୪ ଘଣ୍ଟାର ଜେରା ପରେ ଏନସିବି ଅଫିସରୁ ବାହାରିଲେ ଅନନ୍ୟା ପାଣ୍ତେ

ମୁମ୍ବାଇ: ବଲିଉଡ ଓ ଡ୍ରଗ୍ସ ଲିଙ୍କ ଘଟଣାରେ ଫସିଥିବା ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଆଜି ଦ୍ୱିତୀୟ ଦିନ ପାଇଁ ଜେରା କରିଛି ଏନସିବି। ସେ ଆଜି ମଧ୍ୟାହ୍ନରେ ମୁମ୍ବାଇ ସ୍ଥିତ ଏନସିବି ଅଫିସରେ ପହଞ୍ଚିଥିଲେ। ଏହାପରେ ତାଙ୍କୁ ଦୀର୍ଘ ୪ ଘଣ୍ଟା କାଳ ଡ୍ରଗ୍ସ କାରବାର ସହ ତାଙ୍କର ଲିଙ୍କ ବିଷୟରେ ପଚରାଉଚରା କରାଯାଇଛି। ଏନସିବିର ଜୋନାଲ ମୁଖ୍ୟ ସମୀର ୱାଙ୍ଖେଡେ ନିଜେ ତାଙ୍କୁ କ୍ୟାବିନରେ ଜେରା କରିଥିଲେ। ଏହି ସମୟରେ ତଦନ୍ତକାରୀ ଅଧିକାରୀ ଭିଭି […]

NCB

NCB

Hemant Lenka
  • Published: Friday, 22 October 2021
  • Updated: 22 October 2021, 06:42 PM IST

Sports

Latest News

ମୁମ୍ବାଇ: ବଲିଉଡ ଓ ଡ୍ରଗ୍ସ ଲିଙ୍କ ଘଟଣାରେ ଫସିଥିବା ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଆଜି ଦ୍ୱିତୀୟ ଦିନ ପାଇଁ ଜେରା କରିଛି ଏନସିବି। ସେ ଆଜି ମଧ୍ୟାହ୍ନରେ ମୁମ୍ବାଇ ସ୍ଥିତ ଏନସିବି ଅଫିସରେ ପହଞ୍ଚିଥିଲେ। ଏହାପରେ ତାଙ୍କୁ ଦୀର୍ଘ ୪ ଘଣ୍ଟା କାଳ ଡ୍ରଗ୍ସ କାରବାର ସହ ତାଙ୍କର ଲିଙ୍କ ବିଷୟରେ ପଚରାଉଚରା କରାଯାଇଛି।

ଏନସିବିର ଜୋନାଲ ମୁଖ୍ୟ ସମୀର ୱାଙ୍ଖେଡେ ନିଜେ ତାଙ୍କୁ କ୍ୟାବିନରେ ଜେରା କରିଥିଲେ। ଏହି ସମୟରେ ତଦନ୍ତକାରୀ ଅଧିକାରୀ ଭିଭି ସିଂହ ଓ ଆଉ ଜଣେ ମହିଳା ଏନସିବି ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ। ଅନନ୍ୟାଙ୍କ ବାପା ଚଙ୍କି ପାଣ୍ଡେ ଏନସିବି ଅଫିସରେ ରହିଥିଲେ ମଧ୍ୟ ତାଙ୍କୁ କ୍ୟାବିନ ମଧ୍ୟକୁ ଛଡ଼ା ଯାଇ ନଥିଲେ। ଅନନ୍ୟା ୪ ଘଣ୍ଟା କାଳ ଜେରା ହେଉଥିବା ବେଳେ ଚଙ୍କି ବାହାରେ ବସି ରହିଥିଲେ। ଶେଷରେ ସନ୍ଧ୍ୟା ପ୍ରାୟ ୬.୩୦ରେ ଉଭୟ ବାପ-ଝିଅ ଏନସିବି ଅଫିସରୁ ବାହାରି ନିଜ ବାସଭବନକୁ ଯାଇଛନ୍ତି।

ଗତକାଲି ମଧ୍ୟ ଏନସିବି ଅନନ୍ୟାଙ୍କୁ ୩ ଘଣ୍ଟା କାଳ ଜେରା କରିବା ସହ ତାଙ୍କ ଫୋନକୁ ଜବତ କରିଥିଲା। ଆଜି ତାଙ୍କୁ ହ୍ୱାଟସଆପ୍‌ ଚ୍ୟାଟ୍‌ ସମ୍ପର୍କରେ ଜେରା କରାଯାଇଥିବା ଜଣାପଡ଼ିଛି। ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନ ଖାନଙ୍କ ସହ ଅନନ୍ୟାଙ୍କ ସମ୍ପର୍କ ଥିବା ଜଣାପଡ଼ିଛି।

ଆର୍ଯ୍ୟନଙ୍କୁ ଅନନ୍ୟା ଗଞ୍ଜେଇ ଯୋଗାଇ ଦେବେ ବୋଲି ହ୍ୱାଟସଆପ କରିଥିବା ଏନସିବି ଜାଣିବାକୁ ପାଇଛି। ତାଙ୍କୁ ଆଜି ଏ ସମ୍ପର୍କରେ ପଚରା ଯିବାରୁ ସେ ମଜାରେ ଏପରି କହିଥିବା ଏନସିବି ଅଧିକାରୀଙ୍କୁ ଜଣାଇଛନ୍ତି। ଏହାବାଦ ଅନନ୍ୟା ଡ୍ରଗ୍ସ ନିଅନ୍ତି କି ନାହିଁ? ଆର୍ଯ୍ୟନ ଡ୍ରଗ୍ସ ନେବା ବେଳେ ସେ ଦେଖିଛନ୍ତି କି ନାହିଁ? କୌଣସି ଡ୍ରଗ ପେଡେଲରଙ୍କ ସହ ତାଙ୍କର ସମ୍ପର୍କ ଅଛି କି ନାହିଁ, ସେ ବିଷୟରେ ତାଙ୍କୁ ପଚରାଉଚରା କରାଯାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story