ଧାରଣା ପରେ ଟିଏମସି ସାଂସଦଙ୍କୁ ଭେଟିଲେ ଅମିତ ଶାହ

ନୂଆଦିଲ୍ଲୀ: ତ୍ରିପୁରା ହିଂସକାଣ୍ତ ବିରୋଧରେ ଧାରଣା ଦେଇଥିବା ତୃଣମୂଳ କଂଗ୍ରେସ(ଟିଏମସି) ସାଂସଦମାନଙ୍କୁ ସ୍ୱରାଷ୍ଟ୍ର ଅମିତ ଶାହ ଭେଟିଛନ୍ତି। ଆଜି ସକାଳୁ ଟିଏମସିର ସାଂସଦମାନେ ତ୍ରିପୁରା ହିଂସା ଓ ପୁଲିସ୍‌ର ଅତ୍ୟାଚାରକୁ ବିରୋଧ କରି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବାହାରେ ଧାରଣା ଦେଇଥିଲେ। ଏଥିସହ ସେମାନେ ଶ୍ରୀ ଶାହଙ୍କୁ ଭେଟିବାକୁ ଚାହୁଁଥିବା ଦାବି କରିଥିଲେ। କିନ୍ତୁ ପ୍ରାଥମିକ ଅବସ୍ଥାରେ ସେମାନଙ୍କୁ ଏଥିପାଇଁ ଅନୁମତି ମିଳି ନଥିଲା। ତେବେ ଅପରାହ୍ନରେ ସେମାନେ ଶାହଙ୍କ ବାସଭବନରେ ପହଞ୍ଚି ତାଙ୍କ ସହ ବୈଠକ କରିଛନ୍ତି। […]

TMC1

TMC1

Hemant Lenka
  • Published: Monday, 22 November 2021
  • Updated: 22 November 2021, 05:37 PM IST

Sports

Latest News

ନୂଆଦିଲ୍ଲୀ: ତ୍ରିପୁରା ହିଂସକାଣ୍ତ ବିରୋଧରେ ଧାରଣା ଦେଇଥିବା ତୃଣମୂଳ କଂଗ୍ରେସ(ଟିଏମସି) ସାଂସଦମାନଙ୍କୁ ସ୍ୱରାଷ୍ଟ୍ର ଅମିତ ଶାହ ଭେଟିଛନ୍ତି। ଆଜି ସକାଳୁ ଟିଏମସିର ସାଂସଦମାନେ ତ୍ରିପୁରା ହିଂସା ଓ ପୁଲିସ୍‌ର ଅତ୍ୟାଚାରକୁ ବିରୋଧ କରି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବାହାରେ ଧାରଣା ଦେଇଥିଲେ।

ଏଥିସହ ସେମାନେ ଶ୍ରୀ ଶାହଙ୍କୁ ଭେଟିବାକୁ ଚାହୁଁଥିବା ଦାବି କରିଥିଲେ। କିନ୍ତୁ ପ୍ରାଥମିକ ଅବସ୍ଥାରେ ସେମାନଙ୍କୁ ଏଥିପାଇଁ ଅନୁମତି ମିଳି ନଥିଲା। ତେବେ ଅପରାହ୍ନରେ ସେମାନେ ଶାହଙ୍କ ବାସଭବନରେ ପହଞ୍ଚି ତାଙ୍କ ସହ ବୈଠକ କରିଛନ୍ତି।

ଶାହଙ୍କୁ ଭେଟିବା ପରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ କହିଛନ୍ତି, “ଆମେ ଅମିତ ଶାହଙ୍କୁ ପୂରା ଘଟଣା ବିଷୟରେ ଅବଗତ କରାଇଛୁ। କେମିତି ନେତାମାନଙ୍କୁ ଗିରଫ କରାଯାଉଛି ଓ ସାଂସଦଙ୍କୁ ମାଡ଼ ମରାଯାଉଛି, ସେକଥା କହିଛୁ। ସେ ଗତକାଲି ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ସହ ଫୋନରେ କଥା ହୋଇଥିଲେ। ଏବେ ପୂରା ଘଟଣାର ରିପୋର୍ଟ ତ୍ରିପୁରା ସରକାରଙ୍କ ଠାରୁ ମାଗିବେ ବୋଲି ଆମକୁ କହିଛନ୍ତି। ଯଦି ପରିସ୍ଥିତି ନ ସୁଧୁରିବ, ତା’ହେଲେ ଆମେ ଏହା ବିରୋଧରେ ପୁଣି ସ୍ୱର ଉଠାଇବୁ।”

ଆଜି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଆଗରେ ଧାରଣ ଦେବା ବେଳେ ଟିଏମସି ସାଂସଦମାନେ ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ନାରାବାଜୀ କରିଥିଲେ। ଟିଏମସି ନେତା ସୁଖେନ୍ଦୁ ଶେଖର ରୟ କହିଥିଲେ ଯେ “ଆମକୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଶୁଣନ୍ତୁ ବୋଲି ଆମେ ଦାବି କରୁଛୁ। ତ୍ରିପୁରାରେ ଘଟିଥିବା ହିଂସାକାଣ୍ଡ ଘଟଣାରେ ଉଭୟ ଶାହ ଓ ମୋଦି ଉତ୍ତର ରଖନ୍ତୁ।”

ରବିବାର ଟିଏମସି କର୍ମୀମାନଙ୍କୁ ବିଜେପି ସଦସ୍ୟମାନେ କାଠ ଫାଳିଆ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଅଗରତାଲାରେ ଥିବା ଗୋଟିଏ ପୁଲିସ୍ ଷ୍ଟେସନ ଭିତରେ ଏପରି ଘଟିଥିଲେ ମଧ୍ୟ ପୁଲିସ୍ କେବଳ ନିରବଦ୍ରଷ୍ଟା ସାଜିଥିଲା। ଦଳୀୟ ନେତା ସାୟୋନି ଘୋଷଙ୍କୁ ପୁଲିସ୍‌ ଥାନାକୁ ଆଣି ଗିରଫ କରିଥିବାରୁ ଏହା ବିରୋଧରେ ଟିଏମସି କର୍ମୀମାନେ ଏକାଠି ହୋଇଥିଲେ। ଏହି ସମୟରେ ସେମାନେ ଆକ୍ରମଣ ଶିକାର ହୋଇଥିବା ଦଳ ଅଭିଯୋଗ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story