​କି ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ ସେ ନିର୍ବାଚନ ଆୟୋଗ ଉପରେ ପ୍ରଶ୍ନ ଉଠାଇ ନାହାଁନ୍ତି ବୋଲି କହିଛନ୍ତି । ସପା ଦଙ୍ଗାକାରୀ ଏବଂ ଅପରାଧୀଙ୍କୁ ଟିକେଟ ଦେଉଥିବା ଅଭିଯୋଗର ଜବାବ ରଖିଛନ୍ତି ଅଖିଳେଶ।

ଅଖିଳେଶ କହିଛନ୍ତି, ମୁଁ କେଶବ ମୌର୍ଯ୍ୟଙ୍କୁ ହରାଇବି । ସେ ବହୁତ ଟ୍ୱିଟ୍ କରୁଛନ୍ତି। ମୁଁ ନିଜେ ଯାଇ ସିରାଥୁରେ ପ୍ରଚାର କରିବି।  ମୁଁ ସାଇକେଲ ନେଇ ସେଠାକୁ ଯିବି। କେଶବ ମୌର୍ଯ୍ୟ ପଛୁଆ ଲୋକଙ୍କୁ ଅପମାନିତ କରିଛନ୍ତି। ତାଙ୍କ ବିରୋଧରେ ଏସପି ପକ୍ଷରୁ କାଳେ ଜଣେ ଶକ୍ତିଶାଳି ପ୍ରାର୍ଥୀ ଦିଆଯିବ ସେଇନେଇ ଭୟଭୀତ ଅଛନ୍ତି। ଚନ୍ଦ୍ରଶେଖର ଆଜାଦଙ୍କ ସହ ଆଲୋଚନା ବିଫଳ ପ୍ରସଙ୍ଗରେ  ଅଖିଳେଶ କହିଛନ୍ତି ଯେ, ଆମ ବିରୋଧରେ ଦଳିତ ବିରୋଧୀ ଅଭିଯୋଗ ଭୁଲ । ସମାଜବାଦୀ ଏବଂ ଆମ୍ବେଦକର ଅଲଗା ହୋଇପାରିବେ ନାହିଁ।  ଆମେ ସେମାନଙ୍କୁ ଦୁଇଟି ସିଟ୍ ଦେଇ ସାମିଲ କରିବାକୁ  ଚାହୁଁଥିଲୁ।  କିନ୍ତୁ ସେମାନେ ଏଥିପାଇଁ ରାଜି ହୋଇ ନଥିଲେ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story