କେନ୍ଦ୍ର କ୍ୟାବିନେଟରୁ ଇସ୍ତଫା ଦେଲେ ଆଉ ଦୁଇ ମନ୍ତ୍ରୀ

ନୂଆଦିଲ୍ଲୀ: କିଛି ସମୟ ପରେ କେନ୍ଦ୍ର କ୍ୟାବିନେଟ୍ ସମ୍ପ୍ରସାରଣରେ ସାମିଲ ହେବାକୁ ଥିବା ୪୩ ନେତା ଶପଥ ନେବେ। ଏହା ପୂର୍ବରୁ ମୋଟ ୧୨ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ଏବେ ଦୁଇ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଏହି ଦୁଇ ହେଲେ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର। ଏହି ଦୁଇ ମନ୍ତ୍ରୀ ମୋଦିଙ୍କ କ୍ୟାବିନେଟରେ ଥିଲେ। ନିକଟରେ କେନ୍ଦ୍ର ସରକାର ନୂଆଇ ଆଇଟି ଆଇନ ଆଣିଥିଲେ। ଏହାକୁ […]

prakash-javadekar-and-ravi-shankar-prasad

Subhransu Sekhar
  • Published: Wednesday, 07 July 2021
  • Updated: 08 July 2021, 01:19 AM IST

Sports

Latest News

ନୂଆଦିଲ୍ଲୀ: କିଛି ସମୟ ପରେ କେନ୍ଦ୍ର କ୍ୟାବିନେଟ୍ ସମ୍ପ୍ରସାରଣରେ ସାମିଲ ହେବାକୁ ଥିବା ୪୩ ନେତା ଶପଥ ନେବେ। ଏହା ପୂର୍ବରୁ ମୋଟ ୧୨ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ଏବେ ଦୁଇ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଏହି ଦୁଇ ହେଲେ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର। ଏହି ଦୁଇ ମନ୍ତ୍ରୀ ମୋଦିଙ୍କ କ୍ୟାବିନେଟରେ ଥିଲେ।

ନିକଟରେ କେନ୍ଦ୍ର ସରକାର ନୂଆଇ ଆଇଟି ଆଇନ ଆଣିଥିଲେ। ଏହାକୁ ନେଇ ସୋଶାଲ ମିଡିଆ କମ୍ପାନୀ ଏବଂ ରବିଶଙ୍କରଙ୍କ ମଧ୍ୟରେ ବିବାଦ ଜୋରଦାର ହୋଇଥିବା ବେଳେ ପାଟନା ସାବିର ଏହି ସାଂସଦ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି।

ଏହା ପୂର୍ବରୁ ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଦନ, ଥାୱରଚାନ୍ଦ ଗେହଲୋଟ୍, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଦେବଶ୍ରୀ ଚୌଧୁରୀ , ରମେଶ ପୋଖରିଆଲ୍ ନିଶଙ୍କ, ସଞ୍ଜୟ ଧୋତ୍ରେ, ବାବୁଲ ସୁପ୍ରିଓ, ରାଓ ସାହେବ ଦାନଭେ ପାଟିଲ, ସଦାନନ୍ଦ ଗୌଡା, ରତନ ଲାଲ କାଟାରିଆ, ପ୍ରତାପ ଷଡ଼ଙ୍ଗୀ, ଅଶ୍ୱିନୀ ଚୋଭେ ଇସ୍ତଫା ଦେଇଥିଲେ।

କିଛି ସମୟ ପରେ ମୋଦିଙ୍କ ନୂଆ ୪୩ ମନ୍ତ୍ରୀ ଶପଥ ନେବେ।  ଏହା ପୂର୍ବରୁ କ୍ୟାବିନେଟ୍ ତାଲିକା ଜାରି ହୋଇଛି। କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଆଜି ୪୩ ମନ୍ତ୍ରୀ ଶପଥ ନେବେ। ଏଥିରେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ପଶୁପତି କୁମାର ପାରସ, ଭୂପେନ୍ଦ୍ର ଯାଦବ, ଅନୁପ୍ରିୟା ପଟେଲ, ଶୋଭା କରନ୍ଦଲାଜେ, ମିନାକ୍ଷୀ ଲେଖି, ଅଜୟ ଭଟ୍ଟ ଓ ଅନୁରାଗ ଠାକୁରଙ୍କ ନାଁ ସାମିଲ୍ ଅଛି।

ଜାରି ହୋଇଥିବା ୪୩ ଜଣ ତାଲିକାରେ ଓଡ଼ିଶାର ଅଶ୍ୱିନୀ ବୈଷ୍ଣବଙ୍କ ସମେତ ନାରାୟଣ ରାଣେ, ସର୍ବାନନ୍ଦ ସୋନୋୱାଲ, ବୀରେନ୍ଦ୍ର କୁମାର, କିରେନ୍ ରିଜିଜୁ, ରାଜ କୁମାର ସିଂହ, ହରଦୀପ ସିଂହ ପୁରୀ, ମନସୁଖ ମାଣ୍ଡଭିୟା, ଭୂପେନ୍ଦ୍ର ଯାଦବ, ପୁରୁଷୋତ୍ତମ ରୂପାଲା, ଜି. କିଶାନ ରେଡ୍ଡି, ଅନୁରାଗ ଠାକୁର, ପଙ୍କଜ ଚୌଧୁରୀ, ସତ୍ୟପାଲ୍ ସିଂହ ବାଘେଲ, ରାଜୀବ ଚନ୍ଦ୍ରଶେଖର, ଶୋଭା କରନ୍ଦଲାଜେ, ଭାନୁପ୍ରତାପ ସିଂହ ବର୍ମା, ଦର୍ଶନ ବିକ୍ରମ ଜାରଦୋଶ ସ୍ଥାନ ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story