ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଶ୍ରୀନଗର: ଦୁର୍ଘଟଣାଗ୍ରସ୍ତ ହେଲା ସେନା ହେଲିକପ୍ଟର। ଭାରତୀୟ ସେନାର ଚିତା ହେଲିକପ୍ଟର ଜମ୍ମୁ କଶ୍ମୀରର ଗୁରେଜ ସେକ୍ଟରର ତୁଲାଇଲ୍‌ ଅଞ୍ଚଳରେ କ୍ରାଶ୍‌ ହୋଇଛି। ସୂଚନା ମୁତାବକ, ଆଜି ମଧ୍ୟାହ୍ଣରେ କଶ୍ମୀର ଘାଟିରେ ତୁଷାରପାତରେ ବେଳେ ଏହି ଦୁର୍ଘଟଣା ଘଟିଛି। ଫଳରେ ହେଲିକପ୍ଟରଟି ବରଫାବୃତ୍ତ ଅଞ୍ଚଳରେ ଖସିପଡିଛି। ତେବେ ପାଇଲଟ ଓ ସହ ପାଇଲଟ ସୁରକ୍ଷିତ ଥିବା କୁହାଯାଉଛି। ତେବେ ହେଲିକପ୍ଟର ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି। ହେଲିପ୍ୟାଡ୍‌ ଉପରେ ଲ୍ୟାଣ୍ଡିଂ ବେଳେ ହେଲିକପ୍ଟରଟି ନିୟନ୍ତ୍ରଣ ହରାଇ […]

Army Chopper

Army Chopper

Madhupriya Mistry
  • Published: Friday, 11 March 2022
  • Updated: 11 March 2022, 03:01 PM IST

ଶ୍ରୀନଗର: ଦୁର୍ଘଟଣାଗ୍ରସ୍ତ ହେଲା ସେନା ହେଲିକପ୍ଟର। ଭାରତୀୟ ସେନାର ଚିତା ହେଲିକପ୍ଟର ଜମ୍ମୁ କଶ୍ମୀରର ଗୁରେଜ ସେକ୍ଟରର ତୁଲାଇଲ୍‌ ଅଞ୍ଚଳରେ କ୍ରାଶ୍‌ ହୋଇଛି।

बांदीपुरा में सेना का हेलिकॉप्टर क्रैश

ସୂଚନା ମୁତାବକ, ଆଜି ମଧ୍ୟାହ୍ଣରେ କଶ୍ମୀର ଘାଟିରେ ତୁଷାରପାତରେ ବେଳେ ଏହି ଦୁର୍ଘଟଣା ଘଟିଛି। ଫଳରେ ହେଲିକପ୍ଟରଟି ବରଫାବୃତ୍ତ ଅଞ୍ଚଳରେ ଖସିପଡିଛି। ତେବେ ପାଇଲଟ ଓ ସହ ପାଇଲଟ ସୁରକ୍ଷିତ ଥିବା କୁହାଯାଉଛି। ତେବେ ହେଲିକପ୍ଟର ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି। ହେଲିପ୍ୟାଡ୍‌ ଉପରେ ଲ୍ୟାଣ୍ଡିଂ ବେଳେ ହେଲିକପ୍ଟରଟି ନିୟନ୍ତ୍ରଣ ହରାଇ କ୍ରାସ୍‌ ହୋଇଛି।

ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଦୁର୍ଘଟଣା ପୂର୍ବରୁ ସେମାନେ ପରାସୁଟ୍‌ ଦ୍ୱାରା ହେଲିକପ୍ଟର ଓହ୍ଲାଇ ପଡିଥିବା ସୂଚନା ମିଳିଛି। ତେବେ ଅଧିକାରୀକ ରୂପେ ଏନେଇ କୌଣସି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ। ସେପଟେ ଖବର ପାଇ ଦୁର୍ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍‌ ଟିମ୍‌ ପହଞ୍ଚିଛି। ଗୁରେଜର ଏସଡିଏମ କହିଛନ୍ତି ଯେ ଦୁର୍ଘଟଣା ପରେ ବର୍ତ୍ତମାନ ସେହି ସେନା ହେଲିକପ୍ଟର ସହିତ କୌଣସି ସମ୍ପର୍କ ହୋଇପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story