ଏଥର ଯୋଗୀ ସରକାରଙ୍କୁ ବିଧାନସଭାରେ ଘେରିବେ ଅଖିଲେଶ

ଲକ୍ଷ୍ନୌ: ଏଥର ଯୋଗୀ ସରକାରଙ୍କୁ ପ୍ରଶ୍ନ କରିବେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ। ବିଧାନସଭାରେ ସରକାରଙ୍କୁ କରିବେ ଟାର୍ଗେଟ। ଆଜି ସମାଜବାଦୀ ପାର୍ଟି ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ସାପା ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ଏହାର ଅର୍ଥ ଅଖିଳେଶ ଯାଦବ ମୁଖ୍ୟ ବିରୋଧୀ ଦଳ ଭାବେ ବିଧାନସଭାରେ ବିରୋଧୀ ଦଳର ନେତା ହେବେ। ଅଖିଳେଶ ଯାଦବ ମୌନପୁରୀର କରହଲ ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି। ଏହାପୂର୍ବରୁ ସେ ଆଜମଗଡର ସାଂସଦ ଥିଲେ। […]

Akhilesh

Akhilesh

Madhupriya Mistry
  • Published: Saturday, 26 March 2022
  • Updated: 26 March 2022, 03:14 PM IST

Sports

Latest News

ଲକ୍ଷ୍ନୌ: ଏଥର ଯୋଗୀ ସରକାରଙ୍କୁ ପ୍ରଶ୍ନ କରିବେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ। ବିଧାନସଭାରେ ସରକାରଙ୍କୁ କରିବେ ଟାର୍ଗେଟ। ଆଜି ସମାଜବାଦୀ ପାର୍ଟି ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ସାପା ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ଏହାର ଅର୍ଥ ଅଖିଳେଶ ଯାଦବ ମୁଖ୍ୟ ବିରୋଧୀ ଦଳ ଭାବେ ବିଧାନସଭାରେ ବିରୋଧୀ ଦଳର ନେତା ହେବେ।

ଅଖିଳେଶ ଯାଦବ ମୌନପୁରୀର କରହଲ ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି। ଏହାପୂର୍ବରୁ ସେ ଆଜମଗଡର ସାଂସଦ ଥିଲେ। ଜଣେ ବିଧାୟକ ଭାବରେ ନିର୍ବାଚିତ ହେବା ପରେ ସେ ଲୋକସଭାର ସଦସ୍ୟତାରୁ ଇସ୍ତଫା ଦେଇଥିଲେ।

ଲକ୍ଷ୍ନୌରେ ବିଧାୟକ ଦଳର ବୈଠକ ଶେଷ ହେବା ପରେ ସାମ୍ବାଦିକ ସମ୍ମିଳନୀରେ ସାମାଜବାଦୀ ପାର୍ଟିର ରାଜ୍ୟ ମୁଖ୍ୟ ନରେଶ ଉତ୍ତମ ପାଟିଲ ଅଖିଲେଶ ଯାଦବଙ୍କୁ ସାମାଜବାଦୀ ପାର୍ଟିର ବିଧାୟକ ଦଳ ନେତା ଚୟନ କରାଯାଇଥିବା ନେଇ ଘୋଷଣା କରିଥିଲେ।

ଅଖିଲେଶ ଯାଦବ ନିର୍ବାଚନରେ ବହୁତମ ହାଲସ କରିବା ପରେ ଲଗାତର ଯୋଗୀ ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଏବେ ବିରୋଧୀ ଦଳ ନେତା ହେବା ପରେ ଅଖିଲେଶ ଯୋଗୀ ସରକାରଙ୍କ କଡା ଚ୍ୟାଲେଞ୍ଜ ଦେବେ ବୋଲି କୁହାଯାଉଛି।

ଉଲ୍ଲେଖଯୋଗ୍ୟ ଯେ, ଚଳିତ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ସାପା ମେଣ୍ଟ ୧୨୫ ସିଟ୍‌ରେ ବିଜୟ ହାସଲ କରିଛି। ସେଥିମଧ୍ୟରୁ ୧୧୧ଟି ସିଟ୍‌ରେ କେବଳ ସମାଜବାଦୀ ପାର୍ଟି ବିଜୟୀ ହୋଇଛି। ସୂଚନା ମୁତାବକ ଅଖିଲେଶ ଏବେ ପୂରାପୁରି ଉତ୍ତରପ୍ରଦେଶ ଉପରେ ଫୋକସ୍‌ କରିବାକୁ ଚାହୁଁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story