ପଛରେ ପଡ଼ିଲେ କ୍ୟାପ୍ଟେନ, ଚନ୍ନି ଓ ସିଦ୍ଧୁ

ନୂଆଦିଲ୍ଲୀ: ପଞ୍ଜାବରେ ଭୋଟ ଗଣତି ଯେତେ ଆଗକୁ ବଢ଼ୁଛୁ ରାଜନେତାଙ୍କ ସ୍ପନ୍ଦନ ସେତିକି ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁଯାୟୀ ପଞ୍ଜାବର ୩ ହେଭିୱେଟ କ୍ୟାପ୍ଟେନ ଅମରିନ୍ଦର ସିଂହ, ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଓ ପଞ୍ଜାବର କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ପଛରେ ରହିଛନ୍ତି। କିଛି ସମୟ ପୂର୍ବରୁ ଚନ୍ନି ଓ ସିଦ୍ଧୁ ଆଗରେ ଥିଲେ। ହେଲେ ଏବେ ଉଭୟ ପଛରେ ପଡ଼ିଛନ୍ତି। କ୍ୟାପ୍ଟେନ ଅମରିନ୍ଦର ସିଂହ କଂଗ୍ରେସ ଛାଡ଼ି ନୂଆ […]

captain

captain

Hemant Lenka
  • Published: Thursday, 10 March 2022
  • Updated: 10 March 2022, 12:06 PM IST

Sports

Latest News

ନୂଆଦିଲ୍ଲୀ: ପଞ୍ଜାବରେ ଭୋଟ ଗଣତି ଯେତେ ଆଗକୁ ବଢ଼ୁଛୁ ରାଜନେତାଙ୍କ ସ୍ପନ୍ଦନ ସେତିକି ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁଯାୟୀ ପଞ୍ଜାବର ୩ ହେଭିୱେଟ କ୍ୟାପ୍ଟେନ ଅମରିନ୍ଦର ସିଂହ, ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଓ ପଞ୍ଜାବର କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ପଛରେ ରହିଛନ୍ତି।

କିଛି ସମୟ ପୂର୍ବରୁ ଚନ୍ନି ଓ ସିଦ୍ଧୁ ଆଗରେ ଥିଲେ। ହେଲେ ଏବେ ଉଭୟ ପଛରେ ପଡ଼ିଛନ୍ତି। କ୍ୟାପ୍ଟେନ ଅମରିନ୍ଦର ସିଂହ କଂଗ୍ରେସ ଛାଡ଼ି ନୂଆ ଦଳ ତିଆରି କରିଛନ୍ତି। ବିଜେପି ସହ ମେଣ୍ଟ କରି ସେ ଏଥର ନିର୍ବାଚନ ଲଢ଼ୁଛନ୍ତି। ସେ ପାରମ୍ପରିକ ପଟିଆଲା ଅର୍ବାନ ଆସନରୁ ନିର୍ବାଚନ ଲଢ଼ୁଥିଲେ। ହେଲେ ଏବେ ସେ ପଛରେ ପଡ଼ିଛନ୍ତି।

ଖବର ଲେଖା ଯିବା ବେଳକୁ ପଞ୍ଜାବରେ ଆପ୍‌ ୭୯ଟି ଆସନ ଆଗରେ ଚାଲିଥିବା ବେଳେ ତା’ ପଛକୁ କଂଗ୍ରେସ ରହିଛି । ଏହି ୨ ଦଳଠୁ ପଛରେ ରହିଯାଇଛି ଅକାଳୀ ମେଣ୍ଟ। ଏଠାରେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ୨ଟି ଆସନରୁ ଲଢ଼ୁଥିବା ବେଳେ ଉଭୟରେ ସ୍ଥାନରେ ପଛରେ ରହିଛନ୍ତି। ସେହିପରି ନବଜୋତ ସିଂହ ସିଦ୍ଧୁ ଅମୃତସର ପୂର୍ବ ଆସନରେ ପଛରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story