ଚଳିତ ବର୍ଷ ମଧ୍ୟ ଭାରତୀୟଙ୍କ ‘ହଜ୍’ ଯାତ୍ରା ବନ୍ଦ

ନୂଆଦିଲ୍ଲୀ: ଚଳିତ ବର୍ଷ ମଧ୍ୟ କେହିବି ହଜ୍ ଯାତ୍ରା କରିପାରିବେ ନାହିଁ। ଭାରତୀୟ ହଜ୍ କମିଟି ହଜ୍-୨୦୨୧ ପାଇଁ ଆସିଥିବା ଆବେଦନକୁ ରଦ୍ଦ କରିଛି। ମଙ୍ଗଳବାର ଏ ସମ୍ବନ୍ଧରେ ଏକ ସର୍କୁଲାର ଜାରି ହୋଇଛି। ସର୍କୁଲାରରେ ଭାରତୀୟ ହଜ୍ କମିଟି ଲେଖିଛି, ସାଉଦି ଆରବର ହଜ୍ ଓ ଉମରାହ ମନ୍ତ୍ରାଳୟର ଏକ ବୟାନ ଜାରି କରି କହିଛି ଯେ କରୋନା ଭାଇରସ୍ ମହାମାରୀ ଯୋଗୁ ସାଉଦି ଆରବ କେବଳ ନିଜ ନାଗରିକ ଓ ନିବାସୀଙ୍କୁ ସୀମିତ ସଂଖ୍ୟାରେ […]

haj

haj

Ranjit Kumar Jena
  • Published: Tuesday, 15 June 2021
  • Updated: 15 June 2021, 07:23 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ବର୍ଷ ମଧ୍ୟ କେହିବି ହଜ୍ ଯାତ୍ରା କରିପାରିବେ ନାହିଁ। ଭାରତୀୟ ହଜ୍ କମିଟି ହଜ୍-୨୦୨୧ ପାଇଁ ଆସିଥିବା ଆବେଦନକୁ ରଦ୍ଦ କରିଛି। ମଙ୍ଗଳବାର ଏ ସମ୍ବନ୍ଧରେ ଏକ ସର୍କୁଲାର ଜାରି ହୋଇଛି।

ସର୍କୁଲାରରେ ଭାରତୀୟ ହଜ୍ କମିଟି ଲେଖିଛି, ସାଉଦି ଆରବର ହଜ୍ ଓ ଉମରାହ ମନ୍ତ୍ରାଳୟର ଏକ ବୟାନ ଜାରି କରି କହିଛି ଯେ କରୋନା ଭାଇରସ୍ ମହାମାରୀ ଯୋଗୁ ସାଉଦି ଆରବ କେବଳ ନିଜ ନାଗରିକ ଓ ନିବାସୀଙ୍କୁ ସୀମିତ ସଂଖ୍ୟାରେ ହଜ୍ ୧୪୪୨ରେ ଭାଗ ନେବାର ଅନୁମତି ଦେଇଛନ୍ତି। ଚଳିତ ବର୍ଷ ଅନ୍ତର୍ଜାତୀୟ ହଜକୁ ବାତିଲ କରିଦିଆଯାଇଛି। ଏଥିପାଇଁ ଭାରତୀୟ ହଜ୍ କମିଟି ନିଷ୍ପତ୍ତି ନେଇଛି ଯେ ହଜ୍- ୨୦୨୧ ପାଇଁ ସବୁ ଆବେଦନ ବାତିଲ୍ କରିଦିଆଯାଉଛି।

https://twitter.com/ANI/status/1404749494466449416?s=20

ଏଭଳି ସ୍ଥିତିରେ ସ୍ପଷ୍ଟ ହୋଇଛି ଯେ ଚଳିତ ବର୍ଷ କରୋନା ଭାଇରସ୍ ସଂକ୍ରମଣ ଯୋଗୁ କେହି ବି ହଜ୍ ପାଇଁ ଯାଇ ପାରିବେ ନାହିଁ। ହେଲେ ଯେଉଁ ବିଦେଶୀ ଲୋକ ପୂର୍ବରୁ ହିଁ ସାଉଦିରେ ଅଛନ୍ତି, ସେମାନେ ହଜ୍ କରିପାରିବେ।

ସୂଚନାଯୋଗ୍ୟ, ଦୁଇ ଦିନ ପୂର୍ବରୁ ସାଉଦି ଆରବ କହିଥିଲା ଯେ କରୋନା ଭାଇରସ୍ ମହାମାରୀ ଯୋଗୁ ଚଳିତ ବର୍ଷ ୬୦ହଜାରରୁ ଅଧିକ ଲୋକଙ୍କୁ ହଜ୍ ପାଇଁ ଅନୁମତି ମିଳିବ ନାହିଁ। କେବଳ ସ୍ଥାନୀୟ ଲୋକେ ହଜ୍ କରିପାରିବେ। ସରକାର ଦ୍ୱାରା ପରିଚାଳିତ ସାଉଦି ପ୍ରେସ୍ ଏଜେନ୍ସି ହଜ୍ ଏବଂ ଉମରା ମନ୍ତ୍ରାଳୟର ଏକ ବିବୃତ୍ତିରେ ଏହି ଘୋଷଣା କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story