ଅଖିଲେଶଙ୍କ ସ୍ତ୍ରୀ ଓ ଝିଅକୁ କରୋନା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କ ଘରେ ପଶିଲା ମହାମାରୀ କରୋନା। ତାଙ୍କ ସ୍ତ୍ରୀ ଡିମ୍ପଲ ଯାଦବ ଓ ଝିଅ ଟିନା ଯାଦବ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗତକାଲି ଉଭୟଙ୍କ ନମୂନା ପରୀକ୍ଷା ହୋଇଥିଲା। ଆଜି ଦୁହିଁଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏନେଇ ଡିମ୍ପଲ ଯାଦବ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସେ ପୂର୍ବରୁ କରୋନା ଟିକାର ଦୁଇଟି ଡୋଜ […]

Akhilesh yadav

Akhilesh yadav

Madhupriya Mistry
  • Published: Wednesday, 22 December 2021
  • Updated: 22 December 2021, 05:17 PM IST

Sports

Latest News

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କ ଘରେ ପଶିଲା ମହାମାରୀ କରୋନା। ତାଙ୍କ ସ୍ତ୍ରୀ ଡିମ୍ପଲ ଯାଦବ ଓ ଝିଅ ଟିନା ଯାଦବ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗତକାଲି ଉଭୟଙ୍କ ନମୂନା ପରୀକ୍ଷା ହୋଇଥିଲା। ଆଜି ଦୁହିଁଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏନେଇ ଡିମ୍ପଲ ଯାଦବ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସେ ପୂର୍ବରୁ କରୋନା ଟିକାର ଦୁଇଟି ଡୋଜ ନେଇସାରିଛନ୍ତି। କରୋନାର କୌଣସି ଲକ୍ଷଣ ନାହିଁ। ସୁରକ୍ଷା ଦୃଷ୍ଟିରୁ ସେ ନିଜକୁ ଆଇସୋଲେଟ୍‌ କରିଛନ୍ତି। ନିକଟରେ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତ ଲୋକଙ୍କୁ ଶୀଘ୍ର କରୋନା ଟେଷ୍ଟ କରାଇବା ପାଇଁ ଡିମ୍ପଲ ଟ୍ୱିଟ୍‌ କରି ଅନୁରୋଧ କରିଛନ୍ତି।

ସେପଟେ ତାଙ୍କ ଝିଅ ଟିନା ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ସ୍ଥିର ରହିଛି। ଉଭୟ ମା' ଝିଅ ଘରେ ଆଇସୋଲେସନରେ ଅଛନ୍ତି। ଡିମ୍ପଲ ଓ ଟିନା କରୋନାରେ ସଂକ୍ରମିତ ହେବା ପରେ ଓମିକ୍ରନ୍‌ ଯାଂଚ ପାଇଁ ଉଭୟଙ୍କ ନମୂନା ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି।

ସୂଚନା ମୁତାବକ, ପାଖେଇ ଆସୁଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ସପା ନେତା ଅଖିଲେଶ ଯାଦବ ଲଗାତର ଭିନ୍ନ ଭିନ୍ନ ଅଞ୍ଚଳରେ ବିଜୟ ରଥ ଯାତ୍ରା କରୁଛନ୍ତି। ଏଥିରେ ବିପୁଳ ସଂଖ୍ୟା ସମାଜବାଦୀ ପାର୍ଟିର କର୍ମକର୍ତ୍ତା ସାମିଲ ହେଉଛନ୍ତି।

ଉତ୍ତରପ୍ରଦେଶରେ ପୁଣି ଥରେ କରୋନା ମାମଲା ବୃଦ୍ଧି ପାଉଛି। ଏଥିସହିତ ଉତ୍ତରପ୍ରଦେଶରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନର ୨ଟି ମାମଲା ମଧ୍ୟ ସାମ୍ନାକୁ ଆସିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୩ ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏହା ସହିତ କରୋନାର ସକ୍ରିୟ ମାମଲା ସଂଖ୍ୟା ମଧ୍ୟ ୨୧୧କୁ ବୃଦ୍ଧି ପାଇଛି। ସପଟେ ବୁନ୍ଦେଲଖଣ୍ଡର ଝାନ୍ସୀ, ମହୋବା, ଚିତ୍ରାକୋଟ ଆଦି ଜିଲ୍ଲାର ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ପାଇଁ ସରକାରୀ ଡାକ୍ତରଖାନାଗୁଡ଼ିକରେ ବେଡ୍‌ ସଂଖ୍ୟାକୁ ୧୦୦ରୁ ୨୦୦କୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି।

https://twitter.com/dimpleyadav/status/1473605868088291329?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story