ହାରିଯିବା ପରେ କାନ୍ଦିଲେ ଚନ୍ଦ୍ରବାବୁ

ଅମରାବତୀ: ରାଜନୀତିରେ କିଏ କେତେବେଳେ କ୍ଷମତାରେ ରହିବ ଆଉ କିଏ କ୍ଷମତା ପାଇଁ ସଂଘର୍ଷ କରିବ ତାହା ଜନତା ହିଁ ନିଷ୍ପତ୍ତି ନେବେ। ଏକଦା ଆନ୍ଧ୍ରପ୍ରଦେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ରାଜ୍ୟରେ ଅପରାଜୟ ଥିଲେ। କିନ୍ତୁ ଜନତା ଏବେର ଶାସକ ଦଳ ତଥା ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ମୁଣ୍ଡରେ ସୁନା କଳସ ଢ଼ାଳିବା ପରେ ରାଜ୍ୟରେ ବିରୋଧୀ ଟିଡିପିର ସ୍ଥିତି ଏମିତି ହୋଇଛି, ଯାହାକି ରାଜନୀତିରେ କିଛି ନୂଆ ନୁହେଁ। ତେବେ […]

Chandrababu naidu

Chandrababu naidu

Madhupriya Mistry
  • Published: Friday, 19 November 2021
  • Updated: 19 November 2021, 05:00 PM IST

Sports

Latest News

ଅମରାବତୀ: ରାଜନୀତିରେ କିଏ କେତେବେଳେ କ୍ଷମତାରେ ରହିବ ଆଉ କିଏ କ୍ଷମତା ପାଇଁ ସଂଘର୍ଷ କରିବ ତାହା ଜନତା ହିଁ ନିଷ୍ପତ୍ତି ନେବେ। ଏକଦା ଆନ୍ଧ୍ରପ୍ରଦେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ରାଜ୍ୟରେ ଅପରାଜୟ ଥିଲେ। କିନ୍ତୁ ଜନତା ଏବେର ଶାସକ ଦଳ ତଥା ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ମୁଣ୍ଡରେ ସୁନା କଳସ ଢ଼ାଳିବା ପରେ ରାଜ୍ୟରେ ବିରୋଧୀ ଟିଡିପିର ସ୍ଥିତି ଏମିତି ହୋଇଛି, ଯାହାକି ରାଜନୀତିରେ କିଛି ନୂଆ ନୁହେଁ।

ତେବେ ଟିଡିପିର ସ୍ଥିତି ଯାହା ତାହା ଏବେ ସୁପ୍ରିମୋଙ୍କ ପାଇଁ ଏକ ବଡ ଚିନ୍ତାର ବିଷୟ ପାଲଟିଛି। ନିକଟରେ ହୋଇଥିବା ପୌର ନିର୍ବାଚନର ଫଳାଫଳ ଏଭଳି କିଛି ହୋଇଛି, ଯାହାକୁ ଚନ୍ଦ୍ରବାବୁ ଗ୍ରହଣ ନକରିଲେ ମଧ୍ୟ ଆଗକୁ କିଭଳି ବିଜୟୀ ହେବେ ସେ ନେଇ ପଣ କରିଛନ୍ତି।

Chandrababu Naidu Cries: Can't Take Anymore - Chandrababu Naidu Walks Out  Of Assembly, Tears Up

ନଭେମ୍ବର ୧୫ରେ ଆନ୍ଧ୍ରପ୍ରଦେଶରେ ଅନୁଷ୍ଠିତ ହୋଇଥିଲା ପୌର ନିର୍ବାଚନ। ଏଥିରେ ​​YSRCP ୨୫ଟି ୱାର୍ଡ ମଧ୍ୟରୁ ୧୯ଟିରେ ଜିତିଥିଲା। ଆଉ ଏନ୍‌ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି ପରାଜୟ ହୋଇଥିଲା। ଏହାକୁ ନେଇ ଏବେ ଟିଡିପି ମୁଖ୍ୟ ଭାବୁକ ହୋଇପଡିଛନ୍ତି। ଏପରିକି ସେ ସର୍ବସାଧାରଣରେ କାନ୍ଦି ମଧ୍ୟ ପକାଇଛନ୍ତି। ସେ ଭାବପ୍ରବଣ ହୋଇ କ୍ଷମତାକୁ ନଫେରିବା ଯାଏଁ ବିଧାନସଭାରେ ପ୍ରବେଶ କରିବେ ନାହିଁ ବୋଲି ଶୁକ୍ରବାର ନିଷ୍ପତ୍ତି ନେଇଛନ୍ତି।

ଶାସକ YSR କଂଗ୍ରେସର ସଦସ୍ୟମାନଙ୍କ ଦ୍ୱାରା ତାଙ୍କ ଉପରେ ଲଗାତର କରାଯାଉଥିବା ଅତ୍ୟାଚାର ତାଙ୍କୁ କଠୋର ଆଘାତ ଦେଇଛି। ନାଇଡୁ ଅତ୍ୟଧିକ ଭାବପ୍ରବଣ ହୋଇ କହିଛନ୍ତି, 'ଗତ ଅଢ଼େଇ ବର୍ଷ ଧରି ମୁଁ ଅପମାନିତ ହେଉଥିଲି କିନ୍ତୁ ଶାନ୍ତ ଥିଲି। ଆଜି ସେମାନେ ମୋ ପତ୍ନୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ମୁଁ ସର୍ବଦା ସମ୍ମାନର ସହ ଅଛି, ଏବେ ଏହି ଅସମ୍ମାନକୁ ଆଉ ମୁଁ ବରଦାସ୍ତ କରିବି ନାହିଁ।' ତେବେ ଶାସକ ଦଳର ସଦସ୍ୟମାନେ ନାଇଡୁଙ୍କ ଏଭଳି ଭାବପ୍ରବଣ ମନ୍ତବ୍ୟକୁ ନାଟକ ବୋଲି କହିଛନ୍ତି।

କୃଷି କ୍ଷେତ୍ର ଉପରେ ସଂକ୍ଷିପ୍ତ ଆଲୋଚନା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗୃହରେ ଉଭୟ ପକ୍ଷ ମଧ୍ୟରେ ତୀବ୍ର ଯୁକ୍ତିତର୍କ ପରେ ନିଜ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହା ପରେ, ତାଙ୍କ ଚାମ୍ବରରେ ତାଙ୍କ ଦଳର ବିଧାୟକଙ୍କ ସହ ମିଶି ହଠାତ୍‌ ଏକ ବୈଠକ କରିଥିଲା, ଏହାପରେ ଚନ୍ଦ୍ରବାବୁ ପୌର ନିର୍ବାଚନରେ ମିଳିଥିବା ପରାଜୟକୁ ନେଇ ରାଗିଯାଇଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story